ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଯଦି ତଳେ ଏବଂ ସେଜ ଉପରେ ବସି କରି ଖାଉଛନ୍ତି ତେବେ ଆପଣ ମାନେ ଆମର ଏହି ପୋଷ୍ଟ କୁ ନିଶ୍ଚିତ ଭାବେ ପଢନ୍ତୁ ଆଧୁନିକ ଯୁଗ ର ରଙ୍ଗ ଢଙ୍ଗ ରେ ପଡି ଲୋକ ମାନେ ଆମର ସଂସ୍କୃତି କୁ ଭୁଲି ସାରିଲେଣୀ ଜାହାର ପ୍ରଭାବ ସେମାନଙ୍କ ଜିବନ ଉପରେ ପଡୁୁଛି ପ୍ରଚୀନ କାଳ ରେ ଲୋକ ମାନେ ଅଧିକ ସତେଜ ଏବଂ ଅଧିକ ଆୟୁ ପର୍ଯ୍ୟନନ୍ତ ବଞ୍ଚୁ ରହୁ ଥିଲେ ହେଲେ ବର୍ତମାନ ସମୟ ରେ ଲୋକ ମାନଙ୍କ ଆୟୁ କମ୍ ମାନେ ବହୁତ କମ୍ ସମୟ ରେ ମୃତ୍ୟୁ ହେଉଛି ଯେତେ ବେଳେ ଲୋକ ମାନେ ତଳେ ଖାଦ୍ୟ ସେବନ କରିବା ସହିତ ସେହି ଚଟାଣ ରେ ଖାଦ୍ୟ ସେବନ କରୁ ଥିଲେ ।
ଜାହା ଫଳ ରେ ସେମାନଙ୍କ ଶରୀର ର ଏବଂ ପୃଥିବୀ ର ଉର୍ଜା ର ମିଳନ ହୋଇ ପାରୁ ଥିଲା ତେଣୁ ସେମାନେ ଶକ୍ତି ଏବଂ ଦିସା ଦୀନ ଥିଲେ ସେହି ପରି ବାସ୍ତୁ ଶାସ୍ତ୍ରରେ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ କୁହା ଜାଇଛି ତେବେ ଆମେ ଆଜି ଜାଣିବା ଖାଦ୍ୟ ଖାଇବା ସମୟ ରେ କେଉଁ କେଉଁ ସବୁ କଥା ର ଧ୍ୟନ ରଖିବା ଜରୁରୀ ଅଟେ , ତେବେ ଆସନ୍ତୁ ଜାଣି ନେବା ତେବେ ବାସ୍ତୁ ହିସାବ ରେ ପୂର୍ବ ଏବଂ ଉତ୍ତର ଦି୍ଗ କୁ ଖାଦ୍ୟ ସେବନ କରିିବା ଉଚିତ୍ ହୋଇ ଥାଏ ଏହି ଦୁଇ ଦିଗ କୁ ମୁହଁ କରି ଖାଇବା ଦ୍ୱାରା ସ୍ୱାସ୍ଥ ସଠିକ୍ ରହି ଥାଏ , ସେହି ପରି ଦକ୍ଷିଣ ଦିଗ କୁ ମୁହଁ କରି ଖାଧ୍ୟ ସେବନ କରିଲେ ପୂର୍ବ ପୁରୁଷ ଙ୍କ ଆଶ୍ରୀବାଦ ମିଳିବା ସହିତ ମନୁଶ୍ୟ କୁ ମାନ ସମ୍ମାନ ମିଳେ ହେଲେ ଯେଉଁ ମାନଙ୍କର ମାତୀା ପିତା ରହିଛନ୍ତି ସେମାନେ ପଶ୍ଚିମ ଦିଗ କୁ ମୁହଁ କରି ଖାଇବା ଉଚିତ୍ ଅଟେ ।
ହେଲେ ପଶ୍ଚିମ ଏବଂ ଦକ୍ଷିଣ ଦିଗ ର କୋଣ କୁ କେବେ ବି ମୁହଁ କରି ଖାଧ୍ୟ ଗ୍ରହଣ କରିବା କଥା ନୁହେଁ ଏହା ଆପଣ ମାନଙ୍କ ସ୍ୱାଶ୍ତ୍ୟ ରେ ବାଧା ସୃଷ୍ଟି କରିବା ସହିତ ଶରୀର ରେ ବାସ୍ତୁ ଜନିତ ସମସ୍ୟା ଉତ୍ପନ୍ନ କରେ ଖାଦ୍ୟ ସେବନ କରିବା ସମୟ ରେ ହାତ ଗୋଡ ମୁହଁ ଏବଂ ଶରୀର ରେ ପାଣି ଛିଞ୍ଚି କରି ଖାଦ୍ୟ ଗ୍ରହଣ କରିବାକୁ ବସିବା ଉଚିତ୍ ଏହା ରାଜଯୋଗ ପ୍ରାପ୍ତି ହୋଇ ଥାଏ , ଏବଂ ଶାସ୍ତ୍ର ରେ ବି ଚଟାଣ ଉପରେ ବସି ଖାଇବା ସର୍ବ ଉତ୍ତମ ହୋଇ ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।