ମ୍ୟାଚରେ ହଠାତ୍ ଉଲ୍ଲଗ୍ନ ହେଲେ ଖେଳାଳି । ଆଉ ତା ପରେ ଜାହା କଲେ

mach

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମ୍ୟଚ୍ ରେ ହଠାତ୍ ବେଟ୍ ଥୋଇ ଉଲଗ୍ନ ହେଲେ ବ୍ୟଟ୍ସ ମ୍ୟନ୍ ତେବେ ଏହି ଉଲଗ୍ନ ଖେଳାଳି ପାଇଁ ଅଟକି ଗଲା ମ୍ୟଚ୍ ଅଶ୍ଟେଲିଆ ରେ ଚାଲି ଥିବା ବିଗ୍ବା ସିଲ ନକ ଆଉଟ୍ ମୁକାବିଲା ରେ ବିଟ୍ସମ୍ୟନ୍ ସିଟ୍ ସିଗ୍ମି ଥଣ୍ଡର ବିପକ୍ଷ୍ୟ ରେ ବିଜୟ ଲାଭ କରିଛି ମ୍ୟଚ୍ ରେ ସିଡନୀ କୁ 7 ୱିକେଟ୍ ରେ ପରାସ୍ତ କରିଛି ଦଳ । ତେବେ ଏହି ମ୍ୟଚ୍ ରେ ଦର୍ଶକ ମାନଙ୍କୁ ବହୁତ ମଜା ଆସି ଥିଲା ଏବଂ ଏହି ମ୍ୟଚ୍ ସମୟରେ ଅନେକ ମଜାଦାର୍ ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା ,ପ୍ରଥମ ଇନିଙ୍ଗ୍ସ ରେ ବେଟିଂ କରି ଥିଲା ସିଡ୍ନି ଦଳ ର ବ୍ୟଟ୍ସ ମ୍ୟନ୍ ଉସ୍ମାନ କୁଆନା ଙ୍କ ଏହି ଦୃଶ୍ୟ କ୍ୟମେରା ରେ କୟେଦ୍ ହୋଇଛି ।mach

ଏବଂ ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି , ମ୍ୟଚ୍ ରେ ସେ ନିଜର ଅଣ୍ଡର ଗାର୍ମେଣ୍ଟ କୁ ସଜାଡୁ ଥିବାର ଦେଖିବା ପାଇଁ ମିଳି ଥିଲେ ନବମ ଓଭରରେ ସେ କିଛି ସମୟ ପାଇଁ ଅଟକି ଜାଇ ଥିଲେ ଏବଂ ସେହି ମ୍ୟଚ୍ ରେ ସିଏ 25 ବଲ୍ ରେ 26 ରନ୍ କରି ଥୁଲେ ଏବଂ ସେହି ସମୟ ରେ ସେ ଅଣ୍ଡରୱିଆର ତଳେ ରହି ଥିବା ଗାର୍ଡ କୁ ବଦଳେଇ ଥିଲେ ତାହା ପୁଣି ସମସ୍ତ ଙ୍କ ସାମ୍ନା ରେ ଏହା ଦେଖିବା ପରେ କମେଣ୍ଟେଟର ବିପକ୍ଷ୍ୟ ଖେଳାଳି ଏବଂ ଦର୍ଶକ ମାନେ ହସି ହସି ବେଦମ୍ ହୋଇ ଜାଇଥିଲେ ,mche

ଉସ୍ମାନ ନିଜର ପ୍ୟଣ୍ଟ କୋଲି ଅଣ୍ଡର ଗାର୍ମେଣ୍ଚ ତଳେ ରହି ଥିବା ଗାର୍ଡ କୁ ପରିବର୍ତନ କରି ଥିଲେ ଏବଂ ସେ ବି ସମସ୍ତ ଙ୍କ ସାମ୍ନା ରେ ଏହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *