ଟଙ୍କା ବର୍ଷା କରୁଥିବା ( ଚମତ୍କାରି ଗଛ ) ଆପଣଙ୍କ ଭାଗ୍ୟ ବୃଦ୍ଧି କରିଥାଏ |

tree

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯତଷ ଶାସ୍ତ୍ରରେ ଅନେକ ଗଛ ଏବଂ ତାର ପତ୍ର ଫୁଲ ଫଳ ଡାଳ ଏବଂ ଚେରର ଅନେକ ଚମତ୍କାରି ଗୁଣ ବିସୟରେ ବର୍ଣ୍ଣତ ଅଛି , ଆଜି ମୁଁ ଏପରି ଏକ ଚମତ୍କାରି ଗଛ ବିସୟରେ ଜଣାଇବି ଯାହାକି ଅତି ସହଜରେ ଏବଂ ହାତ ପାଖରେ ମିଳିଯିବ ଏବଂ ତାହାର ଚମତ୍କାରି ଗୁଣ ବିସୟରେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ , ତେବେ ସେହିଁ ଗଛର ନାମ ହେଉଛି ଡାଳିମ୍ବ ଗଛ ଆପଣ ମାନେ ଜାଣିଥିବେ ଯେ ଏହି ଡାଳିମ୍ବ ଫଳଟିକୁ ମାତା ଦୂର୍ଗା , ମାତା ଲକ୍ଷ୍ମୀ ଏବଂ ମାତା କାଳୀଙ୍କୁ ଭୋଗ ଲଗାଇଲେ ମାତା ଖୁସୀ ହୋଇ ବରଦାନ କରିଥାନ୍ତି ।badina

ବନ୍ଧୁଗଣ ସମସ୍ତ ଫଳର କିଛି ଅଲଗା ଅଲଗା ମହତ୍ୱ ଥାଏ , ଯେହେତୁ ଡାଳିମ୍ବ ବିସୟରେ କହୁଛୁ ତେବେ ଏହା ସ୍ୱାସ୍ଥ ପାଇଁ ଅତ୍ୟନ୍ତ ସ୍ୱାସ୍ଥ କର ଫଳ ଟିଏ । ଯଦି ଜଣେ ଲୋକ ଏହି ଫଳଟିକୁ ପ୍ରତିଦିନ ଗୋଟିଏ ଗୋଟିଏ ଖାଏ ତେବେ ତାହାର ଅନେକ ରୋଗ ଦୁର ହୋଇଥାଏ , ଯେହେତୁ ମୁଁ ଆପଣ ମାନଙ୍କୁି ଏହା ଗୁଣ ବିସୟରେ ଜଣାଉଛି ତେବେ ଏହି ଡାଳିମ୍ବ ଗଛଟି ମଣିଷର ଭାଗ୍ୟକୁ ଉଜଳ କରିପାରେ ଆପଣଙ୍କ ଭାଗ୍ୟରେ ଯଦି ତାଲା ପଡି ଜାଇଛି ତେବେ ଆପଣଙ୍କ ଭାଗ୍ୟ ଖୋଲି ଦେଇପାରେ , ଏହା ମଧ୍ୟ ଜାଣି ରଖିବେ ଯେ ଏହି ଡାଳିମ୍ବ ଗଛ ଦ୍ୱାରା କୈଣସି ଦେବୀ ଦେବତା ଙ୍କୁ ପଶ୍ରନ କରି ପାରିବେ , କିନ୍ତୁ ମୁଁ ଡାଳିମ୍ବ ଫଳ ବସୟରେ ନୁହେ ଡାଳିମ୍ବ ଡାଳ ବିସୟରେ ଜଣାଇବି ଏହାର ଧାର୍ମୀକ ମହତ୍ୱ ବିସୟରେ ଜଣାଇବି ।dalimba

ଶାସ୍ତ୍ର ରେ ବର୍ଣ୍ଣୀତ ଅଛିକି ଏହି ଡାଳିମ୍ବ ଗଛରେ ଶ୍ରୀହରି ବିଷ୍ଣୁ ଏବଂ ମା ଲକ୍ଷ୍ମୀ ବାସ କରିଥାନ୍ତି ଏଣୁ ଅନେକ ଲୋକ ଏହି ଡାଳିମ୍ବ ଗଛକୁ ଘରେ ଲଗାଇ ପୂଜା କରିଥାନ୍ତି , ଆପଣ ମାନେ ମଧ୍ୟ ଏହା ଲକ୍ଷ୍ୟ କରିଥିବେ କି ଆହୁରି ଅନେକ ଲୋକ ମଧ୍ୟ ଘରର ମୁକ୍ଷ ଦ୍ୱାର ସମ୍ନାରେ ଲଗାଇ ଥାନ୍ତି କାରଣ ଏହି ଗଛ ଘରର ବାସ୍ତୁ ଦୋଶ ମଧ୍ୟ ଦୁର କରିଥାଏ ଏବଂ ଘରକୁ ସାକାର୍ତ୍ମକ ଉୃଝାରେ ଭରି ଦେଇଥାଏ , ଘରର ବାତା ବରଣ ରେ ମଧ୍ୟ ସୁଧତା ଆଣିଥାଏ ଏବଂ ଘରେ ଧନର ଅଭାବ ରହି ନଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *