ଆସନ୍ତା ୧୫ ତାରିଖରେ ଓଡିଶା ବନ୍ଦ, କଣ ଖୋଲା ରହିବ ଓ କଣ ବନ୍ଦ,

odisha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଫେବୃଆରୀ 15 ତାରିଖ ରୁ କଂଗ୍ରେସ ପକ୍ଷ୍ୟ ରୁ ଓଡିଶା ବନ୍ଦ ଡାକରା ଦିଆ ଜାଇଛି ସକାଳ 7 ରୁ ଦିନ 1 ଟା ପର୍ଯ୍ୟନ୍ତ ଏହି ବନ୍ଧ ଡାକରା ରହିବ ତେବେ ଆସନ୍ତୁ ଜାଣିନେବା ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ବିବରଣୀ ତାହା ପୂର୍ବ ରୁ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନେ ଏହି ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆସନ୍ତା ଫେବୃଆରୀ 15 ତାରିଖ ରେ କଂଗ୍ରେସ ପକ୍ଷ୍ୟ ରୁ ଓଡିଶା ବନ୍ଦ ଡାକରା ଦିଆ ଜାଇଛି ପେଟ୍ରୋଲ ଡିଜେଲ ଦର ରେ ଅହେତିକ ଭାବେ ବୃଦ୍ଧି ହେଉ ଥିବା ନେଇ କଂଗ୍ରେସ ପକ୍ଷ୍ୟ ରୁ ଏହି ଡାକରା ଦିଆ ଜାଇଛି ।dijal

ଏବଂ ଏହା ଫେବୃଆରୀ 15 ତାରିଖ ଦିନ ସକାଳ 7 ରୁ ଦିନ 1 ଟା ପର୍ଯ୍ୟନ୍ତ ଏହି ବନ୍ଧ ଡାକରା ରହିବ , ଏହି ନେଇ ସୂଚନା ଦେଇଛନ୍ତି ନିରଞନ ପଟ୍ଟନାୟକ ଓଡିଶା ର ସ୍ୱାର୍ଥ ପାଇଁ ଓଡିଶା ବାସୀ ମାନେ ଏହି ଡାକରା କୁ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି । କୋରନା ପର ଠାରୁ ଲଗାତାର ଭାବେ ପେଟ୍ରୋଲ ଡିଜେଲ ଦର ରେ ଅହେତିକ ଭାବେ ବୃଦ୍ଧି ହେଉ ଥିବା ନେଇ କଂଗ୍ରେସ ପକ୍ଷ୍ୟ ରୁ ଏହି ଡାକରା ଦିଆ ଜାଇଛି , ସେହି ପରି ରାଜଧାନୀ ଭୁବନେଶ୍ୱର ରେ ପେଟ୍ରୋଲ ଦର 87 ଟଙ୍କା ଟପି ଥିବା ବେଳେ ମାଲକାନାଗିରି ରେ ଏହା 90 ଟଙ୍କା ଟପିଛି ବୋଲି ଜଣା ପଡିଛି , ଏବଂ ଏହାର ପ୍ରଭାବ ସିଧା ଳଖ ଭାବେ ଲୋକ ମାନଙ୍କ ପକେଟ୍ ଉପରେ ପଡୁଛି ବୋଲି କହିଛନ୍ତି ।patrol

ପେଟ୍ରୋଲ ଡିଜେଲ ଦର ପରେ ଅନେକ ଜିନିଷ ର ଦର ବି ବୃଦ୍ଧି ହୋଇ ଜାଇଛି ଜାହା ଉଭୟ ମଧ୍ୟବିତ ଗରିବ ଲୋକ ମାନଙ୍କ ପାଇଁ ଅସହ୍ୟ ହୋଇ ପଡିଛି ତେଣୁ ଫେବୃଆରୀ 15 ତାରିଖ ଦିନ ସକାଳ 7 ରୁ ଦିନ 1 ଟା ପର୍ଯ୍ୟନ୍ତ ଏହି ବନ୍ଧ ଡାକରା ରହିବ ଏବଂ ଏହି ପରି ସ୍ଥଳ ରେ କଂଗ୍ରେସ୍ ରାଜ ରାସ୍ତା କୁ ଉହ୍ଲେଇବା ପାଇଁ ନିସ୍ପତି ନେଇଛି ଏହା ସହିତ ରାଜ୍ୟ ର ସ୍ୱାର୍ଥ୍ୱ ଏବଂ ଜନ ସଚତନେତା ଦୃଷ୍ଟି ରୁ ଏହି ବନ୍ଧ ରେ ସାମିଲ୍ ହେବାକୁ ଓଡିଶା ବାସୀ ଙ୍କୁ ଅନୁରୋଧ କରା ଜାଇଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *