ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଲେଉଟିବ ଲକଡାଉନ୍ ଦେଶ ପୁଣି ଉଠିଲା କୋରନା ସଂଙ୍କ୍ରମଣ ଆବଶ୍ୟକ ପଡିଲେ ହୋଇପାରେ ଲକଡାଉନ୍ ତେବେ ଆସନ୍ତୁ ଦେଖିବା ବର୍ତମାନ କଣ ରହିଛି ରାଜ୍ୟ ରେ କୋରନା ସ୍ଥିତି ତେବେ କଣ ସତ ରେ ହେବ ଲକଡାଉନ୍ ତେବେ ପୁଣି ଦେଶ ରେ ଉପର ମୁହାଁ ହୋଇଛି କୋରନା ସଂଙ୍କ୍ରମଣ ଗତ 27 ଦିନ ପରେ ଗୋଟିଏ ଦିନ ରେ ହିଁ ପାଖା ପାଖି 14 ହଜାର ଆକ୍ରାନ୍ତ ଚିହ୍ନଟ ହୋଇ ଥିବାର ଦେଖିବା ପାଇଁ ମିଳିଛି ,
ଗତ 24 ଘଣ୍ଟା ରେ ଦେଶ ରେ 13993 ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ 101 ଜଣଙ୍କର ମୃତ୍ୟୁ ହୋଇ ଥିବା ଦେଖିବା ପାଇଁ ମିଳିଛି , ସେହି ପରି 24 ଘଣ୍ଟା ମଧ୍ୟରେ କୋରନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି 10307 ଜଣ । ତେବେ ଦେଶ ର କିଛି ଦିନ କୋରନା ସଂଙ୍କ୍ରମଣ ହ୍ରାସ ପାଉ ଥିବା ବେଳେ ପୁଣି ବଢିଛି ସଂଙ୍କ୍ରମଣ ଚିନ୍ତା ଫଳ ରେ ପାଞ୍ଚ ଟି ରାଜ୍ୟ କୁ ସତର୍କ ରହିବା କୁ ସୂଚନା ଦିଆ ଜାଇଛି , ତେବେ ବର୍ତମାନ ସମୟରେ କୋରନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି 143127 ଜଣ ମହାରାଷ୍ଟ୍ର ଏବଂ କେରଳ ରେ କୋରନା ସଂଙ୍କ୍ରମଣ ବୃଦ୍ଧି ପରେ ଏବେ ରାଜ୍ୟ ସରକାର ଙ୍କ ଚିନ୍ତା ବଢେଇଛି ।
ରାଜ୍ୟରେ କୋରନା ସ୍ଥିତି କୁ ନେଇ ପ୍ରତିକ୍ରିୟା ରଖିଛନ୍ତି DMD ବର୍ତମାନ ସ୍ଥିତି ଆମ ରାଜ୍ୟ ରେ କୋରନା ସଂଙ୍କ୍ରମଣ କମ୍ ରହିଛି , ତେବେ ଯଦି ସ୍ଥିତି ଆଗକୁ ଖରାପ ପ଼ଡେ ତେବେ ଆବଶ୍ୟକ ପଡିଲେ ଲକଡାଉନ୍ କରା ଯିବ ବୋଲି କହିଛନ୍ତି ଡାକ୍ତର CBK ମହାନ୍ତି,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।