51 ବର୍ଷ ପରେ ଏଥର ଜାଗରରେ ବଦଳିଯିବ ଏହି ସବୁ ରାଶିଙ୍କ ଭାଗ୍ୟ । ଆପଣଙ୍କ ରାଶି ବି ଥାଇପାରେ

ଆସନ୍ତା 11 ତାରିଖରେ ଆମ ରାଜ୍ୟ ଓଡିଶା ପାଳନ କରିବ ଜାଗର ବା ମହା ଶିବରାତ୍ରୀ । ଏହି ମହା ଶିବରାତ୍ରୀ ରେ ଅନେକ ଲୋକ ଶିବ ପୁଜା ଓ ଶିବ ଆରୋଧନା କରିଥାନ୍ତି । କଥାରେ ଅଛି ଏହି ଦିନ ଶିବଙ୍କୁ ନିଷ୍ଟାର ସହ ଜାହା ମାଗିବ ତାହା ପୁରଣ ହୋଇଥାଏ । ତେବେ ଏ ବର୍ଷ ମହା ଶିବରାତ୍ରୀ କିଛି ଲୋକଙ୍କ ପାଇଁ ବହୁତ ଖାସ ହେବ ବୋଲି ସୁଚନା ରହିଛି । ଜୋତିଷ ଶାସ୍ତ୍ରୀଙ୍କ ମତରେ ପୁରା 51 ବର୍ଷ ପରେ ଏହି ବର୍ଷ ମହା ଶିବ ରାତ୍ରୀକୁ ବନୁଛି ମହା ସଂଯୋଗ । ତେବେ ଏହି ମହା ସଂଯୋଗରେ ବଦଳିଯିବ କିଛି ରାଶିଙ୍କ ଭାଗ୍ୟ । ଆସନ୍ତୁ ଜାଣିବା ସେହି ସବୁ ରାଶିଙ୍କ ବିଷୟରେ ।

shiba

ଏହି ସବୁ ରାଶିଙ୍କ ବଦଳିଯିବ ଭାଗ୍ୟ ।

ମେଷ ରାଶି ଙ୍କ ଉପରେ ବିଶେଷ କୃପା ରହିବ ।  ଏହି ସମୟରେ ଆପଣଙ୍କ ପରିବାର ରେ ସୁଖ ଶାନ୍ତି ଖେଳିଯିବ । ଆପଣଂକୁ ଉପରେ ଅନେକ ଦାୟିତ୍ବ ରହିବ । ଏହି ସମୟ ରେ ଆପଣ ନିଜର କାର୍ଯ୍ୟ ଦକ୍ଷତା ବଳ ରେ ସଫଳତା ର ଶୀର୍ଷ ସ୍ଥାନ ରେ ପହଞ୍ଚି ପାରିବେ । ଆପଣ ଶିବଙ୍କ ଉପରେ କ୍ଷୀର ଅଭିଷେକ କରନ୍ତୁ । ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବ ଏହିଦିନ । ଆପଣ ଚାହୁଁଥିବା ସବୁ କାମ ସଫଳ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ହିଁ ଭଲ ସମୟ ଆସିବାକୁ ଯାଉଛି । ଆପଣଙ୍କ ପରିବାର ଉପରେ ଶୁଭ ଶକ୍ତି ଏବଂ ଉନ୍ନତି ହେବାର ଆପଣ ଦେଖିବେ ।

ଦ୍ୱିତୀୟ ରାଶି ହେଲା ବୃଷଭ ରାଶି । ଆପଣଙ୍କ ଉପରେ ମହାଦେବ ଙ୍କ ବିଶେଷ ଆଶୀର୍ବାଦ ରହିବ । ଆପଣ ଏହି ସମୟ ରେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହାକୁ ନିର୍ଦ୍ୱନ୍ଦ ରେ କରିପାରିବେ । ସମାଜ ରେ ଆପଣଙ୍କ ର ମାନସମ୍ମାନ ବୃଦ୍ଧି ହେବ । ପରିବାର ରେ ସୁଖ ଶାନ୍ତି ର ବାତାବରଣ ଦେଖାଯିବ । ଆପଣ ମଲ୍ଲିକାଅର୍ଜୁନଙ୍କ ର ଦର୍ଶନ କରନ୍ତୁ । ଯଦି ଆପଣ ଏହା କରିପାରୁନାହାନ୍ତି ତେବେ ଆପଣ କୌଣସି ବି ଶିବ ଲିଙ୍ଗ ର ପୂଜା ଗଙ୍ଗା ଜଳରେ କରି ସେଥିରେ ଫୁଲ ପତ୍ର ରେ ପୂଜା କରନ୍ତୁ । ଏହାଦ୍ବାରା ଆପଣଙ୍କୁ ମହାଦେବ ଙ୍କ କୃପା ଲାଭ ହେବ ।

shivratri

ତୁଳା ରାଶି-ଏହି ସମୟ ରେ ଭଗବାନ ମହାଦେବ ଙ୍କ କୃପା ରୁ ଆପଣଙ୍କ ର ବହୁତ ଭଲ ସମୟ ଆସିବ।ପୂର୍ବ ରୁ ଥିବା ସମସ୍ତ ସମସ୍ୟା ର ଖୁବ ଶୀଘ୍ର ସମାଧାନ ହୋଇଯିବ।ଏହି ସମୟ ରେ ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗି ରହିବ।ଏହି ସମୟ ରେ ଆପଣଙ୍କ ର କୋର୍ଟ କଚେରୀ ରେ ବାକି ଥିବା କାର୍ଯ୍ୟ ର ସମାପ୍ତ ହେବ।ଆପଣଂକୁ ଅଚାନକ ଧନ ପ୍ରାପ୍ତି ହେବ।ଏହି ସମୟ ଟି ବାସ୍ତବ ରେ ଆପଣଙ୍କ ପାଇଁ ବହୁତ ଭଲ ସମୟ ସାବ୍ୟସ୍ତ ହେବ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *