ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ହିରୋଇନ ମାନଙ୍କ ଜୀବନ ସାଥୀ

marred

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସାର୍ଥକ ଟିଭି ରେ ପ୍ରସାରିତ ହେଉ ଥିବା ସିରିଏଲ ଗୁଡିକୁ ନିଶ୍ଚିତ ଭାବେ ଦେଖୁ ଥିବେ ଆମେ ଆଜି ଜାଣିବା କି ଓଲିଉଡ ର କେଉଁ କେଉଁ ସେଲିବ୍ରଟି ମାନେ ଆଗାମୀ ଦିନରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଏବଂ ଏମାନଙ୍କ ଜିବନ ସାଥି ଦେଖିବା ପାଇଁ କେମିତି ଆପଣ ମାନେ ନିଶ୍ଚିତ ଭାବେ ଦେଖି ପାରିବେ ତେବେ ସେହି ମାନଙ୍କ ବିଷୟ ରେ ଆପଣ ମାନେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ଅଭିନେତ୍ରୀ ଲିପ୍ସା ମିଶ୍ର ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି ସେ ନିଜର ବାଲ୍ୟ ବନ୍ଧୁ ସିଦ୍ଧାର୍ଥ ଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି ଏବଂ ମିଳି ଥିବା ସୂଚନା ଅନୁସାରେ ଲିପ୍ସା ମିଶ୍ର ଏବଂ ସିଦ୍ଧାର୍ଥ ଙ୍କର ନିର୍ବନ୍ଧ ହେବାକୁ ଯାଉଛି ଏବଂ ସେହି ପରି ବେଳେ ଆସନ୍ତା ବର୍ଷ ରେ ଏହି ଦୁହିଁଙ୍କ ବିବାହ ବି ହେବାକୁ ଜାଉଛି ବୋଲି ସୂଚନା ରହିଛି ଏବଂ ଏହି ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଜଣେଇ ଥିବାର ଦେଖିବା ପାଇଁ ମିଳିଛି ।lipas

ଏବଂ ଏହା ପରେ ବନ୍ଧୁଗଣ ରାକେସ୍ ଏଏବଂ ଜୁବି ରହିଛନ୍ତି ଏହି ଦୁଇ ସେଲିବ୍ରେଟି ଙ୍କର ଗତ ଦିନ ମାନଙ୍କ ରେ ନିର୍ବନ୍ଧ ସରି ଜାଇ ଥିବା ବେଳେ ଏମାନେ ଆଗାମୀ ଦିନ ରେ ବିବାହ କରିବା ପାଇଁ ଯାଉଛନ୍ତି , ସେହି ପରି ତିନି ରେ ବନ୍ଧୁଗଣ ଅଶ୍ୱନୀ ଏବଂ ପ୍ରେରଣା ଆଙ୍କରିଂ ଜଗତ ରେ ଆପଣ ମାନେ ଏହି ଦୁଇଜଣ ଙ୍କୁ ଦେଖି ଥିବେ ତେବେ ଏମାନେ ଲକଡାଉନ୍ ରେ ନିଜର ନିର୍ବନ୍ଧ ସାରି ନେଇ ଥିବା ବେଳେ ଏମାନେ ଆଗାମୀ ଦିନ ରେ ବିବାହ କରିବା ପାଇଁ ଯାଉଛନ୍ତି ଏବଂ ଏହା ପରେ ରହିଛନ୍ତି ଅରବିନ୍ଦମ୍ ଏବଂ ଜାକଲିନ୍ ଏମାନେ ଦୁହେଁ ଜେଜେ ମାଆ ସିରିଏଲ ଭଲ ପାଇ ଥିବା ବେଳେ ଏମାନେ ବି ଆଗାମୀ ସମୟ ରେ ଦୁହେଁ ଦୁହିଁଙ୍କୁ ପ୍ରେମ ବିବାହ କରିବା ପାଇଁ ଯାଉ ଥିବାର ଜଣା ପଡିଛି ।jasi

ସେହି ପରି ବନ୍ଧୁଗଣ ଆପଣ ମାନେ ଲୁମିରାଇନା ଙ୍କୁ କୁଆଁରୀ ବୋହୁ ସିରିଏଲ ରେ ନେଗେଟିଭ୍ ରୋଲ ରେ ଦେଖିବା ପାଇଁ ପାଉ ଥିବେ ତେବେ ସେ ଏହି ଦିନ ରେ ବିବାହ ପାଇଁ ଉପଯୁକ୍ତ ବୟସ ହୋଇ ଥିଲେ ବି ସେ ବିବାହ କରି ନାହାଁନ୍ତି ,ତେବେ ସେ ବି ଆଗାମୀ ଦିନ ରେ ବିହାହ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *