ମହିଳାମାନେ ଏହି ଦିନ ଧୁଅନ୍ତୁନାହିଁ ନିଜର ( ବାଳ ) ଘରକୁ ଆସିବ ଦରିଦ୍ରତା |

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ମାନେ ଏହି ଦିନ କେବେ ବି ମୁଣ୍ଡ ବାଳ କୁ ଧୁଅନ୍ତୁ ନାହିଁ । ଯଦି ମହିଳା ମାନେ ଏହି ଦିନ ମୁଣ୍ଡ ବାଳ କୁ ଧୋଇ ଥାନ୍ତି ତେବେ ପରିବାର ରେ ସଂଙ୍କଟ ଆସିବା ସହିତ ସନ୍ତାନ ମାନଙ୍କ ଉପରେ ସେମାନଙ୍କର ଖରାପ ପ୍ରଭାବ ପଡେ , ଏହା ସହିତ ଆପଣ ମାନଙ୍କ ସ୍ୱାମୀ ଙ୍କୁ ମଧ୍ୟ ଅନେକ ସଂଙ୍କଟ ର ସାମ୍ନା କରିବା ପାଇଁ ପଡେ । ସେମିତି ରେ ଆଜିର ସମୟ ବି ଆମ ହିନ୍ଦୁ ଶାସ୍ତ୍ର ରେ କିଛି ମତ କୁ ବିଷେଶ ଭାବେ ମହତ୍ୱ ଦିଆ ଜାଇ ଥାଏ , ସେମିତି ବେଳେ ଏହି ପରି କରିବା ମହିଳା ମାନଙ୍କ ପାଇଁ ମୋଟେ ବି ଶୁଭ ହୋଇ ନ ଥାଏ ।hear

ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ପ୍ରଥମ ବାର ଟି ହେଲା ବୁଧବାର ଭୁଲ୍ ରେ ବି କୁଆଁରୀ କନ୍ୟା ମାନେ ମୁଣ୍ଡ ଧୋଇବା ଉଚିତ୍ ନୁହେଁ ଏମିତି ହେଲେ ଶାସ୍ତ୍ର ଅନୁସାରେ ସେମାନଙ୍କ ଭାଈ ମାନଙ୍କ ଅନେକ ଛୋଟ ବଡ ସମସ୍ୟା ର ସାମ୍ନା କରିବା ପାଇଁ ପଡେ , ସେହିଥି ପାଇଁ କେବେ ବି କୁଆଁରୀ ଝିଅ ମାନେ ବୁଧବାର ଦିନ ମୁଣ୍ଡ ଦୋଇବା କଥା ନୁହେଁ । ସେହି ପରି ଗୁରୁବାର ଦିନ କୈଣସି ବି ବିବାହିତ ମହିଳା ମାନଙ୍କୁ ମୁଣ୍ଡ ର ବାଳ ଧୋଇବା ଅନୁଚିତ ହୋଇ ଥାଏ , ନଚେତ୍ ସେମାନଙ୍କ ସ୍ୱାମୀ ଙ୍କର ଆୟୁକ୍ଷ୍ୟ ପୂର୍ଣ୍ଣ ହେବାରେ ଲାଗି ଥାଏ ଏବଂ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ବି ଦୂରେଇଇ ଜାଇ ଥାଏ ,b

ଏହା ସହିତ ଗୁରୁବାର ଦିନ ନଖ କାଟିବା ବି ଭୁଲ ଅଟେ , ନଚେତ୍ ଟଙ୍କା ପଇସା ର ଅଭାବ ଦେଖିବା ପାଇଁ ମିଳେ । ସେହି ପରି ସୋମବାର ଦିନ ବି କେବେ ବି କୈଣସି ମହିଳା ମାନଙ୍କୁ ମୁଣ୍ଡ ଧୋଇବା କଥା ନୁହେଁ କାରଣ ଏହାର ପ୍ରଭାବ ସେମାନଙ୍କ ସନ୍ତାନ ଉପରେ ପଡେ ତେବେ ସେମାନେ ବହୁତ ସବୁ ଅସୁବିଧା ର ସାମ୍ନା କରି ଥାନ୍ତି । ସେହିଥି ପାଇଁ କେବେ ବି ସୋମବାର ଦିନ ଆପଣ ମାନେ ମୁଣ୍ଡ ର ବାଳ କୁ ଧୁଅନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *