ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଘମାସ ର ପଞ୍ଚମୀ ତିଥି କୁ ଶ୍ରୀ ପଞ୍ଚମୀ କୁହା ଯାଏ ଏହି ଦିନ ସଂସ୍କୃତିକ ମତ ରେ ବହୁତ ମହତ୍ୱ ପୂର୍ଣ୍ଣ ରହିଅଛି ପୁରାଣ ଅନୁସାରେ ଏହି ଦିନରେ ବ୍ରହ୍ମ ଦେବତା ମାତା ଶରସ୍ୱତୀ ଙ୍କୁ ସ୍ମରଣ କରି ଥିଲେ । ଏବଂ ତା ପରେ ଦେବୀ ଶରସ୍ୱତୀ ଙ୍କ ଆଗମନ ହୋଇ ଥିଲା,ଏହି କାରଣ ପାଇଁ ଯୁଗ ଯୁଗ କୁ ଏହି ଦିନରେ ଦେବୀ ଶରସ୍ୱତୀ ଙ୍କୁ ଏହି ଦିନ ରେ ପୂଜା କରା ଜାଇ ଥାଏ ,
ଏହି ଦିନ ଜ୍ଞ୍ୟାନ ର ବୃଦ୍ଧି ଏବଂ ଉନ୍ନତି ପାଇଁ ପରମ୍ପରା ରହିଛି ମାଘ ମାସ ର ଶୁକ୍ଳ ପକ୍ଷ ର ପଞ୍ଚମୀ କୁ ବସନ୍ତ ପଞ୍ଚମୀ ବା ଶରସ୍ୱତୀ ପୂଜା ବୋଲି କୁହା ଯାଏ ଏହି ଥର ଏହି ତିଥି 16 ଫେବୃଆରୀ ସକାଳ 3.30 ମିନିଟ୍ ରୁ ଆରମ୍ଭ ହୋଇ 17 ଫେବୃଆରୀ ସକାଳ 5.22 ମିନିଟ୍ ରେ ସେଷ ହେବ । ସେହିଥି ପାଇଁ ଏହି ଥର ଶ୍ରୀ ପଞ୍ଚମୀ ତିଥି 16 ଫେବୃଆରୀ ମଙ୍ଗଳବାର ଦିନ ପାଳନ କରା ଯିବ ।
ପୂଜା କରିବାର ଶୁଭ ମୁହୁର୍ତ୍ୱ 16 ଫେବୃଆରୀ ସକାଳ 6.19 ମିନିଟ୍ ରୁ ଅପରାହ୍ନ 12.36 ମିନିଟ୍ ଯାଏ ରହିବ , ତେବ ବନ୍ଧୁଗଣ ଆପଣ ମାନେ ଯଦି ଜଣେ ଛାତ୍ର ଛାତ୍ରୀ ଅଟନ୍ତି ତେବେ ଆପଣ ମାନେ ଏହି 16 ଫେବୃଆରୀ ମାନେ ଶ୍ରୀ ପଞ୍ଚମୀ ଦିନ ରେ ନିଜ ପଢା ବହି ମଧ୍ୟରେ ରଖି ଦିଅନ୍ତୁ ମୟୁର ପଂଖ ଏବଂ ପରେ ଆପଣ ମାନଙ୍କୁ ସବୁ ଥିରେ ମିଳିବ ସଫଳତା ,ଏହାକୁ ଅନ୍ୟ ମାନେ ବି ପ୍ରୋୟଗ କରି ପାରିବେ ,
ଶାସ୍ତ୍ର ଅନୁସାରେ ଆପଣ ମାନେ ଯଦି କୈଣସି ବି କ୍ଷେତ୍ର ରେ ବି କାମ କରୁ ଥାନ୍ତୁ ନା କାହିଁକି ଆପଣ ମାନେ ଏହି ଦିନ ରେ ନିଶ୍ଚିତ ଭାବେ ସେହି ସ୍ଥାନ ରେ ଏକ ମୟୁର ପଂଖ ଙ୍କୁ ରଖି ଦିଅନ୍ତୁ ଏବଂ ପରେ ଆପଣ ମାନଙ୍କ ଉପରେ ନିଶ୍ଚିତ ଭାବେ ଶରସ୍ୱତୀ ଙ୍କ ଆଶ୍ରୀବାଦ ମିଳିବ । ଏହା ସହିତ ଆପଣ ମାନେ ଯେକୈଣସି ବି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣ ମାନଙ୍କୁ ସେହି ଥିରେ ନିଶ୍ଚିତ ଭାବେ ସଫଳତା ପ୍ରାପ୍ତି ହେବ , ଏହା ସହିତ ବିଦ୍ୟାର୍ଥି ମାନଙ୍କୁ ବୁଦ୍ଧି ମିଳିବାର ସହିତ ଜ୍ଞ୍ୟାନ ପ୍ରାଦନ କରିବେ ମାତା ଶରସ୍ୱତୀ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।