କଥା କଥାରେ କାନ୍ଦୁଥିବା ଝିଅ ହୋଇଥାନ୍ତି ବହୁତ୍ ( ଭାଗ୍ୟଶାଳୀ )

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରାୟତ ଆପଣ ମାନେ କିଛି ମହିଳା ମାନଙ୍କୁ ଦେଖିଥିବେ ଯେଉଁ ମାନେ ଛୋଟିଆ ଛୋଟିଆ କଥାରେ ଦୁଃଖି ହୋଇଥାନ୍ତି କି କାନ୍ଦୀବାକୁ ଲାଗିଥାନ୍ତି କିନ୍ତୁ ବହୁତ ଲୋକ ତାଙ୍କର ଏହି ଅଭ୍ୟସ କାରଣରୁ ତାଙ୍କୁ ଦୂର୍ବଳ ଭାବିଥାନ୍ତି ଏବଂ ତାଙ୍କର ପରିହାସ୍ କରିଥାନ୍ତି କେବଳ ଏତିକି ନୁହେ ହିସିବାକୁ ଲାଗିଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ମହିଳା ବିସୟରେ କିଛି ଏପରି କଥା କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ଆଉ ତାଙ୍କ ଉପରେ ହସିବେ ନାହିଁ ଏବଂ ତାଙ୍କର ବହୁତ ସ୍ନମାନ କରିବାକୁ ଲାଗି ଯିବେ , ତେବେ ଆସନ୍ତୁ ଜାଣିବା କିପରି ହୋଇଥାନ୍ତି କଥା କଥାରେ କାନ୍ଦୁଥିବା ମହିଳା ମାନେ । ଯେମିତି କି ଏହି ଝିଅ ମାନେ ଅତ୍ୟନ୍ତ ଶାନ୍ତ ହୋଇ ଥାନ୍ତି ।k

ଏବଂ ଏମାନେ ଅତି ଲାଜୁଆ ହୋଇ ଥାନ୍ତି । ଏମାନେ ସବୁ ବେଳେ ଟିକିଏ ଟିକିଏ କଥା ରେ କାନ୍ଧି ପକାନ୍ତି । ଡାକ୍ତର ମାନଙ୍କ ମତ ରେ ଯଦି ଆମେ ଆପଣ ମାନଙ୍କୁ କହିବୁ ତେବେ ଯେଉଁ ଝିଅ ମାନେ ଅଧିକ ପରିମାଣ ରେ କାନ୍ଧି ଥାନ୍ତି ସେମାନଙ୍କ ମନ ସେତେ ପରିମାଣ ରେ ନିର୍ମଳ ଏବଂ ସେମାନଙ୍କ ମନ ହ୍ଲାକା ରହି ଥାଏ । ତଥା ଶରୀର ଉତ୍ତମ ରହିବା ସହିତ ପ୍ରତ୍ୟେକ କଥା କୁ ଏମାନେ ଅତି ସହଜ ରେ ବୁଝି ପାରନ୍ତି । ଏମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇ ଥିବାରୁ ଏମାନେ ପ୍ରତ୍ୟେକ କଥା କୁୂ ସବୁ ସମୟ ରେ ହୃଦୟ ର ସହିତ ଅନୁଭବ କରିବା ପାଇଁ ଚେଷ୍ଟା କରନ୍ତି । ଏମାନେ ପରିବାର ର ପ୍ରତ୍ୟେକ ବ୍ୟକ୍ତି ମାନଙ୍କ କଥା କୁ ବୁଝି ପାରୁ ଥିବାରୁ ଏମାନେ ପରିବାର ଠାରୁ ବହୁତ ଭଲ ପାଇବା ପାଇ ଥାନ୍ତି । ସେହି ପରି ଭାବେ ଏମାନେ ସଶୁର ଘରେ ଭଲ କାର୍ଯ୍ୟ କରିବା ପରି ଭାବି ଥାନ୍ତି ଏବଂ କର୍ମ କରନ୍ତି ।c

ଏମାନଙ୍କ ମୂଖ୍ୟ କାମ ଶାସୁ ସଶୁର ଙ୍କ ସେବା କରିବା ଏବଂ ଛୋଟ ପିଲା ମାନଙ୍କ କଥା ବୁଝିବା ସହିତ ପରିବାର ର ସମସ୍ତ କାମ କୁ ଏମାନେ ନିଜେ ଏକା କରି ଦେଇ ଥାନ୍ତି । ଖାସ୍ କରି ଏମାନେ ଜିବନ ସାଥି ଙ୍କ ଭାବନା କୁ ଏମାନେ ଅତି ସହଜ ରେ ବୁଝି ପାରନ୍ତି । ଏମାନେ ଲାଜୁଆ ହୋଇ ଥିବାରୁ ଏମାନଙ୍କୁ ଅନେକ ସମ୍ମାନ ବି ଦେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *