ଲୁଣରେ ମିସେଇଦିଅନ୍ତୁ ଏହି ( ଗୋଟିଏ ଜିନିଷ ) ଧନର ବର୍ଷା ହେବ |

sold

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୁଣ ଡବା ରେ କେଉଁ ଜିନିଷ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ , ତେବେ କହିବାକୁ ଗଲେ ଲୁମ ଏକ ସାମାନ୍ୟ ଜିନିଷ ଟିଏ ଏହା ଶସ୍ତା ହେବ ସହିତ ସମସ୍ତ ଙ୍କ ଘରେ ବହୁଳ ବ୍ୟବହାର ହୋଇଥାଏ ତେଣୁ ଆଶ୍ଚର୍ଯ୍ୟ ହେଉଥିବେ କି ଏହି ଲୁଣ କିପରି ଏକ ସାଧାରଣ ମଣିଷ କୁ ଧନୀ କରିପାରିବ କିନ୍ତୁ ଜ୍ୟେତିଷ ଶାସ୍ତ୍ର କୁ ମାନି ନେଲେ ଏହି ଲୁଣ କୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ଆପଣଙ୍କ ର ଘରକୁ ମା ଲକ୍ଷ୍ମୀ ଙ୍କୁ ପ୍ରବେଶ କରିଥାଏ ଏବଂ ଆପଣ ଙ୍କ ର ଜୀବନ ରେ ଖୁସି ଭରି ଦେଇଥାଏ କେବଳ ଆପଣ ଏହା ଜାଣିବା ଆବଶ୍ୟକ ଯେ ଲୁଣ ର କେଉଁ ଉପାୟ କରିବେ ଏବଂ ଲୁଣ ଭିତରେ କଣ ଏପରି ଜିନିଷ ପକାଇବେ ଯାହା ଦ୍ୱାରା କି ଆପଣ ଙ୍କ ର ଘର ପରିବାର ରେ ସୁଖ ସମୃଦ୍ଧି ପାଇବ ଜ୍ୟୋତିଷ ଶାସ୍ତ୍ର ମତରେ ଲୁଣ କୁ ପ୍ରତିକ ମାନ ଯାଇଥାଏ ,sold

ଲୁଣ କୁ ଯଦି ପ୍ଲାଷ୍ଟିକ କିମ୍ବା ଷ୍ଟିଲ ପାତ୍ର ରେ ରଖନ୍ତି ତେବେ ଏହା ଚନ୍ଦ୍ର ଏବଂ ଶନି ଙ୍କ ର ମିଳନ କୁହାଯାଇଥାଏ ଯାହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥାଏ ଏବଂ ରୋଗ ର କାରଣ ହୋଇଥାଏ ଏଣୁ ସର୍ବଦା ଲୁଣ କୁ କାଚର ପାତ୍ର ରେ ରଖନ୍ତୁ । ବନ୍ଧୁଗଣ ଆଜି କାଲି ର ସର୍ବ ମୁଳରେ ରହୁଛି ଧନ କେତେବେଳେ ରୋଜଗାର ଥିଲେ ମଧ୍ୟ ଧନ ସଞ୍ଚୟ ହେଉ ନାହିଁ ତ ଆଉ କେତେବେଳେ ରୋଜଗାର ହି ହୋଇ ନଥାଏ , ତେବେ ଏହାର କାରଣ ହେଉଛି ଘରେ ଥିବା ନକରତ୍ମକ ଉର୍ଜା ର କାରଣ ଏବଂ ବାସ୍ତୁ ଦୋଷ କାରଣ ରୁ ମଧ୍ୟ ହୋଇଥାଏ ତେଣୁ ପ୍ରତି ସପ୍ତହ ର ଗୁରୁବାର ଦିନ କୁ ଛାଡି ଅନ୍ୟ କୈଣସି ଦିନ ପାଣିରେ କିଛି ଲୁଣ ମିଶାଇ ସେହି ପାଣି କୁ ଘରକୁ ଲେପା ପୋଛା କରନ୍ତୁ , ଏହା କରିବା ଦ୍ୱାରା ଘର ର ନକରାତ୍ମକ ଉର୍ଜା ଦୂର ହୋଇଥାଏ ଏବଂ ପବିତ୍ରତା ଆସିଥାଏ ରୋଜଗାର ର ମାର୍ଗ ଖୋଲିଯାଇଥାଏ ।sold

ବନ୍ଧୁଗଣ ଘରେ ସର୍ବଦା ଧନ ର ଉନ୍ନତି ପାଇଁ କୈଣସି ଏକ କାଚ ପାତ୍ର ରେ ପାଣି ରଖି ସେଥିରେ କିଛି ଲୁଣ ମିଶାଇ ପୂଜା ଘର ର କୈଣସି ଏକ କୋମ ରେ ରଖି ଦିଅନ୍ତୁ ଏହା ଦ୍ୱାରା ସେହି ପାଣିରେ ଏତେ ସକରାତ୍ମକତା ଆଣି ଦେଇଥାଏ କି ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଏହି ପାଣି କୁ ପ୍ରତି ଶନିବାର ଦିନ ବଦଳାଇ ଦିଅନ୍ତୁ ଯଦି ଘର ପରିବାର ରେ ସର୍ବଦା କଳହ ଝଗଡା ଲାଗି ରହୁଛି ତେବେ ଏହି ଉପାୟ ଟି କରନ୍ତୁ , ଏକ କାଚ ପାତ୍ର ରେ କିଛି ପାଣି ନେଇ ସେଥିରେ କିଛି ଲୁଣ ଏବଂ କିଛି ସିନ୍ଦୁର ପାକଇ ଦିଅନ୍ତୁ ଏହି ପାଣି କୁ ଏହି ପାଣି କୁ ନିଜର ମୁଣ୍ଡ ରେ 7 ଫେରା ବୁଲାଇ ସେହି ପାଣି କୁ ନିଜର ସ୍ନାନ ପାଣିରେ ମିଶାଇ ସେହି ପାଣିରେ ଗାଧୋଇ ପକାନ୍ତୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *