ସମସ୍ତଙ୍କ ପାଇଁ ଜାଣିବା କଥା || ଥରୁଟିଏ ନିଶ୍ଚୟ ପଢନ୍ତୁ

j

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଠାରେ ଆପଣ ମାନଙ୍କ ପାଇଁ ଏପରି କିଛି ଜାଣିବା କଥା ରହିଛି ଜାହାକୁ ଆପଣ ମାନେ ଜାଣିବା ନିହାତି ଆବଶ୍ୟକ ଅଟେ .ତେବେ ବନ୍ଧୁଗଣ ପ୍ରଥମେ ରହିଛି ଆପଣ ମାନେ କେବେ ବି ବିନା କାରଣ ରେ ଏବଂ କାହାର ଅନୁମତି ନେଇ ଅନ୍ୟ ର ଘରେ କେବେ ବି ପ୍ରବେଶ କରିବେ ନାହିଁ , ଯଦି ଆପଣ ମାନେ କେବେ ଦେଖନ୍ତି ପତ୍ନୀ ଏବଂ ପତି ଙ୍କ ମଧ୍ୟ ରେ କଳି ଲାଗିଛି ତେବେ ଆପଣ ମାନେ କେବେ ବି ସେଠାରେ ସାକ୍ଷୀ ପ୍ରମାଣ କରିବେ ନାହିଁ , କୈଣସି ଲୋକ ମାନଙ୍କ ଆଗରେ ନିଜର ଶତୃତା ର ପରିଚୟ ଦେବେ ନାହିଁ , କିମ୍ବା ନିଜର କାହା ପ୍ରତି ଶତୃତା ରହିବା କଥା କାହା ଆଗରେ କହିବା କଥା ନୁହେଁ ।k

ପୂରନ୍ତ ନଈ ମାନେ ଯେଉଁ ନଈ ରେ ଅଧିକ ପାଣି ରହି ଥିବ ଶାସନ କର୍ତା ଙ୍କର ଆଦର ଏବଂ ବ୍ୟବସାୟୀ ର ସେହ୍ନ କୁ କେବେ ବି ବିଶ୍ୱାସ କରିବ ନାହିଁ ବୋଲି କାଳୀଦାସ୍ କହିଛନ୍ତି , ଅଳ୍ପ ବୃଦ୍ଦି ଅଳସୁଆ , ଏବଂ ମଦୁଆ , ଖୁସାମନ୍ତିଆ , ମାଳୀ , ନଂପୁସକ , ବାମନ , କୁଜା , କାଲା ଅନ୍ଧ , ଏବଂ ଛୋଟା ଲୋକ ମାନଙ୍କ ସହିତ କୈଣସି ଗୁରୁତ୍ୱର ବିଷୟରେ ଆଲୋଚନା କରିବେ ନାହିଁ । ସୁଖ ନୀତି କହି ଥାଏ ମୂର୍ଖ ପୂତ୍ର ଅସମର୍ଥ ସ୍ୱାମୀ, ଆନାଡୀ ବୈଦ୍ଧ , କୋପ ସ୍ୱଭାବ ର ମୁନୀବ , ଉଦ୍ଧତ ପ୍ରଜା , ଏବଂ କୃପଣ , ଧନୀ ଏମାନେ ମନୁଶ୍ୟ ସମାଜ ର ଶତୃ ହୋଇଥାନ୍ତି ।kalidas

ଯେଉଁ ଠାରେ ବାସ କରିବେ ଶିକ୍ଷା , ସ୍ୱାସ୍ଥ୍ୟ , ଏବଂ ସମାଜ ସେବା ର ଲାଭ ମିଳେ ନାହିଁ , ସେହି ସ୍ଥାନରେ ବାସ କରିବା ଠିକ୍ ନୁହେଁ , ଯେପରି ତୈଳ କୁ ଜଳ ଉପରେ ପକେଇଲେ ତୈଲ ଜଳ ର ଉପରି ଭାଗ ରେ ରହି ଥାଏ , ସେହି ପରି ଭାବେ ଏକତ୍ର ଭୋଜନ କରିଲେ ଏକତ୍ର ବସିଲେ , ବା ଏକତ୍ର ଶୌୟନ କରିଲେ ଏକତ୍ର ଆଳାପ କରିଲେ ଜଣଙ୍କ ପାପ ଅକର୍ମନୈ ର ସଂଙ୍କ୍ରମିତ ହୋଇ ଥାଏ , ମୂର୍ଖ , ଚୁଲବୁଲିଆ , ଖୁସାମନ୍ତିଆ ,ଅଳସୁଆ, ଚୋର ଗୁଣ୍ଡା ,ନିଶା ଖୋର୍ ବ୍ୟକ୍ତି ,ଏବଂ ଠକ ଏମାନଙ୍କ ସହିତ କେବେ ବି ବନ୍ଧୁତା ସ୍ଥାପନ କରିବେ ନାହିଁ ଏହା ମହାଭାରତ ରେ ଲେଖା ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *