ରାବଣ ସ୍ତ୍ରୀଲୋକ ଙ୍କ ବିଷୟରେ ୩ଟି କଥା କହିଛି ଯାହା ବହୁତ ଅଭଦ୍ର ଅଟେ କିନ୍ତୁ ସତ୍ୟ ଅଟେ |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାବଣ ହିଁ ଖୋଲି ଥିଲା ସ୍ତ୍ରୀ ମାନଙ୍କ ବିଷୟରେ କିଛି ସତ୍ୟ କଥା ଏବଂ ଏହି କଥା କୁ ଆପଣ ମାନେ ଜାଣି ପାରିଲେ ନିଶ୍ଚିତ ଭାବେ ପ୍ରତ୍ୟେକ ମହିଳା ଙ୍କୁ ଆପଣ ମାନେ ଜାଣି ପାରିବେ , ସେମିତି ରେ ଆପଣ ମାନେ ଜାଣି ଥିବେ ରାବଣ ଲଙ୍କା ର ରାଜା ରହି ଥିଲା ଶାସ୍ତ୍ର ଅନୁସାରେ ସେ ମହାପଣ୍ଡିତ ଅଟନ୍ତି ଏବଂ ସେ ଏମିତି ଜ୍ଞ୍ୟାନି ରହି ଥିଲେ କି ତାଙ୍କୁ ପ୍ରଥମ ରୁ ଜଣା ପଡି ଜାଉ ଥିଲା କି ଆଗକୁ କଣ ସବୁ ହେବାକୁ ଜାଉଛି , ସେମିତି ରେ ରାବଣ ଜଣେ ମହାନ୍ ପ୍ରତାପୀ ଏବଂ ଜ୍ଞ୍ୟାନୀ ଥିଲା ସେ ନିଜ ବବିଷୟ ରେ ନିଜେ ସବୁ କିଛି ଜାଣି ପାରି ଥିଲା ସେ ନିଜର ମୃତ୍ୟୁ ବିଷୟରେ ବି ଆଗରୁ ହିଁ ଜାଣି ଥିଲା ।raban

ଏବଂ ସେ ସେହି ମୃତ୍ୟୁ ପୂର୍ବ ରୁ ହିଁ ନାରୀ ମାନଙ୍କ ବିଷୟରେ କିଛି ବିଷୟ ରେ କିଛି ରୋଚକ କଥା କୁ କହି ଜାଇ ଥିବା ବଳେ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ କହିବୁ । ତେବେ ପ୍ରଥମେ ରହିଛି ସ୍ତ୍ର ର ଲାଳସା ରାବଣ ମରିବା ପୂର୍ବ ରୁ କହି ଥିଲେ କି ସ୍ତ୍ରୀ ମାନେ ବହୁତ ମତଲବୀ ହୋଇ ଥାନ୍ତି ଏବଂ ସେମାନଙ୍କ କାମ ବାହାର କରିବା ପାଇଁ କିଛି କରିବା ପାଇଁ ପଛାନ୍ତି ନାହିଁ । ସେହି ପରି ଦୁଇ ରେ ନିଜର କଥା କୁ ଉହରେଇ ଯିବା ର ଗୁଣ ବି ମହିଳା ମାନଙ୍କ ମଧ୍ୟ ରେ ଦେଖିବା ପାଇଁ ମିଳେ ଏବଂ ସେହି କାରଣ ପାଇଁ ସ୍ତ୍ରୀ ମାନେ କେବେ ବି ସତ କହନ୍ତି ନାହିଁ ଏବଂ ଖାସ୍ କରି ସ୍ତ୍ରୀ ମାନେ ଏଠାକାର କଥା କୁ ସେଠାରେ ଜାଇ କହି ଦେଇଥାନ୍ତି ଜଲ୍ଦି ଏବଂ ଏହିଥି ପାଇଁ ବହୁତ ସମୟରେ ଝଗଡା ବି ହୋଇ ଥାଏ ,ra

ସେହି ପରି ବନ୍ଧୁଗଣ ରାବଣ ଏହି କଥା କୁ କହିଛନ୍ତି କି ସ୍ତ୍ରୀ ମାନଙ୍କ ପେଟ ରେ କିଛି ବି କଥା ଲୁଚି କରି ରହି ପାରେ ନାହିଁ , ଆପଣ ମାନେ ଯେତେ ନିକଟ ର ବନ୍ଧୁ ହୁଅନ୍ତୁ ନା କାହିଁକି ସେମାନେ ଆପଣଙ୍କ ଭାଣ୍ଡା କେବେ ନା କେବେ ଫୁଟେଇ ଦେବେ ,ସେହି ପରି ରାବଣ ଏହି କଥା ବବି କହି ଥିଲେ କୈଣସି ବି ସ୍ତ୍ରୀ କୁ ନିଜର ଗୁପ୍ତ କଥା କହିବା କଥା ନୁହେଁ ବୋଲି ସେ କହିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *