ରାତି ରେ ଶୋଇବା ସମୟରେ ରସୁଣ ଖାଇ ୩ ଦିନରେ ଏହାର ପ୍ରଭାବ ଦେଖନ୍ତୁ ,ଘଟିବ ଏମିତି ଚମତ୍କାର

rasan

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ।  ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ । ବନ୍ଧୁଗଣ କଣ ଆପଣମାନେ ଥଣ୍ଡା ଔଷଧ ଦ୍ଵାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ କୁ ଭଲ କରିପାରିବେ । ତ ଆପଣ ମାନେ ଏହା ନିଶ୍ଚିନ୍ତ ଚିନ୍ତା କରୁଥିବେ କି ସର୍ଦ୍ଦି ଔଷଧ ଖାଇବା ଦ୍ୱାରା ତ କେବଳ ସର୍ଦ୍ଦି ହିଁ ଭଲ ହୁଏ କିନ୍ତୁ କ୍ୟାନ୍ସର ତ ଠିକ୍ ହେବ ନାହିଁ । କିନ୍ତୁ ଏପରି ନୁହେଁ । ଯଦି ଆମେ ମାନେ ଆଜିକାଲି ର ମେଡିକାଲ ଚିକିତ୍ସା ବିଷୟରେ ଦେଖିବା ତାହେଲେ ଏହା ସମ୍ଭବ ନୁହେଁ । ଆଜିକାଲି ଆପଣଙ୍କୁ ସର୍ଦ୍ଦି ହେ ଡକ୍ଟର ଆପଣଙ୍କୁ କେତେ ପ୍ରକାରର ସର୍ଦ୍ଦି ଔଷଧ ଦେଇଥାଏ । କିନ୍ତୁ ଯଦି ଆପଣ ଆୟୁର୍ବେଦ ରେ ଦେଖିବେ ଆୟୁର୍ବେଦ ରେ କେବଳ ଗୋଟିଏ ଜିନିଷ ଦ୍ଵାରା ଆପଣ ସର୍ଦ୍ଦି ଠୁ ଆରମ୍ଭ କରି କ୍ୟାନ୍ସର ଭଳି ମାରାତ୍ମକ ରୋଗ କୁ ଭଲ କରି ପାରିବେ ।garlic

କାହିଁକି ନା ଆଜିର ମେଡିକାଲ ଚିକିତ୍ସା ପ୍ରଣାଳୀ ଆୟୁର୍ବେଦ ର ଚିକିତ୍ସା ପ୍ରଣାଳୀ ଠୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଆୟୁର୍ବେଦ ଏହା କହିଥାଏ କି ସବୁ ପ୍ରକାରର ରୋଗ ଗୋଟେ ପ୍ରକାରର । ଆୟୁର୍ବେଦ ରେ କୌଣସି ରୋଗ କୁ ବହୁତ୍ ଅଧିକ ବଢ଼ାଇକି କୁହାଯାଏ ନାହିଁ ଯେମିତି ଆଜିକାଲି ସବୁ ପ୍ରକାରର ରୋଗ କୁ ବଢାଇକି କୁହାଯାଉଛି । ଆଜିକାଲି ଆମେ ମାନେ ବିଭିନ୍ନ ପ୍ରକାରର ରୋଗ ପାଇଁ ବିଭିନ୍ନ ପ୍ରକାରର ଔଷଧ ଖାଇଥାଏ କିନ୍ତୁ ଆୟୁର୍ବେଦ କହୁଚି ସେହି ସବୁ ରୋଗ ଏକ ପ୍ରକାରର ଅଟେ ତାହାର କାରଣ ମଧ୍ୟ ଗୋଟେ ଆଉ ଯଦି ଆମେ ସେହି କାରଣ କୁ ଦୂର କରିଦେବା ତାହେଲେ ସେହି ରୋଗ ମଧ୍ୟ ଦୂର ହୋଇଯିବ ।rasan

ଏଥିପାଇଁ ଆୟୁର୍ବେଦ ରେ ଏପରି ବହୁତ୍ ଜିନିଷ ବିଷୟରେ ଉଲ୍ଲେଖ ରହିଛି ଯାହାର ସେବନ କରିବା ଦ୍ୱାରା ଅନେକ ପ୍ରକାରର ରୋଗ ଦୂର ହୋଇଯାଇଥାଏ । ସେହିପରି ଆଜି ଏକ ଜିନିଷ ବିଷୟରେ ଆମେ କହିବୁ ଯାହା ହେଉଛି ରସୁଣ । ଯଦି ଆପଣ ପ୍ରତିଦିନ ଏହି ରସୁଣ ର ସେବନ କରିବେ ତାହାଲେ ଆପଣଙ୍କୁ ନିଜ ଜୀବନ ରେ କେବେ ହୃଦ୍ ଜନିତ ସମସ୍ୟା ହେବ ନାହିଁ । ଆପଣଙ୍କ ଚୁଟି ଯଦି ଝଡୁଟ ଥିବ ତାହେଲେ ଆଉ ଝଡ଼ିବା ନାହିଁ । ଏହା ସହିତ ଆପଣ ଯଦି ଏହାର ସେବନ ପ୍ରତିଦିନ କରିବେ ତାହେଲେ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଲ ହୋଇଯିବ ଏବଂ ଆପଣଙ୍କ ଖାଦ୍ୟ ବହୁତ୍ ଜଲ୍ଦୀ ହଜମ ହୋଇଯିବ । ଏହା ସହିତ ମଧ୍ୟ ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢିଯିବ ।

ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ । ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *