କଣ ଚିଲିକାରେ ସାଙ୍ଗ ହୋଇ ବୁଲୁଛନ୍ତି ରଚନା ଓ ସିଦ୍ଧାନ୍ତ ।

rachan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ପ୍ରିୟ ହିରୋଇନ୍ ରଚନା ବାନାର୍ଜି ଙ୍କୁ ତ ଜାଣି ଥିବେ ଏବଂ ବର୍ତମାନ ସମୟ ରେ ରଚନା ବାନାର୍ଜି ଙ୍କ କିଛି ଫୋଟ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ଏବଂ ସେ ସୁନ୍ଦର ବନ ବୁଲିବା ପାଇଁ ଜାଇଛନ୍ତି ଆପଣ ମାନେ ଜାଣି ଥି୍ବେ ସୁୁନ୍ଦର ବଜ ବାଘ ମାନଙ୍କର ଅଭୟାରନ୍ୟ ତେବେ ସୋସିଆଲ ମିଡିଆ ରେ ପ୍ରଶ୍ନ ଉଠୁଛି କି ରଚନା ବାନାର୍ଜି କଣ ଏକା ବୁଲିବା ପାଇଁ ଜାଇଛନ୍ତି , ହେଲେ ଆପଣ ମାନଙ୍କୁ ସୂଚନା ଦେବୁ କି ତାଙ୍କ ସହିତ ଆଉ କେହି ରହିଛନ୍ତି , ସେମିତି ରେ ସୋସିଆଲ ମିଡିଆ ରେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜି ଙ୍କୁ ନେଇ ବହୁତ ଚର୍ଚ୍ଚା ଲାଗି ରହି ଥାଏ ।rachan

ଏମିତି କି ଚଳଚିତ୍ର ଜଗତ ରେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜି ଙ୍କ ଯୋଡି କୁ ବହୁତ ପରିମାଣ ରେ ପସନ୍ଦ କରନ୍ତି , ଏବଂ ଲୋକ ମାନେ ପ୍ରତ୍ୟେକ ସମୟ ରେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜି ଙ୍କ ଯୋଡି କୁ ଗୋଟିଏ ଫିଲ୍ମ ରେ ଦେଖିବା ପାଇଁ ପସନ୍ଦ କରନ୍ତି , ହେଲେ ବର୍ତମାନ ସମୟ ରେ ବେସ୍ ଚର୍ଚ୍ଚା ର ବିଷୟ ପାଲଟିଛି ତାଙ୍କର ସୁନ୍ଦର ବନ ବିଲିବା ଏବଂ ସେ କେମିତି ଭାବେ ସେହି ଠାରେ ମଜା ମସ୍ତି କରୁଛନ୍ତି ଆପଣ ମାନେ ଏଠାରେ ଦେଖିବା ପାଇଁ ପାଉ ଥିବେ ,rachan b

ସେମିତି ରେ ଆପଣ ମାନେ ରଚନା ବାନାର୍ଜି ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ଏବଂ ତାଙ୍କର ଚଳଚିତ୍ର ଦେଖିବା ପାଇଁ କେତେ ପରିମାଣ ରେ ପସନ୍ଦ କରନ୍ତି ସେହି ବିଷୟ ରେ ନିଶ୍ଟିତ ଭାବେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ , ଏବଂ ଏଠାରେ ଆପଣ ମାନଙ୍କୁ କହି ଦେବୁ କି ସେ ନିଜର ପରିବାର ଲୋକ ମାନଙ୍କ ସହିତ ଏହି ସୁନ୍ଦର ବନ ବୁଲି ଯିବାକୁ ଜାଇ ଛନ୍ତି ଏବଂ ସେଠାରେ ବହୁତ ମଜା ମସ୍ତି କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ଜାହାର କିଛି ଫୋଟ କୁ ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *