ସ୍କୁଲ ପିଲାଙ୍କ ପାଇଁ ସରକାର କଲେ ବଡ ଘୋଷଣା ,

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣି ଥିବେ ଫେବୃଆରୀ ସେଷ ସୁଧା ପ୍ରାଇମେରି ସ୍କୁଲ ବା ପ୍ରଥମ ରୁ ଅଶ୍ଚମ ଶ୍ରେଣୀ ସ୍କୁଲ ଅପନ ହେବା କଥା ହେଲେ ଏବେ ଏବେ ଆଉ କିଛି ବଡ ଅପଡେଟ୍ ଆସି ସାରିଛି ଜାହାକୁ ଆପଣ ମାନେ ଦେଖନ୍ତୁ କି ପ୍ରଥମ ରୁ ଅଶ୍ଚମ ଶ୍ରେଣୀ ସ୍କୁଲ ଫେବୃଆରୀ ରେ ଖୋଲିିବ ନାହିଁ , ଜାହାକି ମାର୍ଚ୍ଚ ରେ ଅପନ୍ ହେବ , ତେବେ କେଉଂ ତାରିଖରେ ଅପନ୍ ହେବ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ,ତେବେ ସରଶ୍ୱତୀ ପୂଜା ପରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବ ଏହି ନେଇ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆ ଜାଇଥିଲା ,sc

ହେଲେ ଏହା ଆଉ ହେବ ନାହିଁ ବରଂ ମାର୍ଚ୍ଚ ମାସ ରେ ଖୋଲିବ ସ୍କୁଲ , ସରଶ୍ୱତୀ ପୂଜା ପରେ ମାନେ ଫେବୃଆରୀ 22 କିମ୍ଭା 23 ରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଯୋଜନା ରହିଥିଲା । ଏହାକୁ ଦୃଷ୍ଟି ରେ ରଖି SOP ପ୍ରସ୍ତୁତ କରା ଜାଇଥିଲା କେମିତି ଏବଂ କେଉଁ ଭଳି ଭାବେ 8 ଟି ଯାକ ଶ୍ରେଣୀ ର ପିଲା ମାନେ ପାଠ ପଢି ପାରିବେ ତାହାକୁ ନେଇ SOP ପ୍ରସ୍ତୁତ ହେବ ବୋଲି ଜଣା ପଡିଥିଲା , ତେବେ ଉଚ୍ଚ ବିଦ୍ୟାଳୟ , ସ୍ନାତକ ବିଦ୍ୟାଳୟ, ସମେତ ଅଙ୍ଗନୱାଡୀ ଖୋଲି ଗଲାଣୀ ପାଠ ପଢା ଏବେ ଆରମ୍ଭ ହୋଇଛି ତେବେ ଏହାତୁ ନଜର ରେ ରଖି ଗଣ ଶିକ୍ଷା ବିଭାଗ ପକ୍ଷ୍ୟ ରୁ ଏବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଲାଗି ଗଣଶିକ୍ଷା ଅଧିକାରୀ ମାନେ ଘନ ଘନ ବୈଠକ କରୁଛନ୍ତି ,school

ତେବେ ଆଜି ସୁଧା ମିଳି ଥିବା ସୂଚନା ଅନୁସାରେ ଫେବୃଆରୀ ମାସ ରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷ୍ୟ ରୁ ଗଣ ଶିକ୍ଷା ବିଭାଗ କୁ ଅନୁମତି ଦିଆ ଜାଇ ନାହିଁ, ଏବଂ ଫେବୃଆରୀ ପରିବର୍ତେ ଏବେ ମାର୍ଚ୍ଚ ମାସ ହେବ ହେଲେ କେଉଁ ତାରିଖ ରେ ହେବ ସେହି ସବୁ ସଠିକ୍ ଭାବେ ଜଣା ପଡି ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *