ମହା ଶିବରାତ୍ରୀ (11 ମାର୍ଚ) ଜାଗରରେ – ଏହି ସବୁ ରାଶିଙ୍କର ବଦଳିଯିବ ଭାଗ୍ୟ ।

jagara

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ କିଛି ଦିନ ପରେ ଆସୁଛି ମହା ଶିବରାତ୍ରି ବା ଜାଗର ମହା ଶିବରାତ୍ରି ଦିନ କିଛି ରାଶିଙ୍କ ଉପରେ ସ୍ୱୟଂ ମହାଦେବ କୃପା ଦୃଷ୍ଟି ପକାଇଥାନ୍ତି । ତେବେ ଆଗକୁ ଆସୁଛି ମହା ଶିବରାତ୍ରି ମାର୍ଚ୍ଚା ମାସ 11 ତାରିଖରେ ମହା ଶିବରାତ୍ରି ର ଯୋଗ ଅଛି , ଏହି ଦିନ ସମସ୍ତେ ଧୁମ ଧାମରେ ମହା ଶିବରାତ୍ରି ପାଳନ କରନ୍ତି ଉପବାସ ରଖନ୍ତି ଜଳ ଅର୍ନ କିଛି ଛୁଅନ୍ତି ନାହିଁ ଏବଂ ଭଗବାନ ଶିବଙ୍କ ମନ୍ଦୀର ଯାଇ ମହା ଦୀପ ଉଠିବା ପର୍ଯ୍ୟନ୍ତ ସେହିଠାରେ ଦୀପ ଜାଳି ବସିଥାନ୍ତି ଏବଂ ମହା ଦୀପ ଉଠିବା ପରେ ତାକୁ ଦେଖି ସାରିବା ପରେ ଉପବାସ ଭାଙ୍ଗିଥାନ୍ତି । ହେଲେ କଣ ଆପଣ ଜାଣିଛନ୍ତି ଏହି ମହା ଶିବରାତ୍ରୀ ରେ କିଛି ରାଶିଙ୍କ ପାଇଁ ମହାଯୋଗ ବନୁଅଛି , ଯେଉଁ କାରଣରୁ ସେମାନଙ୍କ ଜୀବନ ସମ୍ପୁର୍ଣ୍ଣ ରୁପେ ବଦଳିଯିବ । ତେବେ ଆସନ୍ତୁ ଜାଣିବା ।

r

ଏହି ସବୁ ରାଶିଙ୍କ ବଦଳିଯିବ ଭାଗ୍ୟ ।

ବୃଷ ରାଶି –  ବୃଷ ରାଶିର ଲୋକଙ୍କ ଉପରେ ମହାଦେବଙ୍କର ଆଶୀର୍ବାଦ ରହିବ । ଆପଣ ନିଜ କାର୍ଯ୍ୟରେ ଲଗାତାର ପ୍ରଗତି ହାସଲ କରିବେ । ଜୀବନସାଥୀ ସହିତ ଆପଣ ଭଲ ସମୟ ବ୍ଯତୀତ କରିବେ । ଆପଣଙ୍କ ଜୀବନର ସମସ୍ୟାର ସମାଧାନ ହୋଇଯିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ । ଆଜି ଠାରୁ ବହୁତ ବେଶି ଖୁସି ଆସିବାର ଅଛି । ଆପଣଙ୍କର ସବୁ ମନୋକାମନା ଜଲ୍ଦି ପୂର୍ଣ୍ଣ ହେବ । ପିଲାମାନଙ୍କର ଭବିଷ୍ୟତକୁ ନେଇ ଆପଣ ଟିକେ ଚିନ୍ତିତ ରହି ପାରନ୍ତି । ଆପଣଙ୍କର ପ୍ରେମ ଜୀବନ ପାଇଁ ବର୍ତ୍ତମାନ ସମୟ ଶୁଭ ଅଟେ । ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ । ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରିଣ ରଖିବେ ।

ବିଚ୍ଛା ରାଶି – ବିଚ୍ଛା ରାଶିର ଲୋକଙ୍କୁ ମହାଦେବଙ୍କ କୃପାରୁ ସଫଳତାର ଭଲ ଅବସର ମିଳିବ । ପୁରୁଣା ବାଦ ବିବାଦ ଦୂର ହେବ । ସମାଜରେ ମାନସମ୍ମାନ ପ୍ରାପ୍ତି ହେବ । ଧାର୍ମିକ କାର୍ଯ୍ୟରେ ଅଧିକ ରୁଚି ରହିବ । ବ୍ୟାପାରୀ ମାନଙ୍କୁ ଭଲ ଲାଭ ପ୍ରାପ୍ତି ହେବ । ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ । ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ବଡ ସଫଳତା ମିଳିବ । ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଫଳତା ପୂର୍ବକ ହୋଇଯିବ । କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ । ଏହି ବ୍ୟକ୍ତିମାନଙ୍କ ଉପରେ ଆଜି ଠାରୁ ମହାଦେବ ଖୁସି ରହିବେ । ଯେଉଁ କାରଣରୁ ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।

rasi

ତୁଳା ରାଶି-ଏହି ସମୟ ରେ ଭଗବାନ ମହାଦେବ ଙ୍କ କୃପା ରୁ ଆପଣଙ୍କ ର ବହୁତ ଭଲ ସମୟ ଆସିବ।ପୂର୍ବ ରୁ ଥିବା ସମସ୍ତ ସମସ୍ୟା ର ଖୁବ ଶୀଘ୍ର ସମାଧାନ ହୋଇଯିବ।ଏହି ସମୟ ରେ ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗି ରହିବ।ଏହି ସମୟ ରେ ଆପଣଙ୍କ ର କୋର୍ଟ କଚେରୀ ରେ ବାକି ଥିବା କାର୍ଯ୍ୟ ର ସମାପ୍ତ ହେବ।ଆପଣଂକୁ ଅଚାନକ ଧନ ପ୍ରାପ୍ତି ହେବ।ଏହି ସମୟ ଟି ବାସ୍ତବ ରେ ଆପଣଙ୍କ ପାଇଁ ବହୁତ ଭଲ ସମୟ ସାବ୍ୟସ୍ତ ହେବ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *