( କଇଁଛ ମୁଦି ) କିଏ ଏବଂ କିପରି ପିନ୍ଧିଲେ ମଣିଷ ହୁଏ ( ଧନୀ )

modi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପଚୁର ମାତ୍ରାରେ ଏହି କଇଁଛ ମୁଦି କୁ ପ୍ରୟତ ସମସ୍ତେ ପନ୍ଧୁଛନ୍ତି କିନ୍ତୁ ଅନେକ ଲୋକଙ୍କୁ ଏହା ଜଣା ନଥାଏ କି ଏହି କଇଁଛ ମୁଦି କୁ କିପରି ଏବଂ କେଉଁ ଦିନ ଏବଂ କେଉଁ ଧାତୁର ପିନ୍ଧିବା ଦ୍ୱାରା ଲାଭ ଦାୟକ ହୋଇଥାଏ । ଏହି କଇଁଛ ମୁଦି କୁ କେଉଁ ରାଶିର ବ୍ୟକ୍ତି ପିନ୍ଧିବା ଦ୍ୱାରା ଲାଭ ହୋଇଥାଏ ଏବଂ କେଉଁ ରାଶିର ବ୍ୟକ୍ତି ପିନ୍ଧିବା ଦ୍ୱାରା କ୍ଷତି ମଧ୍ୟ ହୋଇଥାଏ , ଏହା ପ୍ରାୟତ ସମସ୍ତଙ୍କୁ ଜଣା ନଥାଏ । ବନ୍ଧୁଗଣ ଆଜି ଆମେ ଜାଣିବା ଯେ କଇଁଛ ମୁଦି କୁ କେଉଁ ବ୍ୟକ୍ତି ପିନ୍ଧିବା ଦ୍ୱାରା ତାହାର ଭଲ ହୋଇଥାଏ ଏବଂ କେଉଁ ବ୍ୟକ୍ତି ପିନ୍ଧିବା ଦ୍ୱାରା ତାହାର ଅନେକ କ୍ଷତି ହୋଇଥାଏ ।modi

ବନ୍ଧୁଗଣ ପୁରାଣ ଶାସ୍ତ୍ର ମତରେ ଏହି କଇଁଛ ଶ୍ରୀହରି ବିଷ୍ଣୁଙ୍କ ଏକ ଅବତାର ଅଟେ ଏବଂ ଏହି କଇଁଛ ଟି ଜଳ ଚର ଅଟେ ଏବଂ ଶ୍ରୀହରି ବିଷ୍ଣୁଙ୍କ ସମେତ ମାତା ଲକ୍ଷ୍ମୀ ମଧ୍ୟ ଏହି ଜଳ ସାଗରରେ ବିରାଜିତ , ଏଣୁ ଶ୍ରୀହରି ବିଷ୍ଣୁଙ୍କ ସମେତ ମାତା ଲକ୍ଷ୍ମୀଙ୍କ ମଧ୍ୟ ଅପାର କୃପା ଏହି କଇଁଛ ମଧ୍ୟରେ ରହିଅଛି , ଏଣୁ ଏହି କଇଁଛର ମୁଦିକୁ ଧାରଣ କରିବା ଦ୍ୱାରା ମଣିଷ କୁ ଧର୍ଯ୍ୟ ଶାନ୍ତି ଏବଂ ବିନର୍ବତା ପ୍ରାପ୍ତି ହୋଇଥାଏ ଏବଂ ଏହି କଇଁଛର ମୁଦିକୁ ପନ୍ଧିବା ଦ୍ୱାରା ନିଜ ଶରୀରରେ ଏବଂ ନିଜ ଘରେ ସାକାର୍ତ୍ମକତା ବୃଦ୍ଧି ପାଇଥାଏ ଜାହା ଦ୍ୱାରା ମଣିଷ ଧନର ଅଧିକାରୀ ହୋଇଥାଏ , କିନ୍ତୁ ଅନେକ ଅଜଣା ଭୁଲ ପାଇଁ ଅନେକ ଲୋକର କ୍ଷତି ମଧ୍ୟ ହୋଇଥାଏ ।m

ତେଣୁ ସେହିଁ ଅଜଣା ଭୁଲ କଣ ଏବେ ଆଲନ୍ତୁ ଜାଣିନେବା ବନ୍ଧୁଗଣ କଇଁଛର ମୁଦି ସାଧାରଣ ତ ରୂପାର ହେବା ଆପସ୍ୟକ ଅଟେ କାରଣ ଏହା ଜଳ ତତ୍ୱର ଅଟେ ଏଣୁ ରୂପାର ବା ଚାନ୍ଦିର କଇଁଛ ମୁଦି ପିନ୍ଧିବା ଆବ୍ୟକ ହୋଇଥାଏ , ମାତ୍ର ଧାତୁ ପରିବର୍ତ୍ତନ କରି ପାରିବେ ତାହା ପୁଣି ରାଶି ଅନୁସାରେ । ଆପଣହ୍କ ରାଶି ଅନୁସାରେ ଧାତି ଚୟନ କରି ପାରିବେ ଏବଂ କଇଁଛ ଟି ରୂପାର ହେବା ଆବସ୍ୟକ ଏବଂ ତାହାର ତଳଭାଗ ବା ସମ୍ପୂର୍ଣ୍ଣ ମୁଦିଟି ଅନ୍ୟ ଧାତୁର ହୋଇ ପାରିବ ।k modi

ଏହି କଇଁଛ ମୁଦିକୁ ଦକ୍ଷୀଣ ବା ଡାହାଣ ହସ୍ତରେ ପିନ୍ଧି ପାରିବେ ନାରୀ ହୁଅନ୍ତୁ ଅବା ପୁରୁଷ ହୁଅନ୍ତୁ ଏହାକୁ କେବଳ ଡାହାଣ ହାତରେ ପନ୍ଧି ପାରିବେ ଏବଂ ଏହି କଇଁଛର ମୁଦିକୁ କେବେବି କନିଷ୍ଠ ଆଙ୍ଗୁଳୀ , ବୃଦ୍ଧ ଆଙ୍ଗୁଳୀ ଏବଂ ତର୍ଜନି ଆଙ୍ଗୁଳୀ ରେ ପିନ୍ଧିବା ଉଚିତ୍ ହୋଇ ନଥାଏ , ଏହାକୁ କେବଳ ମଧ୍ୟମା କିମ୍ବା ଅନାମିକା ଆଙ୍ଗୁଳୀ ରେ ପିନ୍ଧି ପାରିବେ । ଏହା ଛଡା ମେଷ ରାଶି , ସିଂହ ରାଶି ଧନୁ ରାଶି , ଏବଂ କୁମ୍ଭ ରାଶିର ବ୍ୟକ୍ତି ର ଲୋକମାନେ ପିନ୍ଧିବା ଦ୍ୱାରା ଅନେକ ଶୁଭ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *