ଫେବ୍ରୁଆରି ମାସରେ ବଦଳିଲା ଏହି 10 ଗୋଟି ନିୟମ । ହୋଇ ଯାଆନ୍ତୁ ସର୍ତକ

news

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଫେବୃଆରୀ ମାସ ରୁ ବଦଳିବ 10 ଟି ନିୟମ କଣ ରହିବ ସସ୍ତା ଏବଂ କଣ ରହିବ ମହଙ୍ଗା ଲୋକ ମାନଙ୍କ ପକେଟ୍ ଉପରେ ପଡିବ କି ପ୍ରଭାବ ଆସନ୍ତୁ ଜାଣି ନେବା କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଆପଡେଟ୍ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ସେମିତି ରେ ଆପଣ ମାନେ ଜାଣି ଥିବେ 2021-22 ଆର୍ଥିକ ବର୍ଷ ର ବଜେଟ୍ ଆସି ସାରିଛି ଅନେକ କ୍ଷେତ୍ର ରେ କେନ୍ଦ୍ର ସରକାର ବଡ ପରିବର୍ତନ ଆଣିଛନ୍ତି, ଏବଂ ନୂଆ ନିୟମ ମଧ୍ୟ ଆସିଛି ତେଣୁ ଆସନ୍ତୁ ଜାଣି ନେବା କଣ କଣ ଏହି ନୟମ ରହିଛି ।lpg

ତେବେ ମହଙ୍ଗା ହେବ LPG ବର୍ତମାନ ସମୟ ରେ ପେଟ୍ରୋଲ ଡିଜେଲ ର ଦର ବୃଦ୍ଧି ହେଉ ଥିବା ବେଳେ ଆଜିଠୁ ମହଙ୍ଗା ହେବାକୁ ଜାଉଛି ରୋସେଇ ଗ୍ୟାସ୍ କୋରନା କାଳ ରେ ରାସନ ପାଣି ଠୁ ଆରମ୍ଭ କରି ସବୁ କିଛି ମହଙ୍ଗା ହୋଇଛି ଏହା ମଧ୍ୟ ରେ LPG ମୂଲ୍ୟ ବୃଦ୍ଧି ହେବା ଲୋକ ମାନଙ୍କ ଉପରେ ବଡ ପ୍ରଭାବ ପକେଇବ ଏଠାରେ LPG , CNC , ଏବଂ PNG ର ଦାମ୍ ବୃଦ୍ଧି ହେବ ସେହି ପରି PNB ର ଗ୍ରାହକ ମାନଙ୍କ ନେଇ ନୂଆ ସୂଚନା ମାନେ ବଞାବ୍ ନେସନାଲ ବ୍ୟଙ୍କ ର ଗ୍ରାହକ ମାନଙ୍କ ପାଇଁ ବଦଳିବ ATM ରୁ ଟଙ୍କା ଉଠାଣ ନିୟମ ଅନ୍ୟ ATM ରୁ ଆଉ ଟଙ୍କା ଉଠେଇ ପାରିବେ ନାହିଁ ।c

PNB ଗ୍ରାହକ ମାନେ ସେହି ପରି ସହଜ ହେଲା ବାହାର ରାଜ୍ୟ କୁ ଗମନା ଗମନ ଏବେ ଆଉ ଅନ୍ୟ ରାଜ୍ୟ କୁ ଯିବା ପାଇଁ ଆଉ କୈଣସି ପର୍ମିସନ ରାଜ୍ୟ ସରକାର ଙ୍କ ପକ୍ଷ୍ୟ ରୁ ନେବାକୁ ପଡିବ ନାହିଁ କିନ୍ତୁ କୋରନା କଟକଣା କୁ ପାଳନ କରିବା ବାଧ୍ୟତା ମୂଳକ ସେହି ପରି ବନ୍ଧୁଗଣ ଫେବୃଆରୀ ମାସ ରୁ ପୁଣି ଥରେ ହାଉସ୍ ଫୁଲ ହେବ ସିନେମା ହଲ ଗୁଡିକ ଏବେ ଆଉ କୈଣସି ରୋକ ଠୋକ୍ ନାହିଁ ଫେବୃଆରୀ ପହୀଲା ରୁ ହିଁ ଶତ ପ୍ରତିଶତ ଲୋକ ମାନେ ସିନେମା ଦେଖି ପାରିବେ , ତେବେ ଏହା ଥିଲା କିଛି ବଡ ଆପଡେଟ୍ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *