ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟରେ ବଲିଓଡ୍ ଇଣ୍ଡ।ଷ୍ଟ୍ରୀ ରୁ ଆସିଲା ପୁଣି ଦୁଃଖର ଖବର , ରାମଧାରୀ ଗଙ୍ଗା ମେଲି ଏମିତି ଅଭିନେତା ଏମିତି ଅନେକ ଗୋଡିଏ ଚଳଚିତ୍ର ରେ କାମ କରି ସାରିଥିବା ଅଭିନେତା ରାଜୀବ କପୁର ଆଜି ଆମ ଗହଳ ରେ ନାହାନ୍ତି । ଏଥର ଏକ ଦୁଃଖ ଦାୟକ ଖବର ଆମ ସାମ୍ନାକୁ ଆସିଲା ପରେ ବଲିଓଡ୍ ଇଣ୍ଡ।ଷ୍ଟ୍ରୀ ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ସାରିଛନ୍ତି , ଅଚାନକ କଣ ପାଇଁ ତାଙ୍କର ମୃତ୍ୟୁ ଘଟିଲା ହଟାତ୍ ବଲିଓଡ୍ ଇଣ୍ଡ।ଷ୍ଟ୍ରୀ ରେ ଏତେ ବଡ କ୍ଷତି ସମ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣି ରଖନ୍ତୁ ଯେ ରାଜ କପୁର ଙ୍କ ପୁଅ ରାଜୀବ କପୁର ଗତ କାଲି ଅର୍ଥାତ୍ ଫେବୁଆରି 9 ତାରିଖ ରାଜିବ ସକାଳେ ନିଜର ଘରେ ଥିବା ସମୟରେ ହୃତଘାତ କାରଣରୁ ତାଙ୍କୁ ହସ୍ପିଟାଲ୍ ଏଡମିଟ୍ କରା ଜାଇଥିଲା । ହେଲେ ମୁବାୟ ସ୍ଥିତ ଇଲାକ ହସ୍ପିଟାଲ୍ ରେ ରାଜୀବ କପୁର ଚିକିତ୍ସା ହଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ବନ୍ଧୁଗଣ ଆପଣ ମାନେ ଜାଣି ରଖନ୍ତୁ ଯେ ରାଜୀବ କପୁର ଙ୍କ ମୃତ୍ୟୁ ବେଳକୁ ତାଙ୍କର ବୟସ ହୋଇଥି୍ଲା ମାତ୍ର 58 ବର୍ଷ ଏବଂ ମାତ୍ର 58 ବର୍ଷରେ ରାଜୀବ ସବୁଦିନ ପାଇଁ ବଲିଓଡ୍ ଇଣ୍ଡ।ଷ୍ଟ୍ରୀ ରୁ ଦୁରେଇ ଜାଇଛନ୍ତି ।
ବନ୍ଧୁଗଣ ଆପଣ ମାନେ ନିଶ୍ଚିନ୍ତ ଭାବରେ ଜାଣିଥିବେ ଯେ ରାଜୀବ କପୁର ଙ୍କ ଭାଇ ଯିଏ କି ଥିଲେ ରସି କପୁର ତାଙ୍କର ମୃତ୍ୟର ଗୋଟିଏ ବର୍ଷ ବହି ପୁରି ନାହିଁ ଏବଂ ଅଚାନକ ଆଉ ଜଣେ ଭାଇଙ୍କ ମୃତ୍ୟୁ ଏବଂ କପୁର ପରିବାର ରେ ସୋକର ଛାୟା ଖେଳି ଜାଇଛି । ବନ୍ଧୁଗଣ ଆପଣ ମାନେ ଜାଣି ରଖନ୍ତୁ ଯେ ରସି ଏବଂ ରାଜୀବ କପୁର ଙ୍କ ବଡ ଭାଇ ଯିଏ ଥିଲେ ରଣଧୀବ କପୁର ସେ ନିଜେ ନିଜ ଭାଇଙ୍କର ମୃତ୍ୟୁ ଖବର କୁ ନିଜର ଫେୟନ ମାନଙ୍କୁ ନିଜେ ଶସିୟଲ୍ ମିଡିଆ ରେ ଜଣାଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।