ଏମିତି କଣ ହେଲା ଭଗବାନ ଶିବ ନିଜ ତ୍ରିଶୁଳକୁ ଭାଙ୍ଗିବାକୁ ପଡିଲା |

shib

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ପାଇଁ ଭଗବାନ ଶିବ ଙ୍କୁ ଭାଙ୍ଗିବାକୁ ପଡି ଥିଲା ନିଜର ତ୍ରୀଶୁଳ ଏମିତି କଣ ହେଲା ଏବଂ ସେ ନିଜର ତ୍ରୀଶୁଳ କୁ ଭାଙ୍ଗିଲେ କାହିଁକି ତେବେ ବନ୍ଧୁଗଣ ଆସନ୍ତୁ ଏହି ଖାସ୍ ବିଷୟ ବସ୍ତୁ ଉପରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ପର୍ଯ୍ୟନ୍ତ ପଢନ୍ତୁ ଜାଣି ପାରିବେ , ଯେବେ ଭଗବାନ ଙ୍କ ଅତି ପ୍ରିୟ ଜିନିଷ ବିଷୟ ରେ କଥା ହୋଇ ଥାଏ ତେବେ ତ୍ରୀଶୁଳ ବି ତାହା ମଧ୍ୟ ରୁ ଗୋଟିଏ ରହି ଥାଏ କୁହନ୍ତି ଭଗବାନ ଶିବ ଙ୍କ ପାଇଁ ତ୍ରୀଶୁଳ ତାଙ୍କର ଏକ ଅଙ୍ଗ ବୋଲି ସେମିତି ରେ ବନ୍ଧୁଗଣ ଏମିତି ଏକ ମନ୍ଦିର ବିଷୟ ରେ କହିବୁ ଯେଉଁ ଠାରେ ଦେବ ଙ୍କ ସହିତ ତାଙ୍କର ଭାଙ୍ଗି ଜାଇ ଥିବା ତ୍ରୀଶୁଳ ର ବି ପୂଜା କରା ଜାଇଛି ।shib

ସେମିତି ରେ ହିନ୍ଧୁ ଧର୍ମ ର ମାନ୍ୟତା ଅନୁସାରେ ଭାଙ୍ଗି ଜାଇ ଥିବା ଜିନିଷ ଘରେ ରଖିବା ପାପ ବୋଲି ମନା ଯାଏ ଏବେ ପ୍ରଶ୍ନ ରହିଛି କଣ ପାଇଁ ଏହି ମନ୍ଦିର ରେ ଭାଙ୍ଗି ଜାଇ ଥିବା ତ୍ରୀଶୁଳ ପୂଜା ହେଉଛି , ସେମିତି ରେ ଏହା ଜାମ୍ମୁ ଠାରୁ 120 କିଲୋମିଟର ଦୂରରେ ପୁଣେଶ୍ୱର ମହାଦେବ ମନ୍ଦିର ରହିିଛି ଏହାର ବିଶେଶତ୍ୱ ହେଲା କି ଏଠାରେ ଏକ ବଡ ତ୍ରୀଶୁଳ ର ତିନି ଖଣ୍ଡ ମାଟି ରେ ପୋତା ଜାଇଛି ଜାହା ସ୍ୱୟଂ ଭଗବାନ ଶିବ ଙ୍କର ଅଟେ ଦିନେ ମାଆ ପାର୍ବତୀ ଏଠାରେ ପୂଜା କରୁ ଥିଲେ ତେବେ ସୁଧାନ୍ତ ନାମକ ଏକ ରାକ୍ଷ୍ୟସ ଏଠାକୁ ଆସି ଥିଲା ଏବଂ ମାଆ ପାର୍ବତୀ ପୂଜା କରିବା ପରେ ଆଖି ଖୁଲି ଦେଖିଲେ କି ସେବି ରାକ୍ଷ୍ୟସ ସେଠାରେ ରହି ଥିଲା ।tisalo

ତେବେ ସେମିତି ରେ ସେ ବହୁତ ଜୋର ରେ ପାଟି କରିଲେ ଏବଂ ଜାହା ଫଳ ରେ ତାଙ୍କର ପାଟି କୈଳାସ ଯାଏ ପହଁଚିଲା ଜାହା ଫଳ ରେ ଭଗବାନ ଶିବ ନିଜର ତ୍ରୀଶୁଳ ଛାଡି ଥିଲେ ସୁଧାନ୍ତ ର ମୃତ୍ୟୁ ପାଇଁ ଯିଏ ଶିବ ଙ୍କର ବହୁତ ବଡ ଭକ୍ତ ଥିଲେ ଏମିତି ସୁଧାନ୍ତ ମୃତ୍ୟୁ ହେଲା କିନ୍ତୁ ଅଜାଣନ୍ତ ରେ ସୁଧାନ୍ତ ର କିଛି ବି ଭୁଲ ନ ଥିଲା ଏହା ଦେଖି ଭଗବାନ ଶିବ ନିଜର ତ୍ରୀଶୁଳ କୁ ସେଠାରେ ତିନି ଖଣ୍ଡ କରି ଭାଙ୍ଗି ପୋତି ଦେଇ ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *