ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆପଣ ମାନଙ୍କ ପାଇଁ କିଛି ଖୁସୀ ଖବର ରହିଛି ଆଜି ସପ୍ତାହ ର ଦ୍ୱତୀୟ ଦିନ ରେ ବି ସୁନା ଦର ରେ କିଛି ହ୍ରାସ ଦେଖିବା ପାଇଁ ମିଳିଛି , ଜାହାକି ଉଭୟ 22 କେରେଟ୍ ଏବଂ 24 କେରେଟ୍ ସୁନା ରେ ବହୁତ କିଛି ପରିବର୍ତନ ଆସିଛି ତେବେ ଆସନ୍ତୁ ଜାଣି ନେବା କେତେ ରହିଛି ଆଜିର ନୂଆ ଦର ଆପଣ ମାନେ କିଣିବା ପାଇଁ ଗଲେ କେତେ ଦେଇ ଆପଣ ମାନେ କିଣି ପାରିବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ବିବରଣୀ ଦେବୁ । ଆଜି ଗୁରୁବାର ଦିଲ୍ଲୀ ର ସର୍ଫା ବଜାର ରେ ସୁନା ର ଦର 10 ଗ୍ରାମ୍ ପିଛା 320 ଟଙ୍କା ସସ୍ତା ହୋଇ ଜାଇ ଥିବାର ଦେଖିବା ପାଇଁ ମିଳିଛି , ଅନ୍ୟ ପଟରେ ରୂପା ର ମୂଲ୍ୟ ବି ଏକ କିଲୋ ଗ୍ରାମ୍ ପିଛା 16 ଶହ ଟଙ୍କା କମି ଜାଇ ଥିବାର ଦେଖିବା ପାଇଁ ମିଳିଛି ।
ଏବଂ ଏଠାରେ ବିଶେଷଜ୍ଞ୍ୟ ମାନଙ୍କ କହିବା ଅନୁସାରେ କୋରନା ଭେକ୍ସିନ୍ ବାହାରିବା ରେ ବିଳମ୍ଭ ହେଲେ ମଧ୍ୟ ଚିକିତ୍ସା କୁ ନେଇ ଲୋକ ମାନଙ୍କ ମଧ୍ୟ ରେ ସାକାରାତ୍ମକ ମାହୋଲ ରହିଛି , ଏବଂ ଏହିଥି ପାଇଁ ଆମେରିକା ଏବଂ ଏସିଆ ବଜାର ରେ ଓସା ପରିଲିଖିତ ହୋଇଛି । ତେବେ ଆସନ୍ତୁ ଜାଣି ନେବା ଆଜିର ନୂଆ ଦର କେତେ ରହିଛି HDFC ସିକ୍ୟୁରିଟି ଅନୁସାରେ ଆଜି ଦିଲ୍ଲୀ ର ସର୍ଫା ବଜାର ରେ 99.9 ପ୍ରତିଶତ ସୁଧ ସୁନା ର 10 ଗ୍ରାମ୍ ପିଛା 47350 ଟଙ୍କା ରୁ ଖସି 46900 ଟଙ୍କା ରେ ରହିଛି ସେହି ପରି ଆମେ ଓଡ଼ିଶା ଦର ବିଷୟ ରେ କହିବା ତେବେ ଆଜିର ଦିନ ରେ 400 ଟଙ୍କା ସସ୍ତା ଦେଖିବା ପାଇଁ ମିଳିଛି ।
ଆଉ ସେହି ପରି ବେଳେ 22 କେରେଟ୍ ର ଦାମ୍ ରେ ପ୍ରତି 10 ଗ୍ରାମ୍ ପିଛା 46500 ଦେଖିବା ପାଇଁ ମିଳିଛି , ଏହା ସହିତ ଆନ୍ତର୍ଜାତୀୟ ବଜାର ରେ ସୁନା ଦର ଆଗାକୁ ଏମିତି ପରିମାଣ ରେ ଖସିବ କି ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ ବୋଲି ସୂଚନା ରହିଛି ,ତେବେ ଆପଣ ମାନେ ଯଦି ସୁନା ରୂପା କିଣିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଏବେ ହିଁ ଆପଣ ମାନେ କିଣି ନିଅନ୍ତୁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।