ଏହି ୪ ରାଶି ପାଇଁ ଏହି ଫେବୃଆରୀ ମାସରେ ଭୟଙ୍କର ବିପଦ |

rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ରାଶି ଚକ୍ରରେ ବାର ଗୋଟି ରାଶି ରହିଛି ଓ ବାର ଗୋଟି ରାଶିର ରାଶି ଫଳ ଗ୍ରହ ମାନଙ୍କ ପରି ଚାଳନାରୁ ନିଧାରିତ ହୋଇଥାଏ , ଗ୍ରହ ମାନଙ୍କ ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ , ପ୍ରତେକ ବ୍ୟକ୍ତିର କୁଣ୍ଡଳୀ ବା ଜାତକ ଏହି ରାଶି ମାନଙ୍କ ସହିତ ଯୋଡିତ ରହିଥାଏ , ଏହି ଗ୍ରହ ମାନଙ୍କ ଚଳନ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇ ଥାଏ ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇ ଥାଏ , ପ୍ରତେକ ଦିନ ଗ୍ରହରେ କିଛି ନା କିଛି ପରିବର୍ତନ ଘଟୁଛି , ସେହିଁ ପରି ଚାରି ଗୋଟି ରାଶି ଉପରେ ଆଜିଠାରୁ ଗ୍ରହ ମାନଙ୍କର କୂ ପ୍ରଭାବ ପଡିବାକୁ ଜାଉଛି , ଏହି ଚାରିଗୋଟି ରାଶିର ଲୋକ ମାନଙ୍କୁ ସାବଧାନତା ସହିତ ରହିବାକୁ ପଡିବ ।rashi

ତେବେ ଚାଲନ୍ତୁ ଜାଣିବା ସେହିଁ ରାଶି ମାନଙ୍କ ବିସୟରେ , ପ୍ରଥମ ରାଶିଟି ହେଉଛି ମିଥୁନ ରାଶି ଲୋକ ପ୍ରୀୟତା ହ୍ରାସ ପାଇବ , ନିଜର ଆସ୍ତା ହରାଇବେ , ଅର୍ଥ ଅଭାବ ଅନୁଭବ କରି ପାରନ୍ତି ଆର୍ଥିକ କ୍ଷତି ସହିବେ , ପାଇଥିବା ଦ୍ରବ୍ୟ ହରାଇ ବସିବେ , ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଈକୁ ସବୁଜ ଘାସ ବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଦିତୀୟ ରାଶିଟି ହେଉଛି କର୍କଟ ରାଶି ଆପଣ ମାନଙ୍କର ମାନସିକ ବଢିପାରେ , ଦୁର ବନ୍ଧୁଙ୍କ ଦ୍ୱାରା ଅପମାନିତ ହୋଇ ପାରନ୍ତି , ଅଯଥା କାମରେ ଟଙ୍କା ବିନିଯୋଗ କରିବେ , କୈଣସି ଜାଗାରୁ ଅପମାନିତ ହୋଇ ପାରନ୍ତି ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅର୍ଣ୍ଣ ବା କିଛି ସାହାଯ୍ୟ କରନ୍ତୁ ।rasi

ତୃତୀୟ ରାଶିଟି ହେଉଛି ମୀନ ରାଶି ଅର୍ଥ ଅଭାବର ଆଭାସ ମିଳିବ , ନିଜର ପରିବେଶରେ ପରିବର୍ତନ ହେବ ମାନସ୍ନମାନ ରେ ହାନି ଘଟିବ , ଉପଯୁକ୍ତ ନିୟ ପାଇଁ ପାଇ ପାରିବେ ନାହିଁ , ପରିବାର ରେ ବିସୁଙ୍ଖଳା ଦେଖା ଦେଇପାରେ , ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତେକ ମଙ୍ଗଳ ବାର ଦିନ ହନୁମାନ ଚାଳିଶା ମନ୍ତ୍ରର ପାଠ କରନ୍ତୁ ଏବଂ ହନୁମାନ ମନ୍ଦୀରକୁ ଜାଆନ୍ତୁ । ଚତୃର୍ଥ ରାଶିଟି ହେଉଛି ବିଛା ରାଶି ଭୟବିତ ମଧ୍ୟରେ ସମୟ ଅତି ବାହିତ ହେବ , ବହୁତ ଦିନର ଅନୁ ସନ୍ଧାନରେ ବଫଳ ହେବେ , ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ , ମାନସିକ ଚାପ ପଡିପାରେ , ବ୍ୟସ୍ତତା ଭିତରେ ସମୟ କଟିପାରେ , ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ବା ବସ୍ତ୍ର ଦାନ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *