ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ସିରିଏଲ ହିରୋ ବା ଓଡିଆ ଫିଲ୍ମ ହିରୋ ମାନଙ୍କ ମାଆ ମାନଙ୍କୁ ଆଗରୁ କେବେ ଦେଖିଛନ୍ତି କି ଯଦି ନାହିଁ ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ବିଷୟ ରେ କହିବୁ , ତେବ ବନ୍ଧୁଗଣ ଆମ ଲିଷ୍ଟ ରେ ପ୍ରଥମେ ରହିଛନ୍ତି ସାଇ ତେବେ ଇଏ ହେଲେ ତାଙ୍କର ମାଆ ତେବେ ବନ୍ଧୁଗଣ ଦୁଇ ନମ୍ବର ରେ ରହିଛନ୍ତି ରାଜା , ତେବେ ଆପଣ ମାନେ ରାଜା ଙ୍କୁ ବହୁତ ସାରା ସିରିଏଲ ରେ ଅଭିନୟ କରୁ ଥିବାର ଦେଖି ଥିବେ ତେବେ ଇଏ ହେଲେ ତାଙ୍କର ମାଆ ।
ସେହି ପରି ତିନି ନମ୍ବର ରେ ରହିଛନ୍ତି ନୀଲ୍ ଜାହାଙ୍କୁ ଆପଣ ମାନେ ଦୂର୍ଗା ସିରିଏଲ ରେ ଦେଖିବା ପାଇଁ ପାଇ ଥିବେ । ଏବଂ ବର୍ତମାନ ସମୟ ରେ ସେ ବହୁତ ସାରା ଆଲବମ୍ ରେ ଅଭିନୟ କରୁ ଥିବାର ଦେଖି ଥିବେ ତେବେ ଇଏ ହେଲେ ତାଙ୍କର ମାଆ ଚାରି ରେ ରହିଛନ୍ତି , ସାତ୍ୱିକ୍ , ତେବେ ଆପଣ ମାନେ ସାତ୍ୱିକ୍ ଙ୍କୁ ନୂଆ ବୋହୁ ସିରିଏଲ ରେ ଦେଖି ଥିବେ ତେବେ ଏହି ସିରିଏଲ ମାଧ୍ୟମ ରେ ସେ ନିଜର ପରିଚୟ ତିଆରି କରି ଥିବା ବେଳେ ଇଏ ହେଲେ ତାଙ୍କର ମାଆ । ଏହା ପରେ ପାଞ୍ଚ ରେ ରହିଛନ୍ତି ଜ୍ୟୋତି ପ୍ରକାସ୍ ତେବେ ତାଙ୍କର ବହୁତ ଭଲ ଅଭିନୟ କୁ ଆପଣ ମାନେ ତୁଳସୀ ସିରିଏଲ ମାଧ୍ୟମ ରେ ଦେଖିବା ପାଇଁ ପାଇ ଥିବେ ଏବଂ ଇଏ ହେଲେ ତାଙ୍କର ମାଆ ।
ସେହି ପରି ଚଅ ନମ୍ବର ରେ ରହିଛନ୍ତି ଲିକୁନ୍ ତେବେ ଲିକୁନ୍ ଙ୍କୁ ଆପଣ ମାନେ ସିନ୍ଦୁର ବିନ୍ଦୁ ସିରିଏଲ ରେ ଦେଖି ଥିବେ ତେବେ ଇଏ ହେଲେ ତାଙ୍କର ମାଆ , ସେହି ପରି ଆମେ ମାନେ ସମ୍ବିଦ୍ ଙ୍କ ବିଷୟ ରେ କହିବା ତେବେ ବର୍ତମାନ ସମୟରେ ସମ୍ବିଦ୍ ବହୁତ ପରିମାଣ ରେ ନିଜର ଅଭିନୟ ପାଇଁ ଚର୍ଚ୍ଚା ରେ ରହି ଥିବା ବେଳେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖନ୍ତୁ ଇଏ ହେଲେ ତାଙ୍କର ମାଆ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।