ଆସନ୍ତା କାଲି ଠାରୁ ୫ଟି ହେବେ ଭାଗ୍ୟଶାଳୀ ରାଶି |

hanuman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ସେହିଁ ଭାଗ୍ୟଶାଳୀ ରାଶି ମାନଙ୍କ ବିସୟରେ କହିବି ଯାହାଙ୍କ ଉପରେ ବଜରଙ୍ଗବାଲି ଙ୍କର କୃପା ବର୍ଷିବା ପାଇଁ ଜାଉଛି , ଭଗବାନ ବଜରଙ୍ଗବାଲି ତାଙ୍କର ଦୟା ଦୃଷ୍ଟିରୁ ଆପଣଙ୍କ ଜୀବନରେ ସବୁ ପ୍ରକାର ର ଖୁସୀ ଆସିବ ଏବଂ ଏହି ରାଶି ଗୋଡିକ କଠିନ୍ୟ ରୁ କଠିନ୍ୟ କାର୍ଯ୍ୟକୁ ସହଜରେ କରି ଆଗକୁ ବଢିବେ , ଆପଣଙ୍କ ପରିବାରରେ ଖୁସୀ ରହିବ , ଆପଣ ଙ୍କ ଘର୍େ କୈଣସି ମାଙ୍ଗଳିକ କାର୍ଯ୍ୟ କର୍ମ ହେବାର ସମ୍ଭାବନା ରହିଛି , ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ଦେଖା ଜାଉଛି ଭଗବାନ ବଜରଙ୍ଗବାଲି ଙ୍କର ନାମ ନେଇ ଯଦି ଆପଣ ସବୁ କାର୍ଯ୍ୟ ଆରମ୍ଭ କରୁଛନ୍ତି ତାହାଲେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳ ମିଳିବ ।bajrngbali

ମଙ୍ଗଳ ବାର ଓ ଶନିବାର ପ୍ରଭୁ ବଜରଙ୍ଗବାଲି ଙ୍କର ଧ୍ୟନ କରନ୍ତୁ ପୂଜା କରନ୍ତୁ ଏହା ସବୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସବୁ ଦୁଃଖ ସବୁଦିନ ପାଇଁ ଶେଷ ହୋଇଯିବ , ତେବେ ଆସନ୍ତୁ ଜାଣିବା ସେହିଁ ଭାଗ୍ୟଶାଳୀ ରାଶି ମାନଙ୍କ ବିସୟରେ । ବନ୍ଧୁଗଣ ଆପଣ ମାନେ ଜାଣି ରଖନ୍ତୁ ଯେ ପ୍ରଭୁ ବଜରଙ୍ଗବାଲି ଏବେ କିଛି ରାଶି ମାନଙ୍କ ଉପରେ ପଶ୍ରନ୍ନ ହୋଇ ସାରିଛନ୍ତି , ପ୍ରଭୁ ବଜରଙ୍ଗବାଲି ଙ୍କର କୃପାରୁ ତାଙ୍କର ଭକ୍ତିରେ ଏବେ ଖିସୀ ହୋଇ ସାରିଛନ୍ତି ଯାହା ଫଳରେ ଆସନ୍ତା କାଲିଠାରୁ ଏହି ରାଶି ମାଲାମାଲ ହେବାକୁ ଜାଉଛନ୍ତି , ଭଗବାନ ବଜରଙ୍ଗବାଲି ଙ୍କର କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ୍ ଶୀଘ୍ର ଆସିଯିବ , ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ , ଭଗବାନ ବଜରଙ୍ଗବାଲି ଙ୍କର କୃପାରୁ ଆପଣଙ୍କ ସବୁ ଅଧୁରା କାର୍ଯ୍ୟ ବା ଅଟକି ରହିଥିବା କାର୍ଯ୍ୟ ଏବେ ସେ ସବୁ ଦୁର ହେବାରେ ଲାଗିବ ।hanuman

ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ସେ ସବୁ ମଧ୍ୟ ଦୁର ହେବ , ତେବେ ପ୍ରଭୁ ବଜରଙ୍ଗବାଲି ଙ୍କର କୃପାରୁ ଯେଉଁ ରାଶି ଗୋଡିକ ଏବେ ଭାଗ୍ୟବାନ ହେବେ ସେହିଁ ରାଶି ଗୋଡିକ ହେଉଛନ୍ତି ମେଷ ରାଶି , କୁମ୍ଭ ରାଶି , ସିଂହ ରାଶି , ଧନୁ ରାଶି ଏବଂ ତୁଳା ରାଶି ମାନଙ୍କ ଉପରେ ପ୍ରଭୁ ବଜରଙ୍ଗବାଲି ଙ୍କର କୃପା ବର୍ଷିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *