କଣ ବାହା ହୋଇଗଲେ ଓଡିଆ ହିରୋଇନ ଦେବିକା , ଭିଡିଓ ଭାଇରାଲ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ରସୁନ୍ଦରୀ ଅଭିନେତ୍ରୀ ଦେବିକା ଏବେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ଜାହାର ଫୋଟ ଏବଂ ଭିଡ଼ିଓ ବର୍ତମାନ ସମୟ ରେ ପ୍ରଚୁର ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି , ସେମିତିରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଦେବିକା ଙ୍କର ବୋହୁ ବେଶ ର ଫୋଟ କୁ ଲୋକ ମାନେ ଦେଖି ଭାବୁଛନ୍ତି କି ସେ କାଳେ ବିବାହ କରିଛନ୍ତି ,ହେଲେ ଆମେ ଆପଣ ମାନଙ୍କୁ ଏଠାରେ ଜଣେଇ ଦେବୁ କି ଏହା ସଂମ୍ପର୍ଣ୍ଣ ଭୁଲ ଅଟେ , ବରଂ ଆପଣ ମାନଙ୍କୁ ଜଣେଇ ଦେବୁ କି ଦେବିକା ଙ୍କର ଅସଲ ବା ରିଏଲ ଲାଇଫ୍ ରେ ବିବାହ ହୋଇ ନାହିଁ ବରଂ ଏହା ତାଙ୍କର ସୁଟିଂ ସେଟ୍ ରେ ବିବାହ ହୋଇ ଥିବାର କିଛି ଫୋଟ ଚିତ୍ର ଅଟେ , ଏବଂ ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗଗିଛି ,dibak

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଜି ସାର୍ଥକ୍ ରେ ପ୍ରଶାରିତ ହେଉ ଥିବା ଲୋକ ପ୍ରିୟ ସିରିଏଲ ସୈଭାଗ୍ୟବତୀ ସିରିଏଲ ରେ ନଜର ଆସି ଥିଲେ ଦେବିକା ତାହା ପୂର୍ବ ରୁ ସେ ଜ୍ୱାଇଁ ନଂ ୱାନ୍ ସିରିଏଲ କୁ ବି କରି ଥିଲେ । ଏହି ଦୁଇଟି ସିରିଏଲ ବହୁତ ପରିମାଣ ରେ ପପୁଲାର ହୋଇ ପାରି ଥିଲା , ଏବଂ ଏହି ସିରିଏଲ ମାଧ୍ୟମ ରେ ସେ ବହୁତ ଲୋକ ପ୍ରିୟତା ହାସଲ କରି ପାରି ଥିଲେ , ସେହି ପରି ତା ପୂର୍ବ ରୁ ସେ ଜେଜେ ମାଆ ସିରିଏଲ ରେ ବି ନଜର ଆସି ଥିଲେ ,dibik

ଏବଂ ତଙ୍ଗର ଚେନ୍ନାଲ ରେ ପ୍ରସାରିତ ନେଇ ଜା ରେ ମେଘ ମତେ ସିରିଏଲ ରେ ବି କାମ କରୁ ଥିବାର ଦେଖିବା ପାଇଁ ମିଳି ଥିଲେ ଦେବିକା , ଏବଂ ଏହି ସବୁ ସିରିଏଲ ମାଧ୍ୟମ ରେ ସେ ଏତେ ପରିମାଣ ରେ ଭଲ ଅଭିନୟ କରିଛନ୍ତି କି ସେ ନିଜର ଦର୍ଶକ ମାନଙ୍କୁ ମନ ମଧ୍ୟରେ ଘର କରି ପାରିଛନ୍ତି । ଏବଂ ଦର୍ଶକ ମାନେ ବି ତାଙ୍କର ଅଭିନୟ କୁ ବହୁତ ପସନ୍ଦ କରନ୍ତି ତେବେ ଏହି ବିବାହ ତାଙ୍କର ସିରିଏଲ ର ଦୃଶ୍ୟ ଏବଂ ଗତ କିିଛି ଦି୍ନ ହେଲା ସେ କୈଣସି ବି ସିରିଏଲ ରେ ନଜର ଆସି ନାହାଁନ୍ତି ତେବେ ଆଶା କରିବା ସେ ବହୁତ ଜଲ୍ଦି ସିରିଏଲ ରେ ନଜର ଆସିବେ ବୋଲି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *