ଓଡ଼ିଆ ହିରୋ ମାନଙ୍କ ପ୍ରକୃତ ବୟସ ଆଗରୁ ଜାଣିନଥିବେ

hero

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ହିରୋ ମାନଙ୍କକୁ ବହୁତ ଭଲ ଭାବେ ଜାଣି ଥିବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ଓଲିଉଡ ଅଭିନେତା ମାନଙ୍କ ପ୍ରକୃତ ବୟସ ବିଷୟ ରେ କହିବୁ ତେବେ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ଆମ ଲିଷ୍ଟ ରେ ପ୍ରଥମେ ଆସୁଛନ୍ତି ସ୍ୱରାଜ ବାରିକ୍ ଶିଶୁ କଳାକାର ଭାବେ ଓଲି୍ଉଡ ରେ ପାଦ ରଖି ଥିବା ତାଙ୍କର ଜନ୍ମ 24 ଜାନୁଆରୀ 1998 ହୋଇ ଥିବା ତାଙ୍କର ବର୍ତମାନ ବୟସ ହେଲା 24 ବର୍ଷ ଏଏବଂ ଦୁଇ ରେ ଆସୁଛନ୍ତି ଜ୍ୟୋତି ରଂଞନ ସେମିତି ରେ ଆପଣ ମାନେ ଜ୍ୟୋତି ଙ୍କୁ ବହୁତ ସାରା ସିନେମା ରେ ଦେଖି ଥିବେ ଏବଂ ତାଙ୍କର ଅଭିନୟ ଙ୍କୁ ବି ଆପଣ ମାନେ ଦେଖି ଥିବେ ତେବେ ତାଙ୍କର ଜନ୍ମ 21 ଅକ୍ଟୋବର 1992 ରେ ତେବେ ତାଙ୍କର ବର୍ତମାନ ବୟସ ହେଲା 30 ବର୍ଷ ।swaraj

ସେହି ପରି ବନ୍ଧୁଗଣ ଆପଣ ମାନେ ଅମ୍ଲାନ୍ ଙ୍କୁ ତ ନିଶ୍ଚିତ ଭାବେ ଜାଣି ଥିବେ ସେମିତି ରେ ତାଙ୍କର ଜନ୍ମ ବି 30 ମାର୍ଚ୍ଚ 1992 ରେ ହୋଇ ଥିବା ବେଳେ ତାଙ୍କର ବୟସ 30 ବର୍ଷ ଅଟେ । ଏହା ପରେ ଅର୍ଦ୍ଧେନ୍ଦୁ ଏହି ଅଭିନେତା ଙ୍କ ଅଭିନୟ ବି ଆପଣ ମାନେ ଦେଖି ଥିବେ 29 ଅକ୍ଟୋବର 1990 ରେ ହୋଇ ଥିବା ବେଳେ ତାଙ୍କର ବର୍ତମାନ ବୟସ ହେଲା 32 ବର୍ଷ ଏହା ପରେ ବାବୁସାନ ମହାନ୍ତି ରହିଛନନ୍ତି ବାବୁସାନ ଙ୍କୁ କିଏ ବା ନ ଜାଣିଛି , ତାଙ୍କର ଜନ୍ମ 30 ଜୁଲାଇ 1989 ରେ ହୋଇ ଥିବା ବେଳେ ତାଙ୍କର ବୟସ 33 ବର୍ଷ ,sabya

ଏବଂ ପରେ ରହିଛନ୍ତି ସବ୍ୟସାଚୀ ଆପଣ ମାନେ ସବ୍ୟ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ତେବେ ତାଙ୍କର ଜନ୍ମ 6 ଅକ୍ଟୋବର 1985 ରେ ହୋଇ ଥିବା ବେଳେ ତାଙ୍କର ବୟସ 37 ବର୍ଷ ଅଟେ ଏହା ପରେ ଅନୁଭବ ମହାନନ୍ତି ରହିଛନ୍ତି , ତାଙ୍କର ଜନ୍ମ 24 ଡିସେମ୍ବର 1981 ରେ ହୋଇ ଥିବା ବେଳେ ତାଙ୍କର ବୟସ 41 ବର୍ଷ ଅଟେ , ତେବେ ଏହି ମଧ୍ୟ ରୁ ଆପଣ ମାନଙ୍କୁ କେଉଁ ହିରୋ ଆପଣ ମାନଙ୍କୁ ପସନ୍ଦ ନିଶ୍ଚିତ ଭାବେ ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *