ଗୋଡରେ ଏପରି ମୁଦି ପିନ୍ଧିବା ଦ୍ୱାରା ହୋଇଥାଏ ଘୋର ଅନର୍ଥ ( ଭୟଙ୍କର କଥା ) |

g

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଯଦି ଆପଣ ମଧ୍ୟ ନିଜର ଗୋଡ ମୁଦି ସହିତ ଏହି ଭୁଲ କରୁଛନ୍ତି ତେବେ ହୋଇ ଜାଆନ୍ତୁ ସତର୍କ ଗୋଡ ରୁ ମୁଦି ଉହ୍ଲାଇବା ସମୟ ରେ ଏହି ଭୁଲ କରନ୍ତୁ ନାହିଁ ଏହି ଭୁଲ କରିବା ଦ୍ୱାରା ହୋଇ ଥାଏ ଘୋର ଅନର୍ଥ ସେହିଥି ପାଇଁ ଆପଣ ମାନେ ପୁରୁଣା ଗୋଡ ମୁଦି କିମ୍ବା ବିଛୁଆ ବଦଳେଇବା ସମୟ ରେ ଏହି ଭୁଲ କରନ୍ତୁ ନାହିଁ , ତେବେ ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ବନ୍ଧୁଗଣ ଶାସ୍ତ୍ର ରେ ବର୍ଣ୍ଣିତ ରହିଛି କି ଗୋଡ ମୁଦି ପିନ୍ଧିବା ଦ୍ୱାରା ଅନେକ ଫାଇଦା ମିଳେ ଏହା ସହିତ ସ୍ୱାମୀ ଙ୍କ ଉପରେ ବିପଦ ଆସେ ନାହିଁ ସେହି ପରି ଧର୍ମ ଶାସ୍ତ୍ର ଅନୁସାରେ ଉଭୟ ହିନ୍ଧୁ ଏବଂ ମୁସଲିମ୍ ମାନେ ଗୋଡ ରେ ମୁଦି ପିନ୍ଧି ଥାନ୍ତି ,modi

ଯଦି ଆପଣ ମାନେ ବିବାହିତ ତେବେ ଆପଣ ମାନଙ୍କୁ ଗୋଡ ରେ ମୁଦି ପିନ୍ଧିବା ନିହାତି ଆବଶ୍ୟକ ଅଟେ , ଏବଂ ଏହା ବିବାହିତ ମହିଳା ମାନଙ୍କ ସୁହାଗ ର ପ୍ରତିକ ବୋଲି ମନା ଯାଏ । ଏବଂ ସେହି ପରି ବେଳେ ଗୋଡ ରୁ ମୁଦି ଉହ୍ଲାଇବା ସମୟ ରେ ଏହି ଭୁଲ ର ଧ୍ୟନ ରଖନ୍ତୁ ପ୍ରଥମେ ତ ବିବାହିତ ମହିଳା ଙ୍କୁ କେବେ ବି ପାଦ ରୁ ମୁଦି ବାହାର କରିା ଉଚିତ୍ ନୁହେଁ ଆଉ ଯଦି ବାହାର କରୁଥାନ୍ତି ତେବେ ତୁରନ୍ତ ନୂଆ ମୁଦି ପିନ୍ଧନ୍ତୁ ନହେଲେ ଅଶୁଭ ଅଟେ ସେହି ପରି ବନ୍ଧୁଗଣ ଏହି ମୁଦି କୁ କାହାକୁ ବି ଦେବା କଥା ନୁହେଁ ଏବଂ ଆପଣ ମାନେ ପୁରୁଣା ଗୋଡ ମୁଦି ପାଦ ରୁ ବାହାର କରୁଛନ୍ତି ତେବେ ତାହାକୁ ଫୋପାଡନ୍ତୁ ନାହିଁ କେଉଁ ଜାଗା ରେ ସମ୍ଭାଳି କରି ରଖନ୍ତୁ ।m

ସେହି ପରି ଏହି ରୂପା ନିର୍ମିତ ମୁଦି କୁ ପିନ୍ଧିବା ଦ୍ୱାରା ଆପଣ ମାନଙ୍କ ଶରୀର ଅନେକ ରୋଗ ବି ନାଶ ହଇ ଥାଏ ଏହା ଚନ୍ଦ୍ର ଙ୍କ ଶୀରତା ର ରୂପ ଅଟେ ଜାହା ଫଳ ରେ ଆପଣ ମାନଙ୍କୁ ଅନେକ ରୋଗ ରୁ ଦୂର କରେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *