ଝିଅ ମାନଙ୍କର ଏହି ଜାଗାରେ ଥିଲେ ( କଳାଯାଇ ) ସୌଭାଗ୍ୟବତୀ ହୋଇଥାନ୍ତି

jay

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣ ତ ନାରୀ ମାନଙ୍କର ବାମ ଅଙ୍ଗରେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଯାଇ ବା ତିଳ ଚିହ୍ନ ରହିଲେ ତାହା ଶୁଭ ବୋଲି ମାନେ ଯାଏ , ତେବେ ଆଜି ଆମେ ଜାଣିବା ଶାସ୍ତ୍ର ଅନୁସାରେ ନାରୀ ମାନଙ୍କର କେଉଁ ଅଙ୍ଗରେ କଳାଯାଇ ରହିଲେ ସେହିଁ ନାରୀ ସୁଗୁଣା ଶୁସିଳା ହୋଇଥାଏ । ସମୁଦ୍ର ଶାସ୍ତ୍ର ଅନୁସାରେ ନାଭି ତଳେ ବା ନାଭି ପାଖରେ ତିଳ ଚିହ୍ନ ରହିଲେ ତାହା ଉତ୍ତମ ବୋଲି ମାନାଯାଏ , ଯେଉଁ ନାରୀର ଏହି ସ୍ଥାନରେ ତିଳ ଚିହ୍ନ ରହିଥାଏ ସେମାନେ ସମସ୍ତ ପ୍ରକାର ବୋଗ ବିଳାସ ଗାଡି ଘର ଏବଂ ଉତ୍ତମ ସ୍ୱାମୀ ମଧ୍ୟ ସେମାନଙ୍କ ଭାଗ୍ୟରେ ରହିଥାଏ । ସେହିପରି କୈଣସି ନାରୀର ପିଠିରେ ତିଳ ଚିହ୍ନ ରହିଲେ ସେହିଁ ନାରୀ ରୋମାଣ୍ଟିକ୍ ପ୍ରକୃତିର ହୋଇଥାନ୍ତି , ଧନ ଉପ୍ରାଜନରେ ଏମାନେ ମାହିର୍ ଅଟନ୍ତି ଏହା ସହିତ ଖର୍ଚ ମଧ୍ୟ ବହୁତ କରିଥାନ୍ତି ।tila

କୋଣସି ନାରୀର ମଥାରେ ତିଳ ତିହ୍ନ ରହିଲେ ସେହି ନାରୀ ବହୁତ ଧନି ପରୁସକୁ ବିବାହ କରିଥାଏ ଏବଂ ତାର ସ୍ୱାମୀ ଗୁଣବାନ ମଧ୍ୟ ହୋଇଥାଏ , ନିଜର ସ୍ୱାସ୍ଥ ଭଲ ରହିଥାଏ ଭଗବାନଙ୍କ ଉପରେ ଆସ୍ତା ରହିଥାଏ ଏବଂ ସମସ୍ତ ପ୍ରକାର ସୁଖ ବି ସେମାନଙ୍କୁ ମିଳିଥାଏ । ସେହିଁପରି ଯେଉଁ ନାରୀ ମାନଙ୍କର ବିସି ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ନାରୀ ଧନବାନ୍ ହୋଇଥାଏ ଏବଂ କିଛି ଲୋକଙ୍କ ଦ୍ୱାରା ମଧ୍ୟ ହଇରାଣ ହୋଇ ପାରନ୍ତି , ଏହା ସହ ଅନାମିକା ବା ପରି ଆଙ୍ଗୁଳିରେ ତିଳ ଚିହ୍ନ ରହିଥିଲେ ସେହିଁ ନାରୀ ମାନେ ଧନ ଜନ ଯୋଶ ଏବଂ ସମସ୍ତ ପ୍ରକାର ସୁଖ ପ୍ରାପ୍ତି କରିଥାନ୍ତି । ଯେଉଁ ନାରୀର ମଧ୍ୟମ ଆଙ୍ଗୁଳିରେ ତିଳ ଚିହ୍ନ ରହିଥାଏ ସେହିଁ ନାରୀ ସାନ୍ତ ସଭାବ ର ହୋଇଥାନ୍ତି । ଯେଉଁ ନାରୀ ଙ୍କର କାଣି ଆଙ୍ଗୁଳିରେ ତିଳ ଚିହ୍ନ ରହିଥାଏ ସେହିଁ ନାରୀ ସମସ୍ତ ପ୍ରକାର ଯୋଶ ପ୍ରାପ୍ତି କରିଥାନ୍ତି ।til

ହାତର ପାପୁଲିରେ ତିଳ ଚିହ୍ନ ରହିଥିଲେ ସେହିଁ ନାରୀ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ଗଳାରେ ବା ବେକରେ ଯେଉଁ ନାରୀ ଙ୍କର ତିଳ ଚିହ୍ନ ରହିଥାଏ ସେହିଁ ନାରୀ ବହୁତ ଉତ୍ତମ ହୋଇଥାନ୍ତି , ସ୍ୱାମୀ ଏବଂ ପରିବାର ପ୍ରତି ବହୁତ ଭଲ ପାଇଥାନ୍ତି । ଯେଉଁ ନାରୀ ଙ୍କର ଅଣ୍ଟାରେ ତିଳ ଚିହ୍ନ ରହିଥାଏ ସେହିଁ ନାରୀ ବହୁତ ଉଚ୍ଚ ପଦବିରେ ପହଞ୍ଚି ଥାନ୍ତି । ତେବେ ବନ୍ଧୁଗଣ ଇଏ ଥିଲା ନାରୀ ମାନଙ୍କର ତିଳ ଚିହ୍ନ ବିସୟରେ ଯାହା ସେମାନଙ୍କୁ ଭାଗ୍ୟଶାଳୀ ପ୍ରଦାନ କରିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *