ଶୋଇବାବେଳେ ତକିଆ ତଳେ ରଖାନ୍ତୁ ( ୫ଟି ଜିନିଷ ମଧ୍ୟରୁ ଗୋଟିଏ ) ଭାଗ୍ୟ ବଦଳିଯିବ |

sleep

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୋଇବା ସମୟରେ ତକିଆ ତଳେ ଏହି ଗୋଟିଏ ଜିନିଷ ନିଶ୍ଚୟ ରଖନ୍ତୁ ଏବଂ ଦେଖନ୍ତୁ ଚମତ୍କାର , ରାତା ରାତି ଆପଣଙ୍କ ଭାଗ୍ୟ ଚମକି ଯାଇପାରେ ଏବଂ ଆମଦାନି ହେବ ଦୁଇଗୁଣା , ବନ୍ଧୁଗଣ ରାତିରେ ଶୋଇବା ସମୟରେ କୈଣସି ବ୍ୟକ୍ତିଙ୍କୁ ତକିଆର ଆବଶ୍ୟକତା ହୋଇଥାଏ । ଦେଖିବାରେ ତକିଆ ଏକ ମାମୁଲି ଜିନିଷ ହେଲେ ମଧ୍ୟ ସବୁ ମାମୁଲି ଜିନିଷ ମାମୁଲି ହୋଇ ନଥାଏ , ଏମିତିରେ ଆପଣ ସୁଣିଥିବେ କି ବ୍ୟକ୍ତି କେତେ ବି ଧନୀ ହୋଇଯାଉ ନା କାହିକି ତାକୁ ଶୋଇବା ପାଇଁ ସୁନାର ତକିଆ ନାହିଁ କିନ୍ତୁ ମାମୁଲି ତକିଆର ଆବଶ୍ୟକତା ପଡିଥାଏ , ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ ଯେ କଣ ଏମିତି ଗୋଟିଏ ଜିନିଷ ଅଛି ଯାହାକୁ ତକିଆରେ ରଖି ଶୋଇବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ଚମକି ପାରେ , ଏହାର ପ୍ରଭାବ ସକାର୍ତମକ ଉର୍ଜାରେ ଭରି ହୋଇ ରହିଥାଏ ଯାହା ବ୍ୟକ୍ତି କୁ ଧନବାନ ବନାଇ ଥାଏ ,sleep

ତେବେ ଚାଲନ୍ତୁ ଜାଣିବା ନମ୍ବର 1 – ମୟୁର ପାଙ୍ଖ ସକାର୍ତମକ ଉର୍ଜାର ପ୍ରାପ୍ତି କରିବା ପାଇଁ ଏବଂ ସଫଳତା ପାଇବା ପାଇଁଲ ଆପଣ ଆପଣଙ୍କ ତକିଆ ତଳେ ଏକ ମୟୁର ପାଙ୍ଖ ଅବସ୍ୟ ରଖନ୍ତୁ ଏହାର ପ୍ରଭାବ ବହୁତ ଲାଭକାରି ହୋଇଥାଏ , ତକିଆ ତଳେ ମୟୁର ପାଙ୍ଖ ରଖି ଶୋଇବା ଦ୍ୱାରା ବ୍ୟକ୍ତିର କୁଣ୍ଡଳୀ ରେ ଥିବା ଦୋଶ ଧିରେ ଧିରେ ସମାପ୍ତ ହୋଇଥାଏ ଏହା ଦ୍ୱାରା ବ୍ୟକ୍ତିର ଭାଗ୍ୟ ପୁରା ପୁରି ତାର ସାଥ୍ ଦେଇଥାଏ । ନମ୍ବର 2 – ତୁଳସୀ ପତ୍ର ରାତିରେ ଶୋଇବା ସମୟରେ ତକିଆ ତଳେ ଚାରି ରୁ ପାଞ୍ଚଟି ତୁଳସୀ ପତ୍ର ରଖିବା ଦ୍ୱାରା ସକାର୍ତମକ ଉର୍ଜା ପ୍ରାପ୍ତ ହୋଇଥାଏ , କିନ୍ତୁ ସକାଳୁ ଉଠି ତୁଳସୀର ପତ୍ରକୁ ଖାଇ ଦିଅନ୍ତୁ ଏମିତି କରିବା ଦ୍ୱାରା ନାକାର୍ତ୍ମକ ଉର୍ଜାର ପ୍ରଭାବ ପଡି ନଥାଏ ଏବଂ ବିମାରି କୁ ଆପଣଙ୍କୁ ଏତେ ସହଜରେ ହୋଇ ନଥାଏ ।peacock

ନମ୍ବର 3- ତକିଆ ତଳେ ରଖନ୍ତୁ 1 ଟଙ୍କିଆ କଏନ୍ ରାତିରେ ଶୋଇବା ସମୟରେ ତକିଆ ତଳେ 1 ଟଙ୍କାର ପଇସା ରଖନ୍ତୁ ଏବଂ ସକାଳୁ ଉଠିବା ପରେ ସେହିଁ ପଇସାକୁ କୈଣସି ଗରିବ ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟାର ଅନ୍ତ ହୋଇଥାଏ ଏବଂ ଆପଣଙ୍କ ଭାଗ୍ୟ ଚମକି ପାରେ ଏମିତି ମାସ ସାରା କରିବା ଦ୍ୱାରା ଧିରେ ଧିରେ ବ୍ୟକ୍ତିର ଦୋଶ କମ ହୋଇଥାଏ ଏବଂ ତା ଉପରେ ସକାର୍ତମକ ଉର୍ଜାର ପ୍ରାପ୍ତି ହୋଇଥାଏ । ନମ୍ବର 4- ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଠିକ୍ ସ୍ଥିତିରେ ନଥାନ୍ତି ତେବେ ଆପଣଙ୍କୁ ତକିଆ ତଳେ ଚାନ୍ଦିର ପଇସା ଅବସ୍ୟ ରଖନ୍ତୁ , ଏମିତି କଲେ ସବୁ ଦୋଶରୁ ବହୁତ ଜଲ୍ଦି ମୁକ୍ତି ମିଳିଥାଏ ଏବଂ ବ୍ୟକ୍ତି ହୋଇଥାଏ ମାଲାମାଲ ।rupee

ନମ୍ବର 5- ତକିଆ ତଳେ ରଖନ୍ତୁ ଧାର୍ମୀକ ବସ୍ତୁ ତକିଆ ତଳେ ଧାର୍ମୀକ ବସ୍ତୁ ରଖି ଶୋଇବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ପ୍ରବଳ ହୋଇଥାଏ ଏବଂ କୈଣସି କଥାର ଭୟ ମନରେ ରହିଁ ନଥାଏ ଏବଂ ସଫଳତା ଅବସ୍ୟ ପ୍ରାପ୍ତ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *