ଏହି ସବୁ କଥା ମନେ ରଖନ୍ତୁ | ଭଗବାନ ନିଜେ କରିବେ ଧନୀ

laxmi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତିଦିନ ଗୃହରେ ପୂଜା ଅର୍ଚନା କରିବା ଦ୍ୱାରା ମାତା ଲକ୍ଷ୍ମୀ ପଶ୍ରନ ହୋଇଥାନ୍ତି ଏବଂ ଧନର ବୃଦ୍ଧି ହୋଇଥାଏ , ମାତ୍ର ବେଳେ ବେଳେ ଆମ ପରିଶ୍ରମ ଅନୁଜାଇ ତାର ଆସାର ରୂପକ ଅର୍ଥ ପ୍ରାପ୍ତି ହୋଇ ନଥାଏ , ଏଥିରେ ଆମେ ଭଗବାନଙ୍କୁ ଦୋଶ ଦେଇଥାଉ ପ୍ରକୃତରେ ଏହା ପଛର କାରଣ ହେଉଛି ଆମ ଅଜାଣତରେ ଏପରି କିଛି କାର୍ଯ୍ୟ କରୁ ଯାହା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି , ତେବେ ଆସନ୍ତି ଜାଣିବା ସେହିଁ ସବୁ କାର୍ଯ୍ୟ ବିସୟରେ ।laxmi

ସର୍ବଦା ଗୃହରେ ବିନା କାରଣ ରେ କ୍ରଦ୍ଧ କଲେ ଲକ୍ଷ୍ମୀ କ୍ରଦ୍ଧ କରିଥାନ୍ତି ଓ ସେହିଁ ଗୃହରେ ଅସାନ୍ତି ଲାଗି ରହେ । ଘରକୁ ଯଦି କୈଣସି ସାଧୁ ଖାଦ୍ୟ ଖାଇବା ସମୟରେ ଆସନ୍ତି ତାଙ୍କ ଉପରେ ବିରକ୍ତ ହେବା ଉଚିତ୍ ନୁହେଁ , ନିୟମିତ ସକାଳେ ସନ୍ଧ୍ୟରେ ଭଗବାନ ଙ୍କ ପାଖରେ ଦୀପ ଚଳାଇବା ଉଚିତ୍ ଏହା ଦ୍ୱାରା ମାତା ଲକ୍ଷ୍ମୀ ଖୁବ୍ ପଶ୍ରନ ହୋଇଥାନ୍ତି ଏବଂ ସେହିଁ ଗୃହରେ ଧନର ଅଭାବ ରହେ ନାହିଁ । କୈଣସି ଶାସ୍ତ୍ରର ଅନାଦାର କରିବା ମଧ୍ୟ ଉଚିତ୍ ନୁହ ଏହା ଦ୍ୱାରା ନିଜର ସ୍ନମାନ ହାନି ହୋଇଥାଏ ।mata laxmi

ସକାଳେ ଅଧିକ ସମୟ ଓ ସୂର୍ଯ୍ୟ ଅସ୍ତ ସମୟରେ ଶୋଇବା ଗୃହର ହାନି ହେବା ସହ ରୋଗ ଗ୍ରସ୍ତ ହୋଇଯାଏ , ସର୍ବଦା ସଚ୍ଛ ବସ୍ତ୍ର ପିନ୍ଧିବା ଆବସ୍ୟକ ଏହା ଦ୍ୱାରା ମାତା ଙ୍କର କୃପା ରହିଥାଏ ଏବଂ ଗୃହକୁ ମଧ୍ୟ ସର୍ବଦା ପରିସ୍କାର ସଚ୍ଛ ରଖିବା ଉଚିତ୍ , ଏପରି ଘରେ ମାତା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ । ଯେଉଁ ପାଉଜି ପିନ୍ଧୁଛନ୍ତି ସେଥିରେ ଘୁଙ୍ଗୁର ରହିବା ଆବସ୍ୟକ ହୋଇଥାଏ ଏହା ଦ୍ୱାରା ମାତା ଲକ୍ଷ୍ମୀ ପଶ୍ରନ ହୋଇଥାନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *