ଶାମିଳିପାଳ ପରେ ଓଡିଶାର ଏହି ଜଙ୍ଗଲରେ ଲାଗିଲା ନିଆଁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ବିଭିନ୍ନ ଜିଲ୍ଲା ରେ ଜଳୁଛି ଜଙ୍ଗଲ ବଲାଙ୍ଗିଲ ସହର ନିକଟ ରେ ଜଙ୍ଗଲ ରେ ନିଆଁ ସେପଟେ ଢେଙ୍କାନାଳ କାମାକ୍ଷ୍ୟା ନଗର ଠାରେ 10 ଅଧିକ ଜଙ୍ଗଲ ରେ ଲାଗିଛି ,ବଲାଙ୍ଗିଲ ସହର ନିକଟ ରେ ଜଳୁଛି ଜଙ୍ଗଲ ହାତୀ ପାହାଡ ସଦେଇ ପାଲି ସୁଲିଆ ପାହାଡ ,ପଥର ଚେପା ମଠଖାଇ ପାହାଡ ବିଜୟ ଖେମନ ଜଙ୍ଗଲ ରେ ନିଆଁ ବ୍ୟପୁଛି ମୂଲ୍ୟ ବାନ ଗଛ ଲତା ସବୁ ଏବେ ନିଷ୍ଟ ହୋଇ ଗଲାଣୀ , ନିରିହ ଜିବଯନନ୍ତୁ ଙ୍କ ପ୍ରାଣହାନୀ ଘଟୁଛି ,ବଲାଙ୍ଗିଲ ସହର ନିକଟ ରେ ଜଙ୍ଗଲ ରେ ନିଆଁ ଲାଗିବା ପରେ ଏବେ ବଲାଙ୍ଗିଲ ସହର ରେ ତାପମାତ୍ରା ହଠାତ୍ ବଢିବାରେ ଲାଗିଛି ।fair

ବାୟୁ ପ୍ରଦ୍ୟୁସଣ ମାତ୍ରା ବି ବଢିବାରେ ଲାଗିଛି , ଏହାକୁ ନେଇ ବର୍ତମାନ ସମୟ ରେ ବଲାଙ୍ଗିଲ ସହର ସମସ୍ୟା ର ଶୀକାର ହେଉଛନ୍ତି , ଜଙ୍ଗଲ ନିଆଁ କୁ କାବୁ କରିବାରେ ବନ ବିଭାଗ ଅସଫଳ ରହିଛି , ସେପଟେ ଢଙ୍କାନାଳ ଜିଲ୍ଲା କାମାକ୍ଷ୍ୟା ନଗର ଉପକୂଳ ରେ ଜଳୁଛି ଜଙ୍ଗଲ ଉପଖଣ୍ଡ ରେ ଏକାଧିକ ସ୍ଥାନ ରେ ନିଆଁ ଲାଗି ଥିଲେ ମଧ୍ୟ ବନ ବିଭାଗ ଏହି ନିଆଁ କୁ ନିଭେଇବା କୁ ପ୍ରୟାସ ବି କରୁ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି ଏବେ ଏହି ନିଆଁ ଅଣଆୟତ ହୋଇ ସାରିଛି ,faier

ସଦେଇ ପାଲି ସୁଲିଆ ପାହାଡ ,ପଥର ଚେପା ମଠଖାଇ ପାହାଡ ବିଜୟ ଖେମନ ଜଙ୍ଗଲ ରେ ନିଆଁ ବ୍ୟପୁଛି , ଗତ କିଛି ଦିନ ମଧ୍ୟରେ ଶହ ଶହ ଏକର ଜଙ୍ଗଲ ଜଳି ସାରିଲାଣୀ ଏବଂ ଏବେ ଜଙ୍ଗଲ ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର ହେଉଛି । ସେମିତି ରେ ଆପଣ ମାନେ ଜାଣି ଥିବ ପୂର୍ବ ରୁ ଶିମିଳିପାଳ ଜଙ୍ଗଲ ରେ ନିଆଁ ଲାଗି ରହିଛି ଏବଂ ସେହି ନିଆଁ କୁ ନିଭେଇବା ପାଇଁ କଷ୍ଟକର ହେଉ ଥିବା ବେଳେ ଅନ୍ୟ ଜଙ୍ଗଲ ର ନିଆଁ ଚିନ୍ତା ର ବିଷୟ ହୋଇଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *