ଘଡି ବା ଘଣ୍ଟା ଲଗାଇବାର ଠିକ ସ୍ଥାନ କେଉଁଠି ହେବା ଉଚିତ୍, ଜାଣନ୍ତୁ ନଚେତ….

ghadi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରେ ଘଣ୍ଟା ଲଗେଇବାର ସଠିକ୍ ଦିଗ ଏବଂ ସ୍ଥାନ କଣ କହେ ବାସ୍ତୁ ଶାସ୍ତ୍ର ଏହି କେଉଁ ସ୍ଥାନ ରେ ଲଗେଇଲେ ଅଶୁଭ ହୋଇ ଥାଏ, ଘର ର ଶୁଭ ତଥା ବହୁତ ଧନ ର ଉପାର୍ଜନ ପାଇଁ ଘରେ ବାସ୍ତୁ ହିସାବ ରେ ପ୍ରତ୍ୟେକ କାର୍ଯ୍ୟ କୁ କରିବା ସଠିକ୍ ହୋଇ ଥାଏ ସେହି ପରି ବେଳେ ବହୁତ ଥର ଘରେ ବାସ୍ତୁ ହିସବ ରେ କାର୍ଯ୍ୟ କରିବା ଦ୍ୱାରା ଆପଣ ମାନଙ୍କୁ ଏହାର ବହୁତ ଭଳ ଫଳ ମଧ୍ୟ ମିଳି ଥାଏ । ଆମେ ଆପଣ ମାନଙ୍କୁ ଆଜି ଏଠାରେ ଘରେ ଥିବା ଘଡି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ ଘରେ ଘଡି ରହିବା ବହୁତ ମହତ୍ୱ ରହି ଥାଏ ସେମିତି ରେ ବହୁତ ବୈଜ୍ଞ୍ୟାନିକ ମାନେ ଆଜି ପର୍ଯ୍ୟନ୍ତ ଏହି କଥା କୁ କେବେ ବି ବୁଝି ପାରିଲେ ନାହିଁ କି ବାସ୍ତୁ ଶାସ୍ତ୍ର ପଛରେ କଣ ରହସ୍ୟ ରହିଛି ବୋଲି ।wahs

ଘରେ ଥିବା ଘଡି ଆପଣଙ୍କ ବା ଘର କୈଣସି ବ୍ୟକ୍ତି ଙ୍କ ଗ୍ରହ ଚଳନ ଉପରେ ବହୁତ ପ୍ରକାରର ପ୍ରଭାବ ପକାଇ ଥାଏ ବହୁତ ସମୟ ରେ ଘରେ ଘଡି କୁ ଅଲଗା ସ୍ଛାନ ମାନଙ୍କ ରେ ଲଗାଇ ବା ଦ୍ୱାରା ଆପଣ ମାନଙ୍କ ଏବଂ ଘର ର ବାସ୍ତୁ ଉପରେ ବହୁତ ପ୍ରଭାବ ପକାଇ ଥାଏ । ସେମିତି ରେ ଆମେ ଆପଣ ଙ୍କୁ କହିବୁ କି ଘରେ ଯେଉଁ କାନ୍ଥ ରେ ଘଡି ଲଗାଇ ଦ୍ୱାରା ଆପଣଙ୍କ ପ୍ରତି ଖରାପ୍ ପ୍ରଭାବ ପଡି ଥାଏ ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଆପଣ ମାନେ ବୋଧ ହୁଏ ଜାଣି ନ ଥିବେ କି ଘର ର ଦକ୍ଷିଣ କାନ୍ଥ ରେ ଘଡି ଟାଙ୍ଗିବା ଦ୍ୱାରା ଘର ପ୍ରତି ଏହା ବହୁତ ଅଶୁଭ ମନା ଯାଏ । ଏହା କରିବାରୁ ସବୁ ବେଳେ ବଞ୍ଚିବା ଦରକାର ସେହି ପରି ଯଦି ଆମେ ବାସ୍ତୁ ର କା କହିବା ତେବେ ଘର ର ପୂର୍ବ ପଶ୍ଚିମ ଏବଂ ଉତ୍ତର କାନ୍ଥ ରେ ଘଡି କୁ ଲଗାଇବା ଉଚିତ୍ ହୋଇ ଥାଏ ସେମିତି ରେ ଯଦି ଆପଣ ମାନେ ଘର ର ମୂଖ୍ୟ ଦ୍ୱାର ର ଉପରେ ଘ଼ଡି କୁ ଲଗାଉ ଛନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ଥାଏ ।was

କେବଳ ସେତିକି ନୁହେଁ ବୈବାହିକ ଜିବନ ରେ ଅଧିକ ଖୁସି ନେବା ପାଇଁ ବେଡ୍ ର କାନ୍ଥ ରେ ଘଡି ଲଗାଇବା ଭହୁତ ଅଶୁଭ ହୋଇ ଥାଏ ସେହି ପରି ବେଳେ ଯଦି ଘରେ ଖରାପ୍ ଘଡି ରହିଛି ତେବେ ଏହା ଘର ଏବଂ ଆପଣଙ୍କ ଗ୍ରହ ପାଇଁ ବହୁତ ଅଶୁଭ ହୋଇ ଥାଏ ଭୁଲ ରେ ବି ଘରର କବାଟ ରେ ଘଡି ଲଗାଇବା ବହୁତ ଖରାପ୍ ହୋଇ ଥାଏ ଏବଂ ଆପଣ ମାନଙ୍କ ଉପରେ ଏହାର ନାକାରାତ୍ମକ ଶକ୍ତି ପଡି ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *