ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଡରାଇଲାଣୀ କୋରନା ସଂଙ୍କ୍ରମଣ କୁ ଦୃଷ୍ଟି ରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ତାହା ସହିତ ବାହାର ରାଜ୍ୟ ରୁ ଫେରିଲେ ହୋମ୍ ଆୟୁସଲେସନ ବାଧ୍ୟତା ମୂଳକ ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଖବର ତେବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । କୋରନା ସଂଙ୍କ୍ରମଣ କୁ ଦୃଷ୍ଟି ରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ କୁ ବୃଦ୍ଧି କରିଛନ୍ତି DGCA ଏହି ନେଇ ସେ ଟୁଇଟର ମାଧ୍ୟମ ରେ ସୂଚନା ଦେଇଛନ୍ତି , ସେହି ପରି କୋରନା ସଂଙ୍କ୍ରମଣ କୁ ଦୃଷ୍ଟି ରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଗତ ବର୍ଷ ମାର୍ଚ୍ଚ 23 ରୁ ହୋଇ ଥିଲା ,
ଏବଂ ଏହା 28 ଫେବୃଆରୀ 2021 ଯାଏ ଲାଗୁ ରହି ଥିବା ବେଳେ ବର୍ତମାନ ସମୟ ରେ ଏହାକୁ ନେଇ DGCA କୋରନା ସଂଙ୍କ୍ରମଣ ବୃଦ୍ଧି ହେବାରୁ ଏହି ପ୍ରତିବନ୍ଧକ କୁ ମାର୍ଚ୍ଚ 31 ଯାଏ ବୃଦ୍ଧି କରା ଜାଇଛି , ଏହା ସହିତ ଏଣିକି ପାଞ୍ଚଟି ରାଜ୍ୟ ରୁ ଫେରୁ ଥିବା ଲୋକ ମାନଙ୍କ ଉପରେ ରହିବ ନଜର ମହାରାଷ୍ଟ୍ର କେରଳ , ପଞାହ୍ , ମଧ୍ୟ ପ୍ରଦେଶ , ଏବଂ ଛତିସଗଡ ଫେରନ୍ତା ଙ୍କ ଉପରେ ନଜର ରଖିବାକୁ କୁହାଜାଇଛିି ,ଦେଶ ରେ କୋରନା ବଢୁ ଥିା ବେଳେ ଏପରି ସର୍ତ ମୂଳକ ପଦକ୍ଷେପ ନଆ ଜାଇଛି ବିମାନ ବନ୍ଧର ରେଳ ଷ୍ଟେସନ ରେ ଏହି ବ୍ୟବସ୍ଥା ରୁ କଡା କଡି କରା ଜାଇଛି ।
ତେବେ ବର୍ତମାନ ସମୟ ରେ ସମସ୍ତ ଯାତ୍ରୀ ଙ୍କର ଥର୍ମାଲ ସ୍କିନିଂ କରା ଜାଉଛି , ଯଦି କୈଣସି ଯାତ୍ରୀ ଙ୍କ ପାଖରେ ଲକ୍ଷ୍ୟଣଣ ରହିଥିବ ତେବେ ସଂଙ୍ଗେ ସଂଙ୍ଗେ ଏଣ୍ଟି ରାପ୍ଟିଜେଣ୍ଟ ଟେଷ୍ଟ କରା ଯିବ ,ଏବଂ ଲକ୍ଷ୍ୟଣ ଥିଲେ ସେମାନଙ୍କୁ ସାତ ଦିନିଆ ହୋମ୍ ଆୟୁସଲେସନ ରେ ରହିବା ପାଇଁ ପଡିବ ବୋଲି ସୂଚନା ରହିଛି ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।