ମହିଳା ମାନେ ସକାଳୁ ସକାଳୁ ସ୍ବାମୀ ସହ କରନ୍ତୁ ଏହି ଗୋଟେ କାମ ଜୀବନରେ କେବେବି ଧନର ଅଭାବ ହେବ ନାହିଁ

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ମହିଳା ମାନେ ସାକାଳୁ ଉଠି ନିଜ ସ୍ୱାମୀ ଙ୍କ ସହିତ କରନ୍ତୁ ଏହି କାମ ଧନ ର ବୃଦ୍ଧି ହେବା ସହିତ ସଫଳତା ଆପଣ ମାନଙ୍କ ପାଦ ଛୁଇଁବ ସେମିତି ରେ ବନ୍ଧୁଗଣ ଆମ ଭାରତୀୟ ଶାସ୍ତ୍ର କୁ ଦେଖିବା ତେବେ ଏମିତି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ ଧର୍ମ କୁ ମାନି ଥାନ୍ତି । ଏବଂ ସେହି ପରି ବହୁତ ଲୋକ ମାନେ ଏହାକୁ ମାନନ୍ତି ନାହିଁ ବନ୍ଧୁଗଣ ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ହୀତ କାରକ ହୋଇ ଥାଏ ଏବଂ ଖାସ୍ କରି ଜଲ୍ଦି ଉଠିବା ଏବଂ ସକାଳୁ ଉଠି କରି କଣ କରିବା ଦରକାର ସେହି ବିଷୟ ରେ ଆମେ ଆପଣଙ୍କୁ କହିବା ପାଇଁ ଚେଷ୍ଟା କରିବୁ,ବନ୍ଧୁଗଣ ଆପଣ ମାନଙ୍କୁ ଯଦି ସଖାଳୁ ଉଠି ଭଲ ଲାଗୁ ନାହିଁ । ତେବେ ଆପଣ ମାନେ ସେହି ସମୟ ରେ ଗୀତ ସୁଣିବା ପାଇଁ ଚେଷ୍ଟା କରିବେ ଏହା ଦ୍ୱାରା ଆପଣ ମାନଙ୍କ ମନ ପରିବର୍ତନ ହେବ ଏବଂ ଆପଣ ମାନେ ବହୁତ ଖୁସୀ ଅନୁଭବ କରିବେ ।papoli

ସେହି ପରି ଯଦି ମହିଳା ବିବାହିତ ରହିଛନ୍ତି ତେବେ ସକାଳୁୁ ଉଠି କରି ସେହି ମହିଳା ମାନେ ସ୍ୱାମୀ ଙ୍କ ସହିତ ଟିକିଏ ରୋମାନ୍ସ କରିବା ବହୁତ ଜରୁରୀ ଅଟେ ଜାହା ଦ୍ୱାରା ସେମାନଙ୍କ ସେହି ଦିନ ଭଲ ରେ ବିତି ଥାଏ । ବନ୍ଧୁଗଣ ଶାସ୍ତ୍ର ରେ କୁହା ଜାଇଛି କି ହାତ ର ପାପୁଲୀ ରେ ଦେବୀ ଲକ୍ଷ୍ମୀ ଙ୍କର ବାସ ହୋଇ ଥାଏ ମଧ୍ୟ ଭାଗ ରେ ଶରସ୍ୱତୀ ଏବଂ ତଳ ଭାଗ ରେ ବିଷ୍ଣ ଙ୍କ ବାସ ହୋଇ ଥାଏ ,ଏହି କାରଣ ରୁ ନିଶ୍ଚିତ ଭାବେ ସକାଳୁ ଉଠି କରି ପ୍ରଥମେ ଦୁଇ ହାତ ର ପାପୁଲୀ କୁ ଜୋଡିୁ କରି ଦେଖିବା ଦରକାର । ଏହା କଲେ ସବୁ ଦେବୀ ଦେବତା ଆପଣଙ୍କ ଉପରେ ପ୍ରଶନ୍ନ ହୋଇ ଥାନ୍ତି ,ଏବଂ ଆପଣଙ୍କ ଘରେ କୈଣସି ବି ସମସ୍ୟା କେବେ ବି ଆସିବ ନାହିଁ ,ସେହି ପରି ତିନି ନମ୍ବର ରେ ସ୍ୱାମୀ ସହିତ ପ୍ରେମ କରିବା ଯଦି ମହିଳା ବିବାହ କରିଛି ତେବେ ସକାଳୁ ଉଠି ସେମାନଙ୍କୁ ଯୋଗ କରିବା ଦରକାର ।mata laxmi

ତା ପରେ ନିଜର ସ୍ୱାମୀ ସହିତ ଟିକେ ପ୍ରେମ କରିବା ଉଚିତ୍ ଏହା କରିଲେ ଦୁଇଜଣ ଙ୍କ ମଧ୍ୟ ରେ ଭଲ ପାଇବା ବଢି ଥାଏ, ସେହି ପରି ସକାଳୁ ଉଠି କରି ଆପଣ ମାନେ କୈଣସି ମନ୍ଦିର ର ଘଣ୍ଟି ବା ଶଙ୍ଖ ର ଶବ୍ଦ ସୁଣିବା ପାଇଁ ପାଉ ଛନ୍ତି ତେବେ ଏହା ଆପଣ ମାନଙ୍କ ମନ ରେ ସାକାରାତ୍ମକ ଉର୍ଜା ସୃଷ୍ଟି କରି ବାରେ ସାହାଯ୍ୟ କରି ଥାଏ ,ଜାହା ଫଳ ରେ ଆପଣ ମାନଙ୍କ ସେହି ଦିନ ବହୁତ ଭଲ ରେ କଟି ଥାଏ ସେହି ପରୁ ପୁରୁଷ ମାନେ ସକାଶୁ ଉଠି କରି ନିଜର ସୁହାଗୀନି ସ୍ତ୍ରୀ ର ଦର୍ଶନ କରି ଥାନ୍ତି ତେବେ ସେମାନଙ୍କ ସେହି ଦିନ ବହୁତ ଭଲ ରେ କଟି ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *