ରାଇମୋହନ ପରିଡ଼ାଙ୍କ ଝିଅ ଏବେ କେତେ ସୁନ୍ଦର ଦେଖିଲେ ଆଶ୍ଚର୍ୟ୍ଯ ହେବେ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଚଳଚିତ୍ର ଜଗତରେ ଶ୍ରେଷ୍ଟ ଖଳନାୟକ କହିଲେ ରାଇମୋହନ ପରିଡା ଙ୍କୁ ହିଁ ବୁଝେଇ ଥାଏ , ଆପଣ ମାନେ ରାଇମୋହନ ପରିଡା ନିଶ୍ଚିତ ଭାବେ ଜାଣି ଥିବେ , ତାଙ୍କର ସ୍ତ୍ରୀ ଏବଂ ତାଙ୍କର ପରିବାର ବିଷୟ ରେ ଏପରି କି ତାଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବୁ ତେବେ ଏହି ବିଷୟରେ ଜାଣିବା ପାଇଁ ଆପଣ ମାନେ ସେଷ ଯାେ ପଢନ୍ତୁ । ରାଇମୋହନ ପରିଡା କେନ୍ଦୁଝର ଜିଲ୍ଲା ର ଉଦୟ ପୁର ଗ୍ରାମ ରେ ଜନ୍ମ ଗ୍ରହଣ କରି ଥିଲେ , କିନ୍ତୁ ବର୍ତମାନ ସମୟ ରେ ତାଙ୍କର ଭୁବନେଶ୍ୱର ରେ ବଡ ବଡ ଆଲିସାନ ଘର ରହିଛି , ସେ ଉତ୍କଳ ସଂଙ୍ଗୀତ ମହା ବିଦ୍ୟାଳୟ ରେ ପାଠ ପଢି ଥିବା ବେଳେ ସେ ଏହା ପୂର୍ବ ରୁ ଅସୁର୍ବଚନ ଙ୍କ ସହିତ ମିଶି କରି ତାରିଣୀ ଗଣନାଟ୍ୟ ରେ କାମ କରି ଥିଲେ , ଯିଏ ବର୍ତମାନ ସମୟ ରେ ଜଣେ ଶ୍ରେଷ୍ଟ କଳାକାର ଭାବେ ପରିଚିତ ହୋଇଛନ୍ତି ।raimohan

ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ 1994 ରେ ପାଦ ଦେଇ ଥିଲେ ଏବଂ ତାଙ୍କର ପ୍ରଥମ ଫିଲ୍ମ ଥିଲା ଗଙ୍ଗ ଶୀଉଳୀ ଏବଂ ଜାହା ଆଜିଠୁ 36 ବର୍ଷ ତଳେ ତିଆରି ହୋଇ ଥିଲା , ଏହା ପରେ ସେ ପ୍ରାୟ ସତୁରୀ ଟି ଫିଲ୍ମ ରେ କାମ କରିଛନ୍ତି , ଏବଂ ତାଙ୍କର ସ୍ତ୍ରୀ ଙ୍କ ନାମ ରଞିତା ପରିଡା ତାଙ୍କର ବିବାହ 1986 ମସିହା ରେ ହୋଇ ଥିଲା , ଏବଂ ଆପଣ ମାନଙ୍କୁ ଜଣେଇ ଦେବା ପାଇଁ ଚାହିଁବୁ କି ରାଇମୋହନ ପରିଡା ଙ୍କ ଏକ ମାତ୍ର ଝିଅ ରହିଛନ୍ତି ଯିଏ ବର୍ତମାନ ସମୟ ରେ ଦିଲ୍ଲୀ ରେ ପାଠ ପଢୁଛନ୍ତି ।rai

ତାଙ୍କ ଝିଅ ଙ୍କ ବୟସ 25 ବର୍ଷ ଅଟେ କିନ୍ତୁ ଏବେ ଯାଏ ସେ ବିାହ କରି ନାହାଁନ୍ତି , ରାଇମୋହନ ପରିଡା ଗୋଟିଏ ଫିଲ୍ମ କରିବା ପାଇଁ ପାଖା ପାଖି 8 ଲକ୍ଷ ଟଙ୍କା ନେଇ ଥାନ୍ତି , ଏହା ସହିତ ସେ ଅନେକ ବ୍ରାଣ୍ଡ ପ୍ରୋମସନ ବି କରନ୍ତି , ଏବଂ ସେ ବ୍ରାଣ୍ଡ ପ୍ରୋମସନ ରେ 80 ହଜାର ରୁ ଅଧିକ ଟଙ୍କା ନେଇ ଥାନ୍ତି । ତାଙ୍କର ବର୍ତମାନ ସମୟ ର ସଂମ୍ପତୀ ଦୁଇ ରୁ ତିନି କୋଟିି ଟଙ୍କା ହେବ ବୋଲି ଅନୁମାନ କରା ଜାଉଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *