ମହିଳାମାନେ ଭୁଲରେ ପିନ୍ଧନ୍ତୁ ନାହିଁ (4ଟି ଜିନିଷ) ସ୍ବାମୀ ହେବେ କାଙ୍ଗାଳ |

woman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହିତ ମହିଳା ମାନେ କେବେ ବି ଏହି ତିନୋଟି ଗହଣା କେବେ ବି ପିନ୍ଧିବା ଦରକାର ନୁହେଁ ହିନ୍ଧୁ ଧର୍ମ ର ସଂକୃତି ରେ ବାସ୍ତୁ ଶାସ୍ତ୍ର ର ବହୁତ ଅଧିକ ପରିମାଣ ରେ ମହତ୍ୱ ରହିଛି । ଆମେ ଏଠାରେ ଯେକୈଣସି ବି କାର୍ଯ୍ୟ କରି ଥାନ୍ତି ତେବେ ତା ପୂର୍ବ ରୁ ଆମେ ମାନେ ବାସ୍ତୁ ହିସାବ ରେ ହିଁ କାର୍ଯ୍ୟ କରି ଥାନ୍ତି । ଜାହା ଫଳ ରେ ଆମକୁ ଭବିଷ୍ୟତ ରେ କୈଣସି ପ୍ରକାରର ଅସୁବିଧା ହୋଇ ନ ଥାଏ ଯଦି ଆପଣ ମାନେ ଏମିତି ମାନ୍ୟତା କୁ କେବେ ବି ମାନନ୍ତି ନାହିଁ । ତେବେ ଆମ ମାନଙ୍କ ଜିବନ ରେ ବହୁତ ପରିମାଣ ରେ ନାକାରାତ୍ମକ ପ୍ରଭାବ ପଡି ଥାଏଏହା ସହିତ ସେମାନଙ୍କ ପରିବାର ଲୋକ ମାନଙ୍କୁ ବି ବହୁତ ଅସୁବିଧା ର ସାମ୍ନା କରିବା ପାଇଁ ପଡେବହୁତ ସମରେ ଆପଣ ମାନଙ୍କ ଭଲ ସଂମ୍ପର୍କ କଟି ଯାଏ ତେବେ ସେମିତି ରେ ଆଜି ଆମେ ଆପଣ ମାନଙ୍କୁ ସେହି ତିନୋଟି ଗହଣା ବିଷୟରେ କହିବୁ ।marred

ଜାହା ପିନ୍ଧିବା ଦ୍ୱାରା ବି କିଛି ଏମିତି ହିଁ ପ୍ରଭାବ ଆପଣ ମାନଙ୍କ ଉପରେ ପଡି ଥାଏ ପ୍ରଥମେ ରହିଛି ସୁନା ବିବାହିତ ମହିଳା ହୁଅନ୍ତୁ ବା ଅବିବାହିତ ସେମାନଙ୍କ ମନ ରେ ନିଶ୍ଚିତ ଭାବେ ସୁନା ପ୍ରତି ବହୁତ ଲାଳଶା ରହି ଥାଏ । ଏବଂ ବିବାହ ପରେ ନୂଆ ବୋହୁ ସୁନା ଅଳଙ୍କାର ରେ ସଜେଇ ହୋଇ ରହି ଥାଏ କିନ୍ତୁ ସୁନା ବିବାହିତ ମହିଳା ମାନଙ୍କ ପାଇଁ ଯେତେ ଶୁଭ ହୋଇ ଥାଏ । ଠିକ୍ ସେତିକି ପରିମାଣ ରେ ଅଶୁଭ ମଧ୍ୟ ହୋଇ ଥାଏ । ତେବେ ସେହି ସୁନା ମାନଙ୍କ ମଧ୍ୟ ରୁ ସୁନା ପାଉଁଜୀ ବା ସୁନା ଝୁଟିଆଁ ବିବାହିତ ମହିଳା ମାନେ ଗୋଡ ରେ ପିନ୍ଧିବା ବହୁତ ଅଶୁଭ ହୋଇ ଥାଏ ରାଜା କୁବେର ଙ୍କ ଶଦୃଶ୍ୟ ସୁନା କୁ ଯଦି ଗୋଡ ରେ ଧାରଣ କରା ଯାଏ ତେବେ ଏହା କୁବେର କୁ ଅପମାନ କରିବା ସହିତ ସମାନ ହୋଇ ଥାଏ ।ତେବେ ଏହା ପରିବାର ଉପର କୁ ବିପଦ ଡାକି ଆଣିବା ଏବଂ ପରିବାର କୁ ଅଭାବ ପଡି ଥାଏ । ତଥା ଆଜିର ଆଧୁନିକ ଯୁଗ ରେ ନିଜର ଷ୍ଟାଇଲ କୁ ମେଣ୍ଟନ୍ କରିବା ପାଇଁ ଧଳା ଲୁଗା କିମ୍ଭା ଧଳା ଡ୍ରେସ୍ ପିନ୍ଧି ଥାନ୍ତି ।s

ହେଲେ ଆପଣ ମାନଙ୍କୁ କହିବୁ କି ଏହା ସେମାନଙ୍କ ପାଇଁ ଉଚିତ୍ ହୋଇ ନ ଥାଏ ଏପରି କରିବା ଦ୍ୱାରା ବାସ୍ତୁ ଅନୁସାରେ ସ୍ୱାମୀ ର ମୃତ୍ୟୁ କୁ ସ୍ୱାଗତ ଦେବା ସହିତ ସମାନ ହୋଇ ଥାଏ । ଶାସ୍ତ୍ର ଅନୁସାରେ ଧଳା ବସ୍ତ୍ର କେବଳ ବିଧବା ମହିଳା ମାନେ ହିଁ ପିନ୍ଧିବା ଉଚିତ୍ ସେହି ପରି ବେଳେ ବିବାହିତ ମହିଳା ମାନଙ୍କର ମଙ୍ଗଳ ସୂତ୍ର ବିବାହ ମୂଳ ସୂତ ହୋଇ ଥାଏ । ହେଲେ ଆଧୁନିକ ଯୁଗ ରେ ମଙ୍ଗଳ ସୂତ୍ର ଯେଉଁ ଥିରେ କଳା ମାଳୀ ନ ଥାଏ ଏବଂ ଆଜିର ସମୟ ରେ ମହିଳା ମାନେ ନିଜ ହାତ ରେ ମଙ୍ଗଳ ସୂତ୍ର କି ପିନ୍ଧି ନିଜ ସ୍ୱାମୀ ର ଅଶୁଭ କାମନା କରିବା ସହିତ ସମାନ ହୋଇ ଥାଏ ଏବଂ ସେହି ପରି ବେଳେ ଷ୍ଟାଇଲ୍ ଏବଂ ଶାଢୀ କୁ ମ୍ୟଚ୍ କରିବା ଭଳି ଭିନ୍ନ ଭିନ୍ନ ରଙ୍ଗ ର ସିନ୍ଦୁର କୁ ମଥା ରେ ଧାରଣ କରିବା ଗୋଟିଏ ବିବାହିତ ମହିଳା ପାଇଁ ବହୁତ ଅଶୁଭ ହୋଇ ଥାଏ । ଜାହାକି ଘରର ବାସ୍ତୁ ଉପରେ ପ୍ରଭାବ ପକେଇ ଥାଏ ଏହି ଛୋଟ ଛୋଟ ଜିନିଷ ମହିଳା ମାନେ ବ୍ୟବହାର କରିବା ନିଜର ଘର ପରିବାର ସ୍ୱାମୀ ପ୍ରତି ବିପଦ ଆଣି ଥାଏ ଦର୍ଶକ ବନ୍ଧି ଆଜିର ଭିଡ଼ିଓ ରେ ଏତିକି ଆପଣ ମାନଙ୍କୁ ଏହି ଭିଡ଼ିଓ ଟି କେମିତି ଲାଗିଲା ନିଶ୍ଚିତ କମେଣ୍ଟ ଜଣେଇବେ ।

Leave a Reply

Your email address will not be published. Required fields are marked *