ଓଡ଼ିଆ ଫିଲ୍ମ ହିରୋ ମାନେ ଆକ୍ଟିଙ୍ଗ ଛଡା ଆଉ କେଉଁ କାମ କରନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ଓଲି୍ଉଡ ର ହିରୋ ମାନେ ଫିଲ୍ମ ସହିତ ଆଉ କଣ ସବୁ କରନ୍ତି ତେବେ ଏଠାରେ ଆମେ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ତେବେ ପ୍ରଥମେ ରହିଛନ୍ତି ସ୍ୱରାଜ ବାରିକ୍ , ତେବେ ଆପଣ ମାନେ ସ୍ୱରାଜ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ସେ ଶିଶୁ କଳାକାର ଭାବେ କାର୍ଯ୍ୟ କରି ଲୋକ ମାନଙ୍କ ହୃଦୟ କୁ ଜିତିଛନ୍ତି , ସେହି ପରି ସେ କେବଳ ଫିଲ୍ମ ନୁହେଁ ବରଂ ଅଭିନୟ ସହିତ ସେ ନିଜର ପାଠ ପଢା କୁ ଜାରି ରଖିଛନ୍ତି ।swaraj

ଏହାପରେ ଦୁଇରେ ଜ୍ୟୋତି ରହିଛନ୍ତି , ଜ୍ୟୋତି ଅଭିନୟ ସହିତ ନିଜର ବଡ ବିଜନେସ୍ ରହିଛି , ଜାହାକୁ ସେ ବର୍ତମାନ ସମୟ ରେ ସମ୍ଭାଳୁଛନ୍ତି ,ଏହାପରେ ତିନି ରେ ଆସୁଛନ୍ତି ଅର୍ଦ୍ଧେନ୍ଦୁ , ଅର୍ଦ୍ଧେନ୍ଦୁ ଆପଣ ମାନେ ବହୁତ ସାରା ଫିଲ୍ମ ରେ କାମ କରି ଥିବାର ଦେଖି ଥିବେ , ସେ ଅଭିନୟ କରିବା ସହିତ ବହୁତ ବଡ ବିଜେନେସ୍ ର ମାଲିକ ଅଟନ୍ତି ।jyoti

ଏହା ପରେ ଚାରି ରେ ରହିଛନ୍ତି ବାବୁସାନ ମହାନ୍ତି ଯିଏ କି ବହୁତ ବଡ ଅଭିନେତା ଅଟନ୍ତି , ଏହା ପରେ ପାଞ୍ଚ ରେ ଆସୁଛନ୍ତି ସବ୍ୟସାଚୀ ମିଶ୍ର ଆପଣ ମାନେ ସବ୍ୟସାଚୀ ମିଶ୍ର ଙ୍କୁ ବହୁତ ସାରା ସିନେମା ରେ ଆପଣ ମାନେ ଦେଖିବା ପାଇଁ ପାଇ ଥିବେ ସେ ବହୁତ ଭଲ ଅଭିନୟ କରିବା ସହିତ ସେ ଲୋକ ମାନଙ୍କୁ ସବୁ ସମୟ ରେ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳନ୍ତି , ଏହା ପରେ ରହିଛନ୍ତି ଅନୁଭବ ମହାନ୍ତି ସେ ଜଣେ ବହୁତ ଭଲ ଅଭିନେତା ସହିତ ସେ ବର୍ତମାନ ସମୟ ରେ କେନ୍ଦ୍ରାପଡା ର ସାସଂଦ ରହିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *