ଧନର ବର୍ଷା କରୁଥିବା ( ଫୁଲ ) କରନ୍ତୁ ଏହି ଉପାୟ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ଧନର ସମସ୍ୟା ରେ ସର୍ବଦା ଚିନ୍ତିତ ରହୁଛନ୍ତି ତେବେ ଏହି ଉପାୟ କଲେ ସମସ୍ତ ଦୁଃଖ ଦର୍ଦଶା ଦୂର ହେବା ସହିତ ଧନ ଏବଂ ସୁଖ ସମୃଦ୍ଧିର ଲାଭ ପାଇବେ , ଏହି ସରଳ ଉପାୟ କରିବା ସମୟରେ ଧ୍ୟାନ ଦେବେ ଯେପରି କି କେହି ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ ତେବେ ଯାଇ ଏହାର ପ୍ରକୃତ ଫଳ ପାଇ ପାରିବେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଅପରାଜିତା ଗଛକୁ ଜାଣିଥିବେ । ଏହି ଅପରାଜିତା ଶିବ ,ପାର୍ବତୀ ଏବଂ ଗଣେଷ ଙ୍କ ବହୁତ ପ୍ରିୟ ଅଟେ ଏଣୁ ଘରେ ରୋଜଗାର ପାଇବା ପାଇଁ ଏହି ଉପାୟ କରନ୍ତୁ ,a

ଆସନ୍ତୁ ଜାଣିନେବା କଣ ସେହିଁ ସବୁ ଉପାୟ ଯାହା କରିବା ଦ୍ୱରା ଧନ ର ଆଗମନ ହୋଇଥାଏ ନମ୍ବର 1– ଘରର ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୂର କରିବା ସହିତ ଧନ ର ଆଗମନ କରିଥାଏ , ଶନି ବାର ଦିନ ରାତ୍ରି ସମୟରେ ଅପରାଜିତା ଫୁଲକୁ ମାଳ ଟିଏ କରି ଘରର ମୁଖ୍ୟ ଦ୍ବାର ରେ ଟାଙ୍ଗୀ ଦିଅନ୍ତୁ ଏହା ଦ୍ଵାରା ଭୂତ ପ୍ରେତର ଆଗମନ କୁ ରୋକି ଥାଏ ଏବଂ ସକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ । ନମ୍ବର 2 – କରଜ ମୁକ୍ତି ଏବଂ ଧନ ପ୍ରାପ୍ତିର ଉପାୟ ଶନି ବାର ଦିନ ବା ସୋମ ବାର ଦିନ ରାତ୍ରି ସମୟରେ ଅପରାଜିତା ଫୁଲକୁ ତୋଳି ଏହି ପାଞ୍ଚଟି ଫୁଲ କୌଣସି ଏକ ନଦୀ ବା ଜଳ ଶ୍ୱତରେ ଭସାଇ ଦିଅନ୍ତୁ ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାକୁ ଜଣେଇବେ ନାହିଁ କେହି ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ , ଏମିତି କରିବା ଦ୍ଵାରା ସମସ୍ତ ପ୍ରକାର ଅସୁବିଧା ଦୂର ହୋଇଥାଏ ।ap

ନମ୍ବର 3 ମନ ପସନ୍ଦ ର ଚାକିରୀ ପାଇବା ପାଇଁ ଯଦି ଆପଣ ମନ ପସନ୍ଦ ର ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ମାତା ଦୁର୍ଗ କୁ 11ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ ତେବେ ଏହି ମନ ବଞ୍ଚା ପୂରଣ ହେବ , ଏହା ନିୟମିତ ଭାବେ କରିବା ଉଚିତ୍ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *