ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ କମେଡି ର ନାମ ଉଠିଲେ ଜୋଗେସ୍ ଜୋଜୋ ଙ୍କ ନାମ ସବୁଠୁ ପ୍ରଥମେ ଉଠେ କେବଳ ପଶ୍ଚିମ ଓଡିଶା ନୁହେଁ ବରଂ ସାରା ଓଡିଶା ରେ ଜୋଗେସ୍ ଜୋଜୋ ଙ୍କୁ ଲୋକ ମାନେ ସମସ୍ତେ ଜାଣନ୍ତି , ଏବଂ ସେ ତାଙ୍କର କମେଡି ପାଇଁ ସାରା ଓଡିଶା ରେ ଫେମସ୍ ଏମିତି ରେ କି ଜଣେ ଏକା ଧାରା ରେ ଜଣେ ସିଙ୍ଗର ଡେନ୍ସର ପ୍ରଡ୍ୟୁସର କରିଓ ଗ୍ରାଫର ଏମିତିକି ମଲ୍ଟି ଟେଲେଣ୍ଟେଡ ଯୋଗେଶ ଜୋଜୋ ଙ୍କ ପରିବାର ତାଙ୍କର ସମ୍ପତ୍ତି କେତେ ତାଙ୍କ ବିଷୟ ରେ ଟିକିନିକି ସବୁ କିଛି ତଥ୍ୟ ଆପଣ ଏବେ ଜାଣିବାକୁ ପାଇ ଯିବେ ଏମିତି କି ଯୋଗେଶ ଜୋଜୋ କାହାକୁ ବିବାହ କରିଛନ୍ତି ତାଙ୍କର ପରସୋନାଲ ଲାଇଫ ବିଷୟ ରେ ଆପଣ ମାନେ ଜାଣିବାକୁ ପାଇବେ ସେଥି ପାଇଁ ଆପଣ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢିବେ ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ଯୋଗେଶ ଜୋଜୋ ଙ୍କ ଜୀବନି ବିଷୟ ରେ ଯୋଗେଶ ଜୋଜୋ ତାଙ୍କର ନାମ ଯୋଗେଶ ଜୋଜୋଅବର ତାଙ୍କର ପିତା ଙ୍କ ନାମ ଧନୁର ଅବର ଏବଂ ଜୟନ୍ତି ଅବର ।
ତେବେ ବନ୍ଧୁଗଣ ଯଦି ଆପଣ ଯୋଗେଶ ଜୋଜୋ ଙ୍କ ଜନ୍ମ ବିଷୟ ରେ ନଜର ପକାଇବେ ତ ଯୋଗେଶ ଜୋଜୋ 1993 ମସିହା ଜାନୁଆରୀ ମାସ ରେ ରସିଆ ପାଲି ର ଏକ ମିଡିଲ କ୍ଲାସ ଫେମିଲି ରେ ଜନ୍ମ ଗ୍ରହଣ କରିଥିଲେ ତେବେ ତାଙ୍କର ଜନ୍ମ ଆଧାର ର ଜନ୍ମ ର ବୟସ 27 ବର୍ଷ ତେବେ ଯୋଗେଶ ଜୋଜୋ ଙ୍କ ର ବୟସ ସିନା କମ ହେଲେ ପଶ୍ଚିମ ଓଡିଶା ରେ ସେ ଘରେ ଘରେ ପରିଚିତ ।
ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଯୋଗେଶ ଜୋଜୋ ଙ୍କ ଶିକ୍ଷା ବିଷୟ ରେ ଯୋଗେଶ ଜୋଜୋ ତାଙ୍କର ଶିକ୍ଷା ପଲ୍ଲୀ ସ୍କୁଲ ରେ ନିଜର ସ୍କୁଲ ଟାଇମ ଅତିବାହିତ କରିଛନ୍ତି ଏହା ସହିତ ଡିପି କଲେଜ ରେ ନିଜର କଲେଜ ଟାଇମ କରିଛନ୍ତି ଏବଂ +3 ଶେଷ କରିଛନ୍ତି ଏବଂ ବନ୍ଧୁଗଣ ସମ୍ବଲପୁର ରେ +3 କଳା ବିଭାଗ ଶେଷ କରି ପରେ ଯୋଗେଶ ଜୋଜୋ ମାତ୍ର 3 ହଜାର ଟଙ୍କା ରେ ଏକ ପେଟ୍ରୋଲ ପମ୍ପ ରେ କାମ ମଧ୍ୟ କରିଛନ୍ତି । ଏବଂ ଆପଣ ମାନେ ପ୍ରାୟତ ଗୋଟେ କଥା ଜାଣି ନଥିବେ ଯେ ଯୋଗେଶ ଜୋଜୋ ତାଙ୍କର ଏହି ପେଟ୍ରୋଲ ପମ୍ପ ରେ କାମ କରୁଥିବା ସମୟ ରେ ତାଙ୍କର ପ୍ରେମ ସମ୍ପର୍କ ଶୀବାନି ସହ ଗଢି ଉଠିଥିଲା ।
ଏବଂ ପରବର୍ତ୍ତୀ ସମୟ ରେ ସେମାନେ ବିବାହ କରି ନେଇଥିଲେ । 2019 ମସିହା ମାର୍ଚ୍ଚ ମାସ 13 ତାରିଖ ରେ ସେମାନେ ବିବାହ କରିଥିଲେ ପରବର୍ତ୍ତୀ ସମୟ ରେ ଯୋଗେଶ ଜୋଜୋ କଳା ଲାଇନ ପ୍ରତି ଆଗ୍ରହ ଥିଲା ତେଣୁ ସେ ତାଙ୍କ ଅଞ୍ଚଳ ର ଗୋଟିଏ ଏକଟିଙ୍ଗ ଏକାଡେମିରେ କଳା ଶିକ୍ଷି ସେ ପରବର୍ତ୍ତୀ ସମୟ ରେ ସେ ସ୍ଟେଜ ପ୍ରଗାମ ମଧ୍ୟ କଲେ ଏବେ ବର୍ତ୍ତମାନ ସମୟ ରେ ଆପଣ ମାନେ ମଧ୍ୟ ତାଙ୍କର କମେଡି କୁ ମଧ୍ୟ ବେଶ ପସନ୍ଦ କରୁଛନ୍ତି ଆପମ ମାନେ ସମସ୍ତେ ଜାଣିଥିବେ ଯେ ତାଙ୍କର ଗୋଟିଏ ଇୟୁଟ୍ୟୁବ ଚ୍ୟାନେଲ ରହିଛି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।