ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଗତ କିଛି ଦିନ ତଳେ ତରଙ୍ଗ ଟିଭି ର ମେଗା ସିରିଏଲ ତାରା ତାରୀଣି ଛାଡି ଦେଇଛନ୍ତି ଏହି ସିରିଏଲ ର ମୂଖ୍ୟ ଅଭିନେତ୍ରୀ ଛନ୍ଦିତା ପାଢୀ ସେମିତି ରେ ସେ ଏହି ସିରିଏଲ ରେ ମୋହନା ଚରିତ୍ର ରେ ଅଭିନୟ କରୁ ଥିଲେ , ତେବେ ଏଠାରେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣିବା ପାଇଁ ଚାହୁଁ ଥିବେ କି ଏହି ସିରିଏଲ ଛାଡିବା ପରେ ମହନା ଚରିତ୍ର ରେ କେଉଁ ଅଭିନେତ୍ରୀ ଅଭିନୟ କରିବାକୁ ଜାଉଛନ୍ତି ।
ସେମିତି ରେ ଆପଣ ମାନେ ଜାଣି ଥିବେ ଦିର୍ଘ ଦୁଇ ବର୍ଷ ଧରି ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଥିବା ଲୋକ ପ୍ରିୟ ସିରିଏଲ ତାରା ତାରିଣୀ ରେ ଛନ୍ଦିତା ପାଢୀ ଅଭିନୟ କରୁ ଥିଲେ ହେଲେ କୈଣସି ଏକ କାରଣ ପାଇଁ ଛନ୍ଦିତା ଏହି ଦିନ ରେ ଏହି ସିରିଏଲ କୁ ଛାଡି ଦେବାକୁ ଚିନ୍ତା କରି ଥିଲେ ହେଲେ ତା ବଦଳ ରେ ଓଡିଆ ସିରିଏଲ ଦୁନିଆଁ ର ଲୋକ ପ୍ରିୟ ଅଭିନେତ୍ରୀ ସୁଇଟି ପଟ୍ଟନାୟକ ଅଭିନୟ କରିବାକୁ ଜାଉଛନ୍ତି , ସେମିତି ରେ ମାନେ ସୁଇଟି ପଟ୍ଟନାୟକ ଙ୍କୁ ଆପଣ ମାନେ ମାନିନୀ ସିରିଏଲ ରେ ମୂଖ୍ୟ ଭୂମିକା ରେ ମାନୀନି ଭାବେ ଦେଖିବା ପାଇଁ ପାଇ ଥିଲେ ।
ଏବଂ ମାନିନୀ ଙ୍କ ଅଭିନୟ କୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ ବି କରୁ ଥିଲେ ଏବଂ ବର୍ତମାନ ସମୟ ରେ ଏହି ତାରା ତାରିଣୀ ସିରିଏଲ ରେ ମହନା ଚରିତ୍ର ରେ ଆପଣ ମାନେ ସୁଇଟି ପଟ୍ଟନାୟକ ଙ୍କୁ ଦେଖିବା ପାଇଁ ପାଇବେ , ଏବଂ ଆପଣ ମାନଙ୍କୁ ସୁଇଟି ପଟ୍ଟନାୟକ ମହନା ଚରିତ୍ର ରେ ଦେଖିବା ପାଇଁ କେମିତି ଲାଗିବ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।