ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ମହଙ୍ଗା ମାଡ ବଢିଲା ଅଣ ସପଟିସ୍ ଯୁକ୍ତ ସିଲିଣ୍ଡର ର ମୂଲ୍ୟ ତେବେ କେତେ ଟଙ୍କା ବଢିଛି ଏହି ଦିନ ରେ LPG ର ମୂଲ୍ୟ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ତା ପୂର୍ବ ରୁ ଆପଣ ମାନେ ଏହି ପୋଷ୍ଟକୁ ସେଷ ପର୍ଯ୍ୟନ୍ତ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , ତେବେ ଆପଣ ମାନଙ୍କୁ ପୁଣି ଥରେ ଜଣେଇ ଦେବୁ କି ଏହି ଦିନ ରେ ବଢିଛି ଅଣ ସପଟିସ୍ ଯୁକ୍ତ ସିଲିଣ୍ଡର ର ମୂଲ୍ୟ ସମସ୍ତ ମେଟ୍ର ସହର ରେ ଅଣ ସପଟିସ୍ ଯୁକ୍ତ ସିଲିଣ୍ଡର 25 ଟଙ୍କା ବୃଦ୍ଧି ପାଇଛି । ଏହା ସହିତ ସରକାର ବାଣିଜିକ୍ୟ ସିଲିଣ୍ଡର ର ମୂଲ୍ୟ 125 ଟଙ୍କା ବୃଦ୍ଧି କରିଛନ୍ତି ,
ଏବଂ ଏହି ବ୍ୟତିତ ବର୍ତମାନ ସମୟ ରେ ଦିଲ୍ଲୀ ଏବଂ ମୁମ୍ବାଇଇ ରେ 14.2 କିଲୋ ଗ୍ରାମ୍ ସିଲିଣ୍ଡର ର ମୂଲ୍ୟ 719 ଟଙ୍କା କୁ ବୃଦ୍ଧି ପାଇଛି , ସେହି ପରି କଲିକତା ରେ LPG ଗ୍ୟାସ ର ମୂଲ୍ୟ ବୃଦ୍ଧି ପରେ ପରେ ଏବେ 745.50 ପଇସା ହୋଇ ଥିବା ଦେଖିିବା ପାଇଁ ମିଳିଛି , ସେହି ପରି ଭୁବନେଶ୍ୱର ରେ 14.2 କିଲୋ ଗ୍ରାମ୍ ସିଲିଣ୍ଡର ର ମୂଲ୍ୟ 721 ଟଙ୍କା ରହି ଥିବା ବେଳେ ଜୟପୁର ରେ 723 ଟଙ୍କା , ଏବଂ ସେହି ପରି ବେଳେ ପାଟନ୍ନା ରେ 792 ଟଙ୍କା ବୃଦ୍ଧି ପାଇ ଥିବା ଦେଖିବା ପାଇଁ ମିଳିଛି , ସେହି ପରି ଅନ୍ୟ ପଟ ରେ ପେଟ୍ରୋଲ ଏବଂ ଡିଜେଲ ଦର ବି ବୃଦ୍ଧି ପାଇଛି ,
ସବୁ ରେକୋର୍ଡ ଭାଙ୍ଗିଲା ପେଟ୍ରୋଲ ଦର ଲିଟର ପିଛା 100 ଟଙ୍କା ଛୁଇଁଲା ଦିନ କୁ ଦିନ ଆକାଶ ଛୁଆ ହେବାରେ ଲାଗିଛି ଡିଜେଲ ଏବଂ ପେଟ୍ରୋଲ ଦର ବିଶେଷ କରି ପେଟ୍ରୋଲ ଦର ଏବେ ରେକୋର୍ଡ ସୃଷ୍ଟି କରିଛି ଏହି ଭଳି ପରିସ୍ଥିତି ରେ ରବିବାର ଦିନ ରାଜସ୍ଥାନ ର ଗଙ୍ଗାନଗର ରେ ଡିଜେଲ ଏବଂ ପେଟ୍ରୋଲ ସବୁ ରେକୋର୍ଡ ଭାଙ୍ଗି ଦେଇଛି ଏଠାରେ ଏକ୍ସଟ୍ରା ଫ୍ରିମିୟମ୍ ପେଟ୍ରୋଲ ଲିଟର ପିଛା 100.51 ପଇସା ରହିଛି ସେହି ପରି ଏଠାରେ ଡିଜେଲ ଲିଟର ପିଛା 89 ଟଙ୍କା 46 ପଇସା ରେ ପହଁଚିଛି ,
ସେହି ପରି ରାଜଧାନୀ ରେ ଡିଜେଲ ଏବଂ ପେଟ୍ରୋଲ ଦର ରେ ରବିବାର ଦିନ ପୁଣି ଥରେ ବ୍ରେକ୍ ଲାଗିଛି ମାର୍କେଟିଂ କମ୍ପାନୀ ରବିବାର ଦିନ ଡିଜେଲ ଏବଂ ପେଟ୍ରୋଲ ଦର ରେ କୈଣସି ବି ପରିବର୍ତନ କରି ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।