ଓଡିଶା ବଜାରରେ ଆଜିର ସୁନା ମୁଲ୍ୟ – ବହୁତ କମ ହୋଇଗଲା

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ବି ଆପଣ ମାନଙ୍କ ପାଇଁ ଖୁସୀ ଖବର ରହିଛି ଆଜି ହେଉଛି ଫେବ଼ୃଆରୀ ମାସ ର 20 ତାରିଖ ଏବଂ ଆଜିବି ସୁନା ଏବଂ ରୂପା ଦର ରେ ହ୍ରାସ ଦେଖିବା ପାଇଁ ମିଳି୍ଛି , ତେବେ ଆମ ରାଜଧାନୀ ଭୁବନେଶ୍ୱର ଅର୍ଥାତ୍ ଓଡିଶା ଦର ରେ କେତେ ରହିଛି ଆପଣ ମାନେ ଯଦି କିଣିବା ପାଇଁ ଚାହୁଛନ୍ତି ତେବେ କେବେ ଦେଇ ଆପଣ ମାନେ କିଣି ପାରିବେ ସେହି ବିଷୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ପ୍ରଥମେ ରହିଛି ଯେମିତି କି ଆପଣ ମାନେ ଜାଣି ଥିବେ ଗତ କାଲି 1 ଗ୍ରାମ୍ 4375 ଟଙ୍କା ରହି ଥିବା ବେଳେ ଆଜି 4300 ରହିଛି ମାନେ 75 ଟଙ୍କାର ଦର ଖସି ଥିବାର ଦେଖିବା ପାଇଁ ମିଳିଛି ।gold

ସେହି ପରି ଦଶ ଗ୍ରାମ୍ କୁ 43400 ରହି ଥିବା ବେଳେ ଆଜି 43000 ଟଙ୍କା କୁ ଖସି ଥିବା ବେଳେ ମାନେ ଆଜି ସଂମ୍ପର୍ଣ୍ଣ 400 ଟଙ୍କା ହ୍ରାସ ପାଇଛିି ,ଭାରତୀୟ ବୁଲିୟନ ଏବଂ ଜୁୟଲେରୀ ସଙ୍ଘ ପକ୍ଷ ରୁ ପ୍ରକାଶିତ ସୂଚନା ଅନୁସାରେ ଆଜିର ସକାଳ ସୁଧା 24 କେରେଟ ସୁନା ର 10 ଗ୍ରାମ୍ ପିଛା 400 ଚଙ୍କା କମ୍ ହୋଇ ଜାଇଛି ଜାହା କି ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 46200 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ସେହି ପରି 22 କରେଟ୍ ର ଦର ରେ 4300 ଟଙ୍କା ଦେଖିବା ପାଇଁ ମିଳିଛି ।golds

ଏବଂ ଏହା ଗତ କାଲି ର ତୁଳନା ରେ 400 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 56033 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 58150 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 1 ହଜାର ଟଙ୍କା ହ୍ରାସ କରି 57150 ଟଙ୍କା ରହିଛି , ତେବେ ଆପଣ ମାନେ କିଣିବା ପାଇଁ ଚାହୁଁ ଥିଲେ ଏବେ ହିଁ କିଣି ନିଅନ୍ତୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *