କାହିଁକି ଏମିତି ବେଶ ହେଲେ ଶ୍ରୀତମ । ଭାଇରାଲ ହେଉଛି ଭିଡିଓ

sritam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣ ମାନଙ୍କୁ ଓଲିଉଡ ରେ ହିରୋ ଶ୍ରୀତମ୍ ଦାସ୍ ଙ୍କ ନୂଆ ରୂପ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଏବେ ସେ ସୁନ୍ଦର କିନ୍ନର ଆମା ଜୀ ଙ୍କ ରୂପେ ଉପରେ ସମସ୍ତ ଙ୍କ ନଜର ରହିଛି ତେବେ ସେହି ପରି କ୍ଷେତି୍ର ରେ ବନ୍ଧୁଗଣ ଆମେ ଆପଣ ମାନଙ୍କତୁ ଜଣେଇବା ପାଇଁ ଚାହିଁବୁ କି ଶ୍ରୀତମ୍ ଦାସ୍ ଏମିତି ଗୋଟିଏ ରୂପ କଣ ପାଇଁ ପରିବର୍ତନ କରିଛନ୍ତି ଏବଂ ଏମିତି କରିବା ପଛ ରେ କଣ କାରଣ ରହିଛି ସେହି ବିଷୟ ରେ ଆସନ୍ତୁ ଜାଣିବା । ମୁଣ୍ଡ ରେ ସୁନ୍ଦୁର ଟିକା ଗଳା ରେ ମଙ୍ଗଳ ସୁତ୍ର ସହିତ ଗୋଟିଏ ନବ ବଧୁ ପରି ସଜେଇ ହୋଇ ଥିବା ବେଳେ ସେ ଜଣେ ନବ ବଧୁ ନୁହନ୍ତିୁ ସେ ଜଣେ କିନ୍ନର ହୋଇ ଥିବାର ଦେଖିବା ପାଇଁ ମିଳିଛି ସେମିତି ରେ ଏହି ଦିନ ରେ ସୁଟିଂ ହେଉ ଥିବା ଗୋଟିଏ ପିଲ୍ମ ରେ ଏମିତି ଗୋଟିଏ ରୂପ ଧାରଣ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।sritam

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ନିର୍ମାଣ ହେଉ ଥିବା ଏହି ଫିଲ୍ମର ନାମ ହେଲା କିଏ ହେବ ମୋ ହିରୋଇନ୍ ବୋଲି ଜଣା ପଡ଼ିଛି ଏହି ଫିଲ୍ମ ରେ ଶ୍ରୀତମ୍ ଦାସ୍ ଆମା ଜି କିନ୍ନର ଭାବେ ଅଭିନୟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଏହା ହିଁ ହେଉଛି ଏହି ଫିଲ୍ମ ରେ ମୂଖ୍ୟ ଚରିତ୍ର ଏହି ଫିଲ୍ମ ଟି ଗୋଟିଏ କିନ୍ନର କୁ ନେି ହିଁ ତିଆରି ହୋଇ ଥିବାର ଦେଖିବା ପାଇଁ ମିଳିଛି ସାଧାରଣ ଭାବେ ଆପଣ ମାନେ ଜାଣି ଥିବେ କିନ୍ନର କୁ ସମାଜ ଭିନ୍ନ କ୍ଷେମ ରେ ଦେଖି ଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ସାଧାରଣ ଏବଂ ଶିକ୍ଷିତ ମଣିଷ ସେମାନଙ୍କୁ କଣ ପାଇଁ ହୀନ ଦୃଷ୍ଟି ରେ ଦେଖନ୍ତି ଏହାର ଉତ୍ତର କାହା ପାଖରେ ନ ଥିବ ହେଲେ ଏଠାରେ ସେହି କିନ୍ନର କୁ ନେଗେଟିଭ୍ ରୋଲ ରେ ଉପସ୍ଥାପନା କରି ଥିବାର ଦେଖିବା ପାଇଁ ମିଳିଛି ଏଠାରେ ଏହି କିନ୍ନର ର ରୋଲ୍ କୁ ଗୋଟିଏ ସାକାରାତ୍ମକ ରୂପ ରେ ଦେଖିବା ପାଇଁ ମିଳିବ ,sritm

ସେମିତି ରେ ବହୁତ ଦିନ ରୁ ଏହି ଫିଲ୍ମ ର ସୁଟିଂ ଚାଲି ରହି ଥିବା ବେଳେ କୋରନା ର ସ୍ଥିତି ପାଇଁ ଏହାର ସୁଟିଂ କୁ ବନ୍ଦ କରି ଦିଆ ଜାଇ ଥିବା ବେଳେ ବର୍ତମାନ ସମୟ ରେ ପୁଣି ଥରେ ଏହାର ସୁଟିଂ ଆରମ୍ଭ ହୋଇ ସାରିଛି , ତେବେ ଏହି ଦିନ ରେ ଶ୍ରୀତମ୍ ଦାସ୍ ନିଜେ ଲାଇଭ୍ ବି ଆସି ଥିବାର ଦେଖିବା ପାଇଁ ମିଳି ଥିଲେ , ଏବଂ ସେ ନିଜର ଫିଲ୍ମ ବିଷୟ ରେ ଭଲ ଭଲ ଟିପଣୀ ବି ରଖି ଥିବାର ଦେଖିବା ପାଇଁ ମିଳି ଥିଲେ , ତେବେ ଆପଣ ମାନଙ୍କୁ ଶ୍ରୀତମ୍ ଦାସ୍ ଙ୍କ ଏହି ଚରିତ୍ର କେମିତି ଲାଗୁଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *