ପ୍ରଥମେ ଏହି ଲୋକକୁ ଭଲ ପାଉଥିଲେ ବର୍ଷା ପ୍ରିୟଦର୍ଶୀନି । ହେଲେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ଙ୍କ ପ୍ରଥମ ପ୍ରେମ ର ଖୋଲାସା ଏବଂ ସେ ବି ତାଙ୍କୁ ବହୁତ ଭଲ ପାଆନ୍ତି , ତାଙ୍କର ପ୍ରଥମ ପ୍ରେମ କିଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ , ଆପଣ ମାନେ ଜାଣଇ ଥିବେ ଓଡିଶା ରେ ଘରେ ଘରେ ବର୍ଷା ପ୍ରିୟଦର୍ଶନୀ ପଚିଚିତ ଅଟନ୍ତି , ବର୍ଷା ନିଜର ଦକ୍ଷ୍ୟତା ର ବଳ ଆଜିବି ସେ ଓଡିଶା ରେ ଦେଖେଇ ସାରିଛନ୍ତି । ତେବେ ବର୍ତମାନ ସମୟ ରେ ଅନୁଭବ ବର୍ଷା ଙ୍କ ବିବାଦ ମଧ୍ୟରେ ବର୍ଷା ନିଜର ପ୍ରେମ ବିଷୟ ରେ କହିଛନ୍ତି ଜାହାକୁ ସୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ।brasha

ତେବେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ସାମାଜିକ ଗଣ ମାଧ୍ୟମ ରେ ଫୋଟ ପୋଷ୍ଟ ମଧ୍ୟ କରି ଥିଲେ ଏବଂ କହି ଥିଲେ ସେ ବର୍ତମାନ ସମୟ ରେ ନିଜର ବଗିଚା ରେ ଲାଗି ଥିବା ଗଛ ମାନଙ୍କର ବହୁତ ପରିମାଣ ରେ ଯନ୍ତ୍ର ନେଉଛନ୍ତି , ଏବଂ ଏହା ସହିତ ସେ କହିଛନ୍ତି କି ଜାହାର ବଗିଚା ରହିଛି ତାହାର ଭଲ ଏବଂ ବିଶ୍ୱସ୍ଥ ବନ୍ଧୁ ଟିଏ ରହିଛି । ତେବେ ବର୍ଷା ଙ୍କର ଏହି ପୋଷ୍ଟ ଅଧିକ ରୁ ଅଧିକ ପରିମାଣ ରେ ପସନ୍ଦ ମଧ୍ୟ କରା ଜାଉଛୁି ,brash

ତେବେ ଆପଣ ମାନଙ୍କୁ ପୁଣି ଥରେ କହିବା ପାଇଁ ଚାହିଁବୁ କି ଆଜିର ସମୟ ରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ବହୁତ ଗୁଡିଏ ଗଚ ଲଗେଇଛନ୍ତି ଏବଂ ତାହାର ବହୁତ ଭଲ ଭାବେ ଯନ୍ତ୍ର ମଧ୍ୟ ସେ ନେଉଛନ୍ତି ,ଏବଂ ସୁନ୍ଦର ସୁର ଗଛ ସହିତ ସେ ନିଜର ସମୟ ଅତିବାହୀତ କରୁଛନ୍ତି । ତେବେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ଏମିତି ଏକ ହେବିଟ୍ କୁ ନେଇ ଆପଣ ମାନେ କଣ କହିବେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *