ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ଲୋକ ମାନେ ଘରେ ପାଣି ଟାଙ୍କୁ କୁ କେଉଁ ଦିଗ ରେ ବସେଇବେ ସେହି ବିଷୟ ରେ ସବୁ ସମୟ ରେ ଚିନ୍ତା ରେ ରହି ଥାନ୍ତି , ତେବେ ଆପଣ ମାନଙ୍କୁ ଆଜି ଆମେ କହିବୁ କି ଆପଣ ମାନେ ନିଜର ଘର ର କେଉଁ ଦିଗ ରେ ଏହି ପାଣି ଟାଙ୍କି କୁ ବସେଇବେ ଏମିତି ରେ ଆପଣ ମାନେ ଯଦି ଘରେ ଏହି ପାଣି ଟାଙ୍କି କୁ ସଠିକ୍ ସ୍ଥାନ ରେ ରଖି ନ ଥାନ୍ତି ତେବେ ଆପଣ ମାନଙ୍କୁ ବହୁତ କିଛି ସମସ୍ୟା ର ସାମ୍ନା କରିବା ପାଇଁ ପଡେ । ଯେମିତି କି ଘରେ କଳହ ର ସମସ୍ୟା କୋର୍ଟ କଟେରୀ ର ସମସ୍ୟା ସନ୍ତାନ ର ସମସ୍ୟା ଏମିତି ବହୁତ କିଛି , ତେବେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ଜଣେଇବୁ କି ଏହି ପାଣିର ସ୍ରୋତ କୁ ଆଣିବା ର ସଠିକ୍ ସ୍ଥାନ ହୋଇ ଥାଏ ।
ଉତ୍ତର ଏବଂ ପୂର୍ବ ର ଦିଗ ରେ ଏହା ଦେବତା ଙ୍କର ବାସ ସ୍ଥାନ ହୋଇ ଥାଏ , ତେବେ ଏଠାରୁ ପାଣି ଆସିବା ଅମୃତ ସହିତ ସମାନ ହୋଇ ଥାଏ ଏମିତି ରେ ଆପଣ ମାନେ ଯଦି ଏହି କୋଣ ରେ ଏମିତି ଭାବେ ଆପଣ ମାନେ କଳ ଏବଂ ଯେକୈଣସି ଜଳ ସ୍ରୋତ କୁ ରଖି ଥାନ୍ତି ତେବେ ଘରେ ସୁଖ ଶାନ୍ତି ସହିତ ଘରେ ଅମାପ ଧନ ଆପଣ ମାନଙ୍କୁ ମିଳି ଥାଏ । ସେହି ପରି ଭାବେ ଯଦି ପୂର୍ବ ଦିଗ ରେ ଏହାକୁ ଆପଣ ମାନେ ରଖନ୍ତି ତେବେ ସମ୍ମାନ ପ୍ରାପ୍ତି ଆପଣ ମାନଙ୍କୁ ହୋଇ ଥାଏ , ଏହା ଥିଲା ପାଣି ସଂଗ୍ରହ କରିବାର ସ୍ଥାନ ଏହା ପରେ ରହିଛି ପାଣି ସଂଞ୍ଚୟ କରିବାର ସ୍ଥାନ ବିଷୟ ରେ , ପ୍ରାୟତଃ ଆପଣ ମାନେ ସମସ୍ତେ ଦେଖି ଥିବେ ସମସ୍ତେ ଛାତ ଉପରେ ହିଁ ପାଣି ଟାଙ୍କି କୁ ରଖି ଥାନ୍ତି , କେହି କେହି ପ୍ଲାଷ୍ଟିକ୍ ର ଏବଂ କେହି ସିମେଣ୍ଟ ର କରି ଥାନ୍ତି ।
ବହୁତ ଲୋକ ମାନେ ସ୍ଥାନ ଅଭାବ ରୁ ଛାତ ଉପରେ ନରଖି ସେମାନେ ଅନ୍ୟକ ସ୍ଥାନ ମାନଙ୍କ ରେ ରଖି ଦେଇ ଥାନ୍ତି , ହେଲେ ଆପଣ ମାନଙ୍କୁ କହିବୁ କି ଏହା ରଖିବାର ଗୋଟିଏ ସ୍ୱତନ୍ତ୍ର ଦିଗ ରହି ଥାଏ । ତେବେ ଏହା ପାଇଁ କହିବୁ କି ଆପଣ ମାନେ ସବୁ ବେଳେ ପୂର୍ବ ଦିଗ ଉତ୍ତର ଦିଗ ଏବଂ ଅଶାନ୍ୟ କୋଣ କୁ ଛାଡି ହିଁ ଏହାକୁ ଆଉ ସବୁ ଦିଗ ମାନଙ୍କ ରେ ଏହାକୁ ଆପଣ ମାନେ ରଖି ପାରିବେ , ତେବେ ଆପଣ ମାନଙ୍କ ପରିବାର ରେ ସବୁ ସୁଖ ଶାନ୍ତି ଦେଖିବା ପାଇଁ ମିଳିବ ଏବଂ ଆପଣଙ୍କୁ ଅମାପ ଧନର ପ୍ରାପ୍ତି ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।