ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଯେମିତି କି ଆପଣ ମାନେ ଦେଖିବା ପାଇଁ ପାଉ ଥିବେ ଏବେ ଏବେ କେଉଁ ପରି ଭାବେ ଅପଡେଟ୍ ଆସି ସାରିଛି ଆସୁ ଥିବା ପୂଜା ପରେ ଖୋଲି ପାରେ ପ୍ରାଥମିକ ବିଦ୍ୟାଳୟ ଏମିତି କି ଆପଣ ମାନେ ସମସ୍ତେ ଜାଣିଛନ୍ତି କି ସମସ୍ତ କଲେଜ୍ ଏବଂ ନବମ , ଦଶମ ଶ୍ରେଣୀ ବି ଖୋଲି ସାରିଛିି ଏବଂ ବାକି ରହିଛି ପ୍ରଥମ ରୁ ଅଶ୍ଟମ ଏହି ନେଇ କିଛି ବଡ ଘୋଷଣା ଆସି ସାରିଛି ଏହି ବିଷୟ ରେ ଆମେ ଜାଣି ନେବା ବାସ୍ ଆପଣ ମାନେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।
ତେବେ ସରଶ୍ୱତୀ ପୂଜା ପରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବ ଏହି ନେଇ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆ ଜାଇଛି , ନିୟମିତ ଭାବେ ସ୍କୁଲ ଆସିବା ସହିତ ପୂର୍ବାହ୍ନ 10 ରୁ 4 ଟା ପର୍ଯ୍ୟନ୍ତ କେମ୍ଫସ୍ ରେ ରହିବା କୁ ଶିକ୍ଷ୍ୟକ ମାନଙ୍କୁ କୁହା ଜାଉଛି , ତେବେ କେଉଁ ଦିନ ଖୋଲିବ ତାହା ବର୍ତମାନ ସମୟରେ ଧାର୍ଝ୍ୟ ହୋଇ ନ ଥିବା ବେଳେ ତଥାପି ସରଶ୍ୱତୀ ପୂଜା ପରେ ମାନେ ଫେବୃଆରୀ 22 କିମ୍ଭା 23 ରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଯୋଜନା ରହିଛି । ଏହାକୁ ଦୃଷ୍ଟି ରେ ରଖି SOP ପ୍ରସ୍ତୁତ କରା ଜାଉଛି କେମିତି ଏବଂ କେଉଁ ଭଳି ଭାବେ 8 ଟି ଯାକ ଶ୍ରେଣୀ ର ପିଲା ମାନେ ପାଠ ପଢି ପାରିବେ ତାହାକୁ ନେଇ SOP ପ୍ରସ୍ତୁତ ହେବ ବୋଲି ଜଣା ପଡୁଛି ,
ତେବେ ଉଚ୍ଚ ବିଦ୍ୟାଳୟ , ସ୍ନାତକ ବିଦ୍ୟାଳୟ, ସମେତ ଅଙ୍ଗନୱାଡୀ ଖୋଲି ଗଲାଣୀ ପାଠ ପଢା ଏବେ ଆରମ୍ଭ ହୋଇଛି ତେବେ ଏହାତୁ ନଜର ରେ ରଖି ଗଣ ଶିକ୍ଷା ବିଭାଗ ପକ୍ଷ୍ୟ ରୁ ଏବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଲାଗି ଗଣଶିକ୍ଷା ଅଧିକାରୀ ମାନେ ଘନ ଘନ ବୈଠକ କରୁଛନ୍ତି ,ଏବଂ ଏହା ସହିତ ପୂର୍ବାହ୍ନ 10 ଟାରୁ ଅପରାହ୍ନ 4 ଯାଏ ପଢା କରା ଯିବ ନାହିଁ ଏହା ବଦଳ ରେ ପ୍ରତି ଶ୍ରେଣୀ ର କ୍ଲାସ୍ 4 ଘଣ୍ଟା ଲେଖଏଁ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।