ପୁରୁଣା ରୁ ପୁରୁଣା ପେଟରେ କଷ୍ଟ କେବଳ ୧ ଦିନରେ ଭଲ ହୋଇଯିବ, ଦ୍ୱିତୀୟ ଥର ପେଟରେ କଷ୍ଟ ହେବ ନାହିଁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆମେ ଆଜି ଆପଣ ମାନଙ୍କୁ ଏକ ଚମତ୍କାରୀ ଘୋରଇ ଉପଚାର ବନେଇବା ସିଖେଇବିୁ ପେଟ ଯଦି ଫୁଲି ରହୁ ଥାଏ ଖାଦ୍ୟ ଯଦି ସଠିକ୍ ଭାବେ ଡାଇଜେଷ୍ଟ ହୋଇ ପାରୁ ନ ଥାଏ ବା ଗ୍ୟାସ୍ ଅଧିକ ମାତ୍ରା ହେଉଛି ବା ଭୋଜନ ଯଦି ସଠିକ୍ ଭାବେ ପାଚନ ହେଉ ନାହିଁ ତେବେ ଏହାର ସେବନ ପିଲା ଙ୍କ ଠୁ ନେଇ ବୃଦ୍ଧ ଲୋକ ମାନଙ୍କ ପର୍ଯ୍ୟନ୍ତ କରି ପାରିବେ ଏହା ଏକ ଚମତ୍କାରୀ ଆୟୁରବେଦ ଉପଚାର ଅଟେ ଏହାର ସେବନ ଦ୍ୱାରା ଆପଣ ମମାନଙ୍କ କଷ୍ଟ ତୁରନ୍ତ ଗାାୟେବ୍ ହୋଇ ଥାଏ ଡାକ୍ତର ପାଖକୁ ଯିବା ପୂର୍ବ ରୁ ଆପଣ ମାନେ ଏହାର କେବଳ ଅଲ୍ପ ମାତ୍ରା ସେବନ କରନ୍ତି ତେବେ ଆସନ୍ତୁ ଜାଣି ନେବା ଏହାୁ ପ୍ରସ୍ତୁତ ଆପଣ ମାନେ କେମିତି କରିବେ ,gas

ତେବେ ଏହା ପାଇଁ ଆପଣ ମାନେ ପ୍ରଥମେ କିଛି ପରିମାଣ ରେ ଜୁଆଣୀ ନିଅନ୍ତୁ ଏବଂ ତାହାକୁ ପାଣି ଭିିଜେଇ କରି ସୁଖେଇ ଦିଅନ୍ତୁ ଏବଂ ପରେ ଦୁଇଟି ଲେମ୍ବୁ ଆଣି ତାର ରସ କୁ ସେହି ଥିରେ ଚିପୁଡି ଦିଅନ୍ତୁ , ଏବଂ ପରେ ଯେମିତି ସେହି ଲେମ୍ବୁ ର ରସ ଯେମିତି ଭାବେ ଜୁଆରୀ ସଂମ୍ପର୍ଣ୍ଣ ଭାବେ ସୁଷୁ ନେବ ତାହା ଧ୍ୟନ ରଖିବେ ସେହି ପରି ବେଳେ ଆପଣ ମାନେ ଏବଂ ପରେ ପରେ ଆପଣ ମାନେ ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କର ଏହି ପରି ସମସ୍ୟା ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯିବ ,juani

ଡାଇଜେଷ୍ଟ ହୋଇ ପାରୁ ନ ଥାଏ ବା ଗ୍ୟାସ୍ ଅଧିକ ମାତ୍ରା ହେଉଛି ବା ଭୋଜନ ଯଦି ସଠିକ୍ ଭାବେ ପାଚନ ହେଉ ନାହିଁ ତେବେ ଏହାର ସେନବନ ଆପଣ ମାନଙ୍କୁ ଫରକ ଦେଖେଇ ଦେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *