ବାହା ହୋଇଗଲେ ଓଡିଆ ଫେମୋସ ଯୋଡି ଆଦି ଭକ୍ତି !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିବନ ସାଥି ସିରିଏଲ ରେ ଅଭିନୟ କରୁ ଥିବା ଆଦି ଏବଂ ଭକ୍ତି ବର୍ତମାନ ସମୟରେ ଏମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଜାଇଛନ୍ତି , ଏହି କଥା କିଛି ଦିନ ହେଲା ସୋସିଆଲ ମିଡିଆ ରେ ଘୁରି ବୁଲୁଛି ଏବଂ ସମସ୍ତେ ଭାବୁଛନ୍ତି ଆଦି ଏବଂ ଭକ୍ତି ସତସତିକା ବବାହ କରିଛନ୍ତି ବୋଲି , ହେଲେ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ସେମାନେ ସତ ରେ ବିବାହ କରି ନାହାଁନ୍ତି ଏମାନେ ସେମାନଙ୍କର ସିରିଏଲ ରେ ବିବାହ କରି ଥିବାର କିଛି ଫୋଟ । ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ,bhakit

ତେବେ ଆପଣ ମାନେ ଯଦି ଜିବନ ସାଥି ସିରିଏଲ ଦେଖୁ ଥିବେ ବର୍ତମାନ ସମୟ ରେ ଏହା ଜି ସାର୍ଥକ୍ ରେ ପ୍ରସାରିତ ହେଉଛି ଯେଉଁ ଠାରେ ଆଦି ଏବଂ ଭକ୍ତି ପୁଣି ଥରେ ବିବାହ କରୁଛନ୍ତି , ଏବଂ ଏହି ସବୁ ଫୋଟ କୁ ସେମାନେ ସୋସିଆଲ ମିଡିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି , ଏବଂ ଏହାକୁ ପୋଷ୍ଟ କରିବା ପରେ ଆଦି ଏବଂ ଭକ୍ତି ଙ୍କ ଫେନ୍ ମାନେ ଭାବୁଛନ୍ତି କି ଏହି ଦୁଇ ଜଣ ସତ ସତିିକା ବିବାହ କରିଛନ୍ତି ବୋଲି । ହେଲେ ଆମେ ଆପଣ ମାନଙ୍କୁ କହି ଥିଲୁ କି ଏମାନେ ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ଏବଂ ଏମାନେ ବହୁତ ଜଲ୍ଦୁ ବିବାହ ବନ୍ଧନ ରେ ବାନ୍ଧିବା ପାଇଁ ଜାଉଛନ୍ତି ,adi

କିନ୍ତୁ ବର୍ତମାନ ସମୟରେ ସେମାନେ ବିବାହ କରି ନାହାଁନ୍ତି ଏବଂ ଆଗାମୀ ଦିନ ରେ ସେମାନେ ସତ ସତିକା ବା ରିଏଲ ଲାଇଫ୍ ରେ ସେମାନେ ବିବାହ କରିବେ । ଏବଂ ଏହାର ଫୋଟ ଏବଂ ଭିଡ଼ିଓ କୁ ବି ଆମେ ମାନେ ଆପଣ ମାନଙ୍କ ପାଇଁ ନେଇ ଆସିବୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *