ସକାଳେ ଖାଲି ପେଟରେ ବାସି ରୁଟି ଖାଇବା ର ଫାଇଦା କୁ ଦେଖି ଡକ୍ଟର ମଧ୍ୟ ଚକିତ ହୋଇଗଲେ ।

ruti

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ । ବନ୍ଧୁଗଣ ଯେତେବେଳେ ଆମକୁ ଖାଇବା କଥା କୁହାଯାଏ ଆମେ ମନ ରେ ଗୋଟେ ଧାରଣା ରହିଛି କୁ ବସି ଖାଦ୍ୟ କୁ କେବେ ବି ସେବନ କରିବା ଉଚିତ୍ ନୁହେଁ ସବୁବେଳେ ତାଜା ଖାଦ୍ୟ ଖାଇବା ଉଚିତ୍ । କିନ୍ତୁ ବାସି ରୁଟି ଖାଇବା ଦ୍ଵାରା ଆମ ଶରୀର ପାଇଁ ବହୁତ୍ ଲାଭ ହୋଇଥାଏ ତେବେ ସେହି ବାସି ରୁଟି କିପରି ହେବା ଉଚିତ୍ ଆସନ୍ତୁ ଜାଣିବା । ବନ୍ଧୁଗଣ ଗହମ ଅଟା ରୁ ପ୍ରସ୍ତୁତ ହୋଇଥିବା ରୁଟି ଯାହାକୁ ୮ ଘଣ୍ଟା ପାଇଁ ରୋଷେଇ କରି ରଖି ଦିଆଯାଇଥାଏ ତାହା ମଧ୍ୟରେ ଏପରି ଅନେକ ଆଣୁଜିବ ତିଆରି ହୋଇଥାନ୍ତି ଯାହାକି ଶରୀର ପାଇଁ ଉତ୍ତମ ହୋଇଥାଏ ।ruti

ଯଦି ଆପଣ ରାତିରେ ପ୍ରସ୍ତୁତ ହୋଇଥିବା ରୁଟି କୁ ସକାଳେ ଖାଇବେ ତାହେଲେ ଏହା ଆପଣଙ୍କ ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ । ତେବେ ଏହି ବାସି ରୁଟି କୁ କିପରି ଆମେ ଖାଇବା । ଏହି ବାସି ରୁଟି କୁ ଗାଈ କ୍ଷୀର ରେ ୧୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖି ତାହା ପରେ ଏହାକୁ ଖାଲି ପେଟରେ ସେବନ କରିବେ । ତେବେ ଯଦି ଆପଣ ଏହିପରି ପ୍ରତିଦିନ ସକାଳୁ କରିବେ ତାହେଲେ ଆପଣଙ୍କ ବହୁତ୍ ପ୍ରକାରର ରୋଗ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହାକୁ ସେବନ କରିବା ଦ୍ୱାରା କେଉଁ କେଉଁ ସବୁ ରୋଗ ଭଲ ହୋଇଥାଏ ।roti

ସବୁଠୁ ପ୍ରଥମେ ଆସୁଛି ମଧୁମେହ । ଏହା ଏକ ଏପରି ରୋଗ ଯାହାକୁ କି ଆଜିର ମେଡିକାଲ ଚିକିତ୍ସା କହୁଛି କି ଏହା କେବେ ବି ଭଲ ହେବ ନାହିଁ କିନ୍ତୁ ଆୟୁର୍ବେଦ ଏହା କୁହେ କି ଏମିତି କିଛି ରୋଗ ନାହିଁ ଯାହା ଭଲ ହେବ ନାହିଁ ।ଆୟୁର୍ବେଦ ଅନୁସାରେ ଶରୀରରେ ୩ ପ୍ରକାରର ଦୋଷ ଥାଏ ଯେମିତିକି ବାତ ପିତ ଏବଂ କଫ । ଏହି ମଧୁମେହ ପିତ ଦୋଷ ର ଅନ୍ତର୍ଗତ ଅଟେ । ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ । ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *